ତାରାଙ୍କ ବିରୋଧରେ ଆକ୍ସନ: ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ରାତିସାରା ବିଧାନସଭା ଆଗରେ…
ଭୁବନେଶ୍ୱର,୧୧।୩: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି…
ବିଧାନସଭାରେ ହାତାହାତି: ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି
ଭୁବନେଶ୍ୱର,୧୧।୩: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଙ୍ଗଳବାର ବାଚସ୍ପତିଙ୍କୁ ଏକ ଚିଠି ଲଖିଛନ୍ତି। ଚିଠିରେ ମନ୍ତ୍ରୀ, ଭାଜପା ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମଙ୍ଗଳବାର ଗୃହରେ ହଟ୍ଟଗୋଳ ସମୟର ଭିଡିଓ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ତାରା ସସପେଣ୍ଡ: କଂଗ୍ରେସ ନେତାଙ୍କ ପାଇଁ ବାହାରିଲା ବିଜେଡି
ଭୁବନେଶ୍ୱର,୧୧।୩: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି…
ବିଧାନସଭାରେ ହାତାହାତି: ତାରାଙ୍କ ବିରୋଧରେ ବଡ଼ ଆକ୍ସନ
ଭୁବନେଶ୍ୱର,୧୧।୩: ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ…
ଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି
ଭୁବନେଶ୍ୱର,୧୧।୩: ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏନେଇ…
ସ୍ବାମୀଙ୍କ ତଣ୍ଟି କାଟି ଫେରାର ଥିବା ସ୍ତ୍ରୀଙ୍କୁ ଧରିଲା ପୋଲିସ
ଗଜପତି,୧୧।୩(ଗିରିଧାରୀ ପରିଛା): ସ୍ବାମୀଙ୍କ ତଣ୍ଟି କାଟି ଫେରାର ଥିବା ହତ୍ୟାକରୀ ସ୍ତ୍ରୀଙ୍କୁ ମଙ୍ଗଳବାର ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ମୃତ ଜଗଦୀଶ ମେଲେକାଙ୍କ ସ୍ତ୍ରୀ ହାରି ରଇତ। ପୋଲିସ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ସିନ୍…
ଜାତୀୟ ରାଜପଥରେ ଜଳିଗଲା ଟ୍ରକ
ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଶଟ୍ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା…
ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ
ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ରାସ୍ତା ଅବରୋଧ ପାଇଁ ବରଗଡ଼…
‘ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି’
ଭୁବନେଶ୍ୱର, ୧୧।୩: ଗୃହରେ ହଟ୍ଟଗୋଳକୁ ନେଇ ମୁହଁ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମାଇକ ବନ୍ଦ ପାଇଁ ବିରୋଧୀ ବିଧାୟକ ଉଦ୍ୟମ କରିଥିଲେ। ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି। କ’ଣ କାର୍ଯ୍ୟାନୁଷ୍ଠାନ…
ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି
ଭୁବନେଶ୍ୱର,୧୧।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ଶେଷ ହୋଇଛି। ଉଭୟ ଆଜି ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଉଭୟଙ୍କ ସଙ୍ଗୀତ, ମେହେନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ…
ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ, କହିଲେ…
ଭୁବନେଶ୍ୱର,୧୧।୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ। ଏପରିକି ରାଜ୍ୟ ସଙ୍ଗୀତ, ରାଜ୍ୟ ପତାକା ରହିପାରିବ ନାହିଁ।…
ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ: ବେଦାନ୍ତ ସହଯୋଗରେ ଚମକିଲେ ପାରା ଜୁଡ଼ୋ ଆଥ୍ଲେଟ
ଲାଞ୍ଜିଗଡ଼,୧୧ା୩(ରମେଶ ଚନ୍ଦ୍ର ନାୟକ) : ବେଦାନ୍ତ ଆଲୁମିନିୟମ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା କଳାହାଣ୍ଡି ଜିଲାର ପାରା ଜୁଡ଼ୋ ଆଥ୍ଲେଟ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ ୨୦୨୫ରେ ଦୁଇଟି ବ୍ରୋଞ୍ଜ ପଦକ…
Archives


