ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୫, ୨୦୨୨)

ଭୁବନେଶ୍ୱର ରସୁଲଗଡ଼ରେ ପିଲାମାନେ ଖେଳୁଛନ୍ତି ରଜ ଦୋଳି

 

ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ

 

ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ନବନିର୍ବାଚିତ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ସାକ୍ଷାତ କରୁଛନ୍ତି