ରାଜ୍ୟ

ଜଗତସିଂହପୁରରେ ଚାଞ୍ଚଲ୍ୟ: ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର, ୪।୩(ପ୍ରମୋଦ କୁମାର ନାୟକ): ସୋମବାର ବିଳମ୍ବିତ ରାତିରେ ଜଗତ୍‌ସିଂହପୁର ସହର ଅନ୍ତର୍ଗତ ଚାଟରା ଧୋବା ସାହିରେ ହୃଦୟ ବିଦାରକ ଘଟଣା ଘଟିଛି। ନିଜ ମା’ କନକଲତା ଓରଫ ସଞ୍ଜୁନା ସେଠୀ, ବାପା ପ୍ରଶାନ୍ତ ଓରଫ କାଳିଆ ଓ ସାନ ଭଉଣୀ…

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବଳାତ୍କାର ପୀଡିତାଙ୍କୁ ୨୪ ସପ୍ତାହ ଗର୍ଭ ନଷ୍ଟ କରିବାକୁ ଦେଲେ ଅନୁମତି

କଟକ, ୩।୩: ଓଡ଼ିଶା ହାଇକୋର୍ଟ ଜଣେ ନାବାଳିକା ବଳାତ୍କାର ପୀଡିତାଙ୍କ ଗର୍ଭଧାରଣକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ୨୪ ସପ୍ତାହରୁ ଅଧିକ ଗର୍ଭବତୀ ଏବଂ ସିକଲ୍ ସେଲ୍ ରୋଗ (SCD) ପୀଡିତ। ୧୩ ବର୍ଷୀୟା ଝିଅର ପିତାଙ୍କ ଦ୍ୱାରା ଦାୟର…

ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ଏମପି ଓ ବିଧାୟକଙ୍କ ଯୋଗଦାନ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାକୁ ଗୁରୁତ୍ୱ

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ସୋମବାର ବ୍ଲକ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳର ବିକାଶକୁ ସୁଦୃଢ କରିବା ଲକ୍ଷ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜିତ ସ୍ବତନ୍ତ୍ର…

ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି: ସୀମାରେ ଅନୁପ୍ରବେଶ ନେଇ କଡା ଚେତାବନୀ

ଭୁବନେଶ୍ୱର,୩ା୩: ନଦୀପଠାର ସୀମାବର୍ତ୍ତୀ ଅଞ୍ଚଳରୁ ବାଲି ଉତ୍ତୋଳନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁବର୍ଣ୍ଣରେଖା ନଦୀ କୂଳରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ କ୍ଷେତ୍ରୀୟ ସୀମା ଚିହ୍ନଟ ପାଇଁ ଏକ ମିଳିତ ଅଭ୍ୟାସ ଆରମ୍ଭ ହୋଇଛି। ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ, ବଦଳିଲା…

ଭୁବନେଶ୍ୱର,୩।୩: ମାର୍ଚ୍ଚ ୫ ତାରିଖରେ ପାଳନ ହେବନି ପଞ୍ଚାୟତିରାଜ ଦିବସ। ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୁଏ।…

‘ଆମେ ମିଛ କହିବା ସରକାର ନୁହଁ, କାମ କରିବା ସରକାର’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୩: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ନବମ ପାଳି। ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା…

ନିଜେ ମରି ୨ଜଣଙ୍କ ଜୀବନ ବଞ୍ଚାଇଲେ ୧ବର୍ଷର ଶିଶୁ

ଭୁବନେଶ୍ୱର,୩।୩: ସାନ ସିନା, ଦାନ ତା ମହାନ। ନିଜେ ଏ ଦୁନିଆରୁ ବିଦାୟ ନେଲେ ସତ ମାତ୍ର ପ୍ରତିବଦଳରେ ଦେଇଗଲେ ଅନ୍ୟକୁ ଜୀବନ। ରାଉରକେଲାର ଜନ୍ମେଶ ଏବେ ସମସ୍ତଙ୍କ ମୁହଁରେ, ଆଉ ତାଙ୍କ ପରିବାରର ନିଷ୍ପତ୍ତିକୁ ମିଳୁଛି ବାହାବା। ବର୍ଷକର ଶିଶୁ…

ବିଦେଶିନୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁକୁ ନେଇ ବିବାଦ; ଦୁଇ ଗିରଫ

ଭୁବନେଶ୍ୱର, ୩।୩: ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଆପତ୍ତିଜନକ ଟାଟୁ ଘଟଣାରେ ସୋମବାର କମିଶନରେଟ୍ ପୋଲିସ ଭୁବନେଶ୍ୱରରେ ‘ରକି ଟାଟୁଜ୍’ ଟାଟୁ ଦୋକାନର ମାଲିକ ରକି ରଞ୍ଜନ ବିଶୋୟୀଙ୍କୁ ଗିରଫ କରିଛି। ହିନ୍ଦୁ ସେନା ସଂଗଠନ ଦ୍ୱାରା ଦାଖଲ ଅଭିଯୋଗ…

ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା: ଜାଣନ୍ତୁ କେବେଠୁ…

ଝାରସୁଗୁଡ଼ା,୩।୩: ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପ୍ରିଲ…

ପାରଦ ଉପରମୁହାଁ: ୩୭ ଛୁଇଁଲା ସମ୍ବଲପୁର

ଭୁବନେଶ୍ୱର,୩ା୩: ରାଜ୍ୟରେ ପାରଦ କ୍ରମାଗତ ଭାବେ ଉପରମୁହାଁ ହେବାରେ ଲାଗିଛି। ସୋମବାର ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରର ତାପମାତ୍ରା ୩୭ ଡିଗ୍ରୀରେ ପହଞ୍ଚିଛି। ଅନ୍ୟପକ୍ଷେ ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀରେ…

ମୁଖ୍ୟମନ୍ତ୍ରୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ୱର,୩।୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ବଂଶପାଳ ତହସିଲଦାର ଭାବେ କୌଶିକ କାର୍ଯ୍ୟ କରୁଥିଲେ। କୌଶିକଙ୍କ ସମେତ ୧୮ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି।

କଳିଙ୍ଗ ହର୍ବାଲ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆୟୁର୍ବେଦ ଏକ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହ ସନ୍ତୁଳିତ ଆହାର ଓ ଜୀବନଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇପାରିବ। ମାନବ ଶରୀର ୫ଟି ମୌଳିକ ତତ୍ତ୍ୱ ଯଥା ଆକାଶ, ବାୟୁ, ଅଗ୍ନି, ଜଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri