ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୭, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନୃତ୍ୟ ନାଟିକା ‘ଉତ୍ସବ ଆଜାଦୀ’

 

ଭୁବନେଶ୍ୱରରେ ମୋୖସୁମୀ ବର୍ଷା

 

କଟକ ଅଲିଶାବଜ଼ାର ଅଂଚଳରେ ଜଣେ ମହିଳା ରଜ ଶେଷ ପରେ ବସୁଧାଙ୍କୁ ସ୍ନାନ କରାଇ ପୂଜାର୍ଚ୍ଚନା କରୁଛନ୍ତି

 

ଗ୍ରୀଷ୍ମ ଛୁଟି ପରେ ଖୋଲିଲା ବିଦ୍ୟାଳୟ: ଛାତ୍ରୀଛାତ୍ର ମାନେ ଉତ୍ସାହିତ