ଏପଟେ ଡଲ୍ଫିନ୍ ଗଣନା, ସେପଟେ ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା
କୃଷ୍ଣପ୍ରସାଦ,୨୦ା୧(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଚିଲିକାରେ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣତି। ତାଲିମ ପରେ ସୋମବାର ଭୋର୍ରୁ ଗଣତି ଆରମ୍ଭ ହୋଇଛି। ଗଣତି ବେଳେ ଚିଲିକାରେ ଲଞ୍ଚ୍, ବୋଟ୍ ଆଦି ସମସ୍ତ ଯାତାୟାତ କରୁଥିବା ଯାନବାହନକୁ…
ଏହି ଦିନଠାରୁ କମିବ ଶୀତ: ୪ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୨ ତାରିଖ ଯାଏ ଘନ କୁହୁଡ଼ି ନେଇ ୪ ଜିଲାକୁ ୟେଲୋ ଓ୍ବାର୍ନିଂ କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳକୁ ୟେଲୋ ଓ୍ବାର୍ନିଂ କରାଯାଇଛି। ମଙ୍ଗଳବାରଠାରୁ ଶୀତ କମିବ, ରାତିରେ ତାପମାତ୍ରା ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୀତ…
ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବରଗଡ଼,୨୦ା୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡ଼ିତା ଏବେ ମଧ୍ୟ ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସୋମବାର ବରଗଡ଼ ଟାଉନ…
‘ଖଣିଜ ସମ୍ପଦରେ ଭରପୂର ରାଜ୍ୟ, ବାସ୍ତବରେ ଓଡ଼ିଶା ରତ୍ନଗର୍ଭା’
ଭୁବନେଶ୍ୱର,୨୦ା୧: ଶନିବାର କୋଣାର୍କରେ ଆୟୋଜିତ ହୋଇଛି ଖଣିମନ୍ତ୍ରୀ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଖଣିଜ ସମ୍ପଦରେ ଆମ ରାଜ୍ୟ ଭରପୂର। ବାସ୍ତବରେ ଓଡ଼ିଶା ରତ୍ନଗର୍ଭା ବୋଲି କହିଛନ୍ତି। କେବଳ କେନ୍ଦୁଝର ନୁହେଁ, ଅନ୍ୟ ଅଞ୍ଚଳରେ ବି…
ନିଲମ୍ବନ ଉଠାଇଲେ ନବୀନ, ଦଳକୁ ଫେରିଲେ ଟାଣୁଆ ନେତା
ଭୁବନେଶ୍ୱର,୨୦।୧: ଘର ସଜାଡୁଛି ବିଜେଡି। ଏନେଇ ଆକ୍ସନ ମୋଡରେ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେଉଁମାନେ ଦଳ ଛାଡି ଯାଇଥିଲେ କିମ୍ବା ତାଙ୍କୁ ବହିଷ୍କାର କରାଯାଇଥିଲା ସେମାନଙ୍କୁ ପୁଣି ଯୋଗାଯୋଗ କରାଯାଉଛି। ସଂଗଠନକୁ ସୁଦୃଢ କରିବାକୁ ସୁପ୍ରିମୋ ଅଣ୍ଟା ଭିଡିଛନ୍ତି।…
ନବଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର,୨୦।୧: ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ ଦିଆଯାଇଛି। ତଦନ୍ତ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ତଲବ ହୋଇଛି। ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ନେଇ ରିପୋର୍ଟ ମଗାଯାଇଛି। କାହିଁକି ଏସବୁ ଚର୍ଚ୍ଚା…
୨୪ରୁ ପ୍ରଧାନମନ୍ତୀ ଆବାସ ସର୍ଭେ: ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ସମସ୍ତଙ୍କୁ…
ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୪ ତାରିଖରୁ ପ୍ରଧାନମନ୍ତୀ ଆବାସ ଆବାସ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ଅଫ୍ଲାଇନ୍ ଓ ଅନ୍ଲାଇନ୍ ହିତାଧିକାରୀ ଆବେଦନ କରିପାରିବେ। ୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ରାଜ୍ୟ…
ଖଣିମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୧: ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫରୁ ଖଣି ମନ୍ତ୍ରୀ ସମ୍ମିଳନୀ ସମ୍ମିଳନୀର ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି। କୋଣାର୍କ ଇକୋ ରିଟ୍ରିଟ୍ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ସମ୍ମିଳନୀ ୨ ଦିନ ଧରି କୋଣାର୍କ…
ପୋଲିସ-ସିଆରପିଏଫ୍ ଯବାନଙ୍କ ଆନ୍ତଃରାଜ୍ୟ ଅଭିଯାନ
ଭୁବନେଶ୍ୱର,୨୦ା୧: ଓଡ଼ିଶାର ନୂଆପଡ଼ା ଜିଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲାର ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆରପିଏଫ୍ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ ରାତିରୁ ଓଡ଼ିଶାର…
ଆଜି ବି ନବଙ୍କ ଭାଇ ବ୍ରଜଙ୍କ ଘରେ ରେଡ : କ’ଣ ଖୋଜୁଛି ଆଇଟି ଟିମ୍
ଭୁବନେଶ୍ୱର,୨୦।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ ଜାରି ରହିଛି । ଚତୁର୍ଥ ଦିନରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁର ଧନକଉଡ଼ା ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍ର ରେଡ୍ ଚାଲିଛି। ବ୍ରଜଙ୍କ ଘରେ…
ଚିଲିକାରେ ଆରମ୍ଭ ହେଲା ଡଲଫିନ୍ ଗଣନା
ଖୋର୍ଦ୍ଧା,୨୦ା୧(ଖୋର୍ଦ୍ଧା ପାଣିଗ୍ରାହୀ): ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍ଫିନ୍ ଗଣନା ଆରମ୍ଭ ହୋଇଛି। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍ଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍ର ଗଣନା…
ବଡ଼ ଘୋଷଣା, ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍ ପୋଲିସ
ଭୁବନେଶ୍ୱର,୨୦ା୧(ସତ୍ୟଜିତ୍ ରାଉତ): ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି। ଏହାର ପରିଚାଳନା ପାଇଁ ରାଜ୍ୟରେ ଏବେ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଆଉ ୨ ହଜାର ନୂଆ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ…
Archives


