ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୪ , ୨୦୨୨ )

କଟକ ଦୋଳମୁଣ୍ଡାଇ ରଥ ଖଳାରେ ଶିଳ୍ପୀ ରଥରେ ଲାଗୁଥିବା ପ୍ରଭା ଓ ଅଶ୍ୱ ଗୁଡିକୁ ରଙ୍ଗ ତୁଳୀରେ ରୂପରେଖ ଦେଉଛନ୍ତି

 

ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଅଭିନେତା ରାଇମୋହନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

 

କଟକ ମିଶନ ରୋଡସ୍ଥିତ ଷ୍ଟିୱାର୍ଟ ସ୍କୁଲ ଅଡିଟୋରିଅମରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ଭାଗ ନେଇଥିବା ଛାତ୍ରୀଛାତ୍ର

 

କଟକ ବାଦାମବାଡ଼ି ମୁଖ୍ୟ ରାସ୍ତାରେ ଏକ ଅଟୋରେ ଅସୁରକ୍ଷିତ ଭାବରେ ଯାତ୍ରା

 

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଖଦି ମେଳା