ରାଜ୍ୟ

ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର

କଟକ,୩ା୧୨ (କାର୍ତ୍ତିକ ସାହୁ): ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ…

ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ଲାଗି ପ୍ରଶାସନକୁ କଡା ନିର୍ଦ୍ଦେଶ…

ବାଇକ୍‌ରେ ୩ ସାଙ୍ଗ ଆସୁଥିବା ବେଳେ ବସ୍‌ ସହ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଆଉ ଦୁଇ ଗୁରୁତର

ଭୋଗରାଇ, ୩l୧୧( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟପଥ ଥାନା ଛକ ଦେହୁର୍ଦ୍ଦା ହନୁମାନ ମନ୍ଦିରଠାରେ ମଙ୍ଗଳବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରଙ୍କ…

ବାସଭବନରେ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମାଧାନର ଦେଲେ ଆଶ୍ବାସନା

ଭୁବନେଶ୍ୱର,୩।୧୨: ମଙ୍ଗଳବାର ସକାଳେ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନକୁ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ। ଅନ୍ତର୍ଜାତୀୟ ଭିନ୍ନକ୍ଷମ…

ଦାଦନ ଖଟିବାକୁ ଯାଇ ତିନି ବର୍ଷରେ ୨୩୩ ହରାଇଲେଣି ଜୀବନ, ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୩।୧୨: ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ଓଡ଼ିଆ ଲୋକ। ଏହି ସଂଖ୍ୟା ଗତ ତିନି ବର୍ଷରେ ୨୩୩ ରହିଛି। ଯାହା ସରକାରଙ୍କ ପାଇଁ ଚିନ୍ତାଜନକ ହେବା କଥା। ମଙ୍ଗଳବାର ବିଧାନସଭାରେ ଶ୍ରମ ଓ କର୍ମଚାରୀ ରାଜ୍ୟ…

ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା

ପୁରୀ,୩।୧୨: ଡିସେମ୍ବର ୪ ଅର୍ଥାତ୍‌ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୁରୀ ପୌରପାଳିକାରେ ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।…

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି। ମଙ୍ଗଳବାର…

ଗତ ପାଞ୍ଚବର୍ଷରେ ମୃତ୍ୟୁ ବରଣ କରିଛନ୍ତି ୩୪ ବାଘ, ଏବେ ଅଛନ୍ତି ଏତିକି

ଭୁବନେଶ୍ୱର,୩।୧୨: ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜୀବନ ହରାଇଛନ୍ତି ୩୪ କଲରାପତରିଆ ଏବଂ ତିନି ମହାବଳ ବାଘ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ…

ଗୃହରେ ବସିଥିଲେ ନବୀନ ବିସ୍ଫୋରକ ବୟାନ ଦେଲେ ବଦ୍ରି, ବିଜେଡିକୁ ହରାଇଦେଲା ଏହି ଯୋଜନା…

ଭୁବନେଶ୍ୱର,୩।୧୨: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲା ବିଜେଡି । ଆଜି ବିଧାନସଭା ଅଧିବେଶନରେ ଏପରି ଏହି ମାହୋଲକୁ ଉଷ୍ମ କରେଇଛନ୍ତି ଖୋଦ୍‌ ବିଜେଡି ନେତା। ବୀରୋଦୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୩।୧୨: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ପହଞ୍ଚିଛନ୍ତି। ଏହା ପରେ ବିମାନବନ୍ଦରରୁ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଭିମୁଖେ ଯିବେ ରାଷ୍ଟ୍ରପତି। ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ରାଷ୍ଟ୍ରପତି ୫ ଦିନ…

ମଶା ତେଲ କିଣା ଦୁର୍ନୀତି, ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ

ଭୁବନେଶ୍ୱର,୩।୧୨: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ। ପୌର ପରିଷଦ ନିର୍ବାହୀ ଅଧିକାରୀ ମାନସ ରଂଜନ ମଲ୍ଲିକଙ୍କ ଘରେ ମଶା ତେଲ କିଣା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହ ସହ ପୌର ପରିଷଦ ଅଫିସରେ କାଗଜ…

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକତା: ସାବରମତି ରିପୋର୍ଟ ଫିଲ୍ମ ଦେଖିବାକୁ….

ଭୁବନେଶ୍ୱର,୩।୧୨: ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ପ୍ରଯୋଜିକା ଏକତା ଫିଲ୍ମ ଦେଖିବା ପାଇଁ ମୋହନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଏହା ସହ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri