ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୦, ୨୦୨୨)

ଭୁବନେଶ୍ୱରରେ ପ୍ରବଳ ବର୍ଷା ସ୍କୁଲ ରୁ ଛାତ୍ରୀଛାତ୍ର ମାନେ ରାସ୍ତାରେ ଯାଉଛନ୍ତି

କଟକର ଦରଘା ବଜାର ଅଞ୍ଚଳରେ ଥିବା ଚିତ୍ରକାର ସାହିରେ ଜଣେ କଳାକାର ମୂର୍ତ୍ତିଗୁଡ଼ିକୁ ନୂତନ ରୂପରେଖ ଦେଉଛନ୍ତି