ପିସିସି ସଭାପତି ଚୟନ ପରେ କଂଗ୍ରେସ ତତ୍ପର: ୧୮ରେ ସଂକଳ୍ପ ପଦଯାତ୍ରା
ଭୁବନେଶ୍ୱର,୧୪।୨: ଆସନ୍ତା ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ। ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସଂକଳ୍ପ ପଦଯାତ୍ରା ସମନ୍ବୟ ନେଇ ପିସିସି ପକ୍ଷରୁ କମିଟି ଗଠନ କରାଯାଇଛି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ…
ଦ୍ୱିତୀୟ ଥର ପାଇଁ ସ୍ଥିତି ଜାହିର କଲା ଲାଲବାହିନୀ: କହମଗୁଡା ଛକ ଘାଟି ଅଞ୍ଚଳରେ ଲାଗିଲା ମାଓବାଦୀ ବ୍ୟାନର, ପୋଷ୍ଟର
ବାଲିଗୁଡା,୧୪।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ପୁଣି ଲାଲବାହିନୀ ବ୍ୟାନର ଓ ପୋଷ୍ଟର ଲାଗିଛି। କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡ଼ା ଛକ ନିକଟରେ ଶୁକ୍ରବାର ସକାଳୁ ବାଘୁନା ଡିଭିଜନାଲ କମିଟି ପକ୍ଷରୁ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଘୋଷଣା କଲେ ଏହି ଯୋଜନା
ଭୁବନେଶ୍ୱର,୧୪।୨: ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି। ସୟଂ ସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ଅଧିକରୁ ଅଧିକ ସୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ…
ଋଷିକୂଲ୍ୟା ନଦୀ ପାର୍ଶ୍ୱକୁ ହାଣି ଚାଲିଛନ୍ତି ମାଫିଆ: ପୋଲିସ ଉପରକୁ ଅଙ୍ଗୁଳି ଉଠାଉଛନ୍ତି ପ୍ରତାପପୁରବାସୀ
ରୁଷୋତ୍ତମପୁର,୧୪।୨(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେବାରେ ଲାଗିଛି । ଏ ନେଇ ଖବରପାଇ ପୁରୁଷୋତ୍ତମପୁର ଆଇଆଇସି ରାଜେଶକୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ସୁଶାନ୍ତ କୁମାର ମିଶ୍ର…
ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ
କୋରାପୁଟ,୧୪।୨: ୨୬ ନମ୍ବର ଜାତୀୟ ରାଜପଥ ଟିମ୍ବର ବ୍ରିଜ୍ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ସୁନାବେଡ଼ାରୁ ଏକ ସ୍କୁଟି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବକେୟା ଦରମା ପାଇବେ CRP, ବ୍ୟାଙ୍କମିତ୍ର, MBK, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା
ଭୁବନେଶ୍ୱର,୧୪।୨: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ବକେୟା ଦରମା ପାଇବେ । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ।…
ବିଧାନସଭାରେ ନବୀନଙ୍କ ଆଗରେ ମୁହାଁମୁହିଁ ହେଲେ ଅରୁଣ-ସୂର୍ଯ୍ୟବଂଶୀ, ରାଜନୀତିରେ ହଇଚଇ
ଭୁବନେଶ୍ୱର,୧୪।୨: ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର। ଆଜି ବିଧାନସଭାରେ…
ବ୍ରିଜ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା: ନଦୀକୁ ଖସି ପଡ଼ିଲେ ଯୁବତୀ
ଢେଙ୍କାନାଳ,୧୪।୨: ମୋବାଇଲ ଫୋନରେ ରିଲ୍ସ କରିବା କାଳ ହୋଇଛି। ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଛନ୍ତି ଜଣେ ଯୁବତୀ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର,୧୪ା୨: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ନିକଟକରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ କରିଥିଲା। ତେବେ କେଉଁ କାରଣ ପାଇଁ ପ୍ରମିଳା ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା…
ବଡ଼ଖବର: କାଲିଠୁ ଏମାନଙ୍କୁ ମିଳିବନି ରାଶନ
ଭୁବନେଶ୍ୱର, ୧୪।୨: ରାଶନ କାର୍ଡ ଧାରକଙ୍କ ପାଇଁ ବଡଖବର। ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ। ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ। ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ…
ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ନକରିବାରୁ ଅସନ୍ତୋଷ ପ୍ରକାଶ କଲେ ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର,୧୪।୨: ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ ନକରିବାରୁ ଓଡ଼ିଶା ହାଇକୋର୍ଟ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଗୌରୀଶଙ୍କର ଶତପଥୀ ଏକ ଫ୍ୟାମିଲି କୋର୍ଟ ଏହି ନିର୍ଦ୍ଦେଶାବଳୀ ପାଳନ…
ଓଡ଼ିଶାର ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ନାହିଁ ପୃଥକ ଶୌଚାଳୟ
ଭୁବନେଶ୍ୱର: ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ…
Archives


