ରାଜ୍ୟ

୪ ଘଣ୍ଟା ପାଇଁ ଆଜି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୭।୩: ଆଜି ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ...

ନବୀନ ନିବାସରେ ବିଜେଡି ଟିକେଟ୍‌ କସରତ: ଆଜି ମୟୁରଭଞ୍ଜ ସମେତ ଏହି ୪ ଜିଲା ଉପରେ ହେବ ସମୀକ୍ଷା

ଭୁବନେଶ୍ୱର,୨୭।୩: ନବୀନ ନିବାସରେ ବିଜେଡି ଟିକେଟ୍‌ କସରତ ଆରମ୍ଭ ହୋଇଛି । ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ପାଇଁ ବୈଠକ ବସିବ। ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧ଟାରେ ମୟୁରଭଞ୍ଜ,...

ପ୍ରଦୀପଙ୍କ ବିରୋଧରେ ମାନସଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ଭୁବନେଶ୍ୱର,୨୭।୩: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି । ଦଳ ଛାଡି ଅନେକ ନେତା ଭାଜପାରେ ସାମିଲ ହେଉଛନ୍ତି। ଯାହାକୁ ନେଇ ବିଜେଡିର ଅଡୁଆ ବଢିବାରେ ଲାଗିଛି। ଏବେ ବିଜେଡିର ନିଜର ଗଞ୍ଜାମରେଏବେ...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ ବୁଲେଟ୍‌ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ୨ଜଣ...

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୨ ନାବାଳକ ଏବଂ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହୋଲି ଖେଳି ବାରଙ୍ଗ-ପୁରୀ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି

ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ ପିଲାଙ୍କ ମଧ୍ୟରେ ଏହି ହୋଲିର ପର୍ବ ବଡ଼ ଖୁସିର ସହ ପାଳନ ହେଉଛି।...

ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ଗଣମାଧ୍ୟମ ପ୍ରବେଶ ଉପରେ ଲାଗିଲା ରୋକୋ

ପୁରୁଷୋତ୍ତମପୁର,୨୬।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର  ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମଧ୍ୟ  ରାତିରୁ ମନ୍ଦିରରେ  ଭକ୍ତଙ୍କ ଭିଡ଼ ଲାଗଛି।  ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ...

ଭର୍ତ୍ତୃହରିଙ୍କ  ଆଶୀର୍ବାଦ ନେଲେ ଅନୁଭବ: ଫଟୋକୁ ନେଇ ବଢ଼ୁଛି ଚର୍ଚ୍ଚା 

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ  କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ହୋଲି ଖେଳି ଆର୍ଶୀବାଦ ନେଇଚନ୍ତି କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି।...

ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର,୨୬।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ।...

ସକାଳେ ଛାଡିଥିଲେ ବିଜେଡି, ସନ୍ଧ୍ୟାରେ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୨୫।୩: ବିଜେଡିରୁ ଇସ୍ତଫା ଦେଇଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସାରେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଗଞ୍ଜାମରେ ଭାଜପା ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ରାଜ୍ୟ...

ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକ ସଭା ନିର୍ବାଚନ ଲଢନ୍ତୁ, ଦେବାଶିଷଙ୍କୁ ନେଇ ଏମିତି କହିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୫।୩: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଲୋକ ସଭା ଲଢିବାକୁ କହିଲେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ। ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକ ସଭା ଲଢନ୍ତୁ । କଟକରେ ହୋଲି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri