ରାଜ୍ୟ

ବଢୁଛି ଜଳକା ନଦୀର ଜଳସ୍ତରଟପିଲା ସତର୍କ ସଂକେତ,ବନ୍ୟା ଆଶଙ୍କା

ବାଲେଶ୍ୱର,୨୯।୬(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟାରେ ସତର୍କ ସଂକେତ…

ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ…

ପାଟଣା,୨୯ା୬(ବୀର କିଶୋର ଦାଶ): ନିଯୁକ୍ତି ଅନ୍ବେଷଣରେ ବେଙ୍ଗାଲୁରୁ ଯାଇଥିବା ଜଣେ ୨୬ବର୍ଷୀୟ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତ ମହୁଦୀପା ଗ୍ରାମର ନରେନ୍ଦ୍ର ନାଏକଙ୍କ ସାନ ପୁଅ ଦୀପକ ନାଏକ (୨୬)।…

ସ୍ବାମୀଙ୍କ ମୃତ୍ୟୁପରେ ଅସହାୟ ବୃଦ୍ଧା: ବୟସ ହୋଇଥିଲେ ସୁଧା ମିଳୁନି ଭତ୍ତା

ରିଷିଡା/ କର୍ଲାମୁଣ୍ଡା,୨୯।୬(ସୁଶାନ୍ତ ମଲ୍ଲିକ/ପ୍ରଦୀପ କୁମାର ସାହୁ ): ସରକାର ବୃଦ୍ଧବୃଦ୍ଧା ବିଧବା ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତ। ହେଲେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ତଥା ଅବହେଳା ଯୋଗୁ ପ୍ରକୃତ ହିତାଧୂକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା…

ବୃଦ୍ଧାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଚାଲିଗଲା ଜୀବନ

ମୋରଡ଼ା,୨୯ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଥାନା ସାନମୁଣ୍ଢାବଣି ଗ୍ରାମର ଇନ୍ଦ ମାର୍ଣ୍ଡି(୬୫)। ସୂଚନା ମୁତାବକ, ଲଘୁଚାପ ଫଳରେ ଶନିବାର ରାତିଠାରୁ ଲଗାଣ…

ପୁରୀ ରଥଯାତ୍ରାକୁ ନେଇ ପୁଣି ଟୁଇଟ୍‌ କଲେ ରାଜଦୀପ ସର୍ଦେଶାଇ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସିଧା ଟାର୍ଗେଟ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଟୁଇଟ୍‌ କରି ବିବାଦରେ ଫସିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ରାଜଦୀପ । ଅଭିନେତା…

ପୁରୀ ଅଘଟଣ: ମୁଖ୍ୟମନ୍ତ୍ରୀ କହିଲେ ଜଗନ୍ନାଥପ୍ରେମୀଙ୍କ ନିକଟରେ…

ପୁରୀ,୨୯।୬: ପୁରୀ ଅଘଟଣ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ସେ କହିଛନ୍ତି। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ…

ଯାତ୍ରୀଙ୍କୁ ନେଇ ଯିବାବେଳେ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ୪ ଗୁରୁତର

ପାଟଣା,୨୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଚେମେଣା ନର୍ସରି ଛକରେ ଏକ ଯାତ୍ରୀବାହୀ ବସ୍‌କୁ ରବିବାର ସକାଳୁ ପଛ ପଟରୁ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୪…

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଠେଲାପେଲାରେ ଚାଲିଗଲା ୩ ଜଣଙ୍କ ଜୀବନ, କ୍ଷୋଭ ପ୍ରକାଶ କରି ନବୀନ କହିଲେ ପ୍ରଶାସନର…

ପୁରୀ,୨୯ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ଷୋଭ…

କୋରଡକୋଟ ଜଙ୍ଗଲରୁ ମିଳିଲା କଙ୍କାଳ: ତେବେ କାହାର ଏହି କଙ୍କାଳ ଏବେ…

ଦେବଗଡ,୨୯।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କୋରଡକୋଟ ଜଙ୍ଗଲ ମଧ୍ୟରେ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାପଡିଛି। କେତେକ ଲୋକ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ କୋରଡକୋଟ (କାଇଝରଣ)ଘଞ୍ଚ ଜଙ୍ଗଲ ମଧ୍ୟରେ କୋଣସି ଏକ ଅଜଣା ବ୍ୟକ୍ତିଙ୍କର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶିଶୁବାଟିକାରେ ନିଯୁକ୍ତି ହେବେ ଶିଶୁ ସେବିକା: ଦରମା ମିଳିବ…

ଭୁବନେଶ୍ୱର,୨୯।୬: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ନେଇଛନ୍ତି।ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା…

ସେବାୟତଙ୍କ ବିସ୍ଫୋରକ ବୟାନ, ଭିଡରେ…

ପୁରୀ,୨୯।୬(ଅଜିତ କୁମାର ମହାନ୍ତି): ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ତୃତୀୟ ଦିନରେ ଏକ ବଡ ଧରଣର ଅଘଟଣ ଘଟିଛି । ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବାବେଳେ 3 ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ପୋଲିସ ଓ…

ପୁରୀ ଅଘଟଣ: ଜିଲାପାଳ କହିଦେଲେ ସତକଥା…

ପୁରୀ,୨୯।୬: ପୁଣି ପୁରୀରେ ଘଟିଛି ବଡ଼ ଅଘଟଣ। ପୁରୀ ଶରଧାବାଲିରେ ଠେଲାପେଲା । ଏଥିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?