ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ
ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି…
Operation Sindoor: ମଥାରେ ସିନ୍ଦୁର ଟୋପା ଲଗାଇ ଖୁସି ମନାଇଲେ ଭାଜପା ନେତା
ଭୁବନେଶ୍ୱର,୭।୫: ଭାରତର ସଫଳ ଏୟାର ଷ୍ଟ୍ରାଇକ ପରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ମଥାରେ ସିନ୍ଦୂର ଟୋପା ଲଗାଇ ଅପରେସନ ସିନ୍ଦୂରର ସଫଳତାରେ ଖୁସି ମନାଇଲେ ନେତା । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଓଡ଼ିଶାରେ ଖୁସିର ଲହରୀ। କେତେକ ସ୍ଥାନରେ…
ବରଗଡ଼ ସରକାରୀ ବସଷ୍ଟାଣ୍ଡ୍: ଶୌଚାଳୟରେ ତାଲା, ଆଖି ବୁଜିଛନ୍ତି ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ
ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଛି। ଫଳରେ ଏଠାକୁ ଆସୁଥିବା…
ଆରପାରିରେ ପୁରୁଷୋତ୍ତମପୁର ଏନ୍ଏସି ଭାଜପା ମଣ୍ଡଳ ସଭାପତି: ଜଣେ ଦକ୍ଷ ଯୁବସଂଗଠକକୁ ହରାଇଲା ଭାଜପା
ପୁରୁଷୋତ୍ତମପୁର,୭।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଭାଜପାର ମଣ୍ଡଳ ସଭାପତି ତଥା ଯୁବସଂଗଠକ ସୂର୍ଯ୍ୟନାରାୟଣ ମହାରଣା ଓରଫ କଳିଆ (୩୭)ଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଛି। ଭୂବନେଶ୍ବରରେ ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱସ ତ୍ୟାଗ କରିଛନ୍ତି। ପରିବାର ପ୍ରତିପୋଷଣ…
ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ: କଳଶ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ
ଦିଗପହଣ୍ଡି,୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମସ୍ଥିତ ଶ୍ରୀ ମଲ୍ଲିକେଶ୍ୱର ଶୈବ ପୀଠରେ ବୈଶାଖ ଶୁକ୍ଳ ନବମୀ ତିଥି ମଙ୍ଗଳବାରଠାରୁ ଶ୍ରୀରାମତାରକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ…
ଅପରେଶନ ସିନ୍ଦୁର: ରାତିରେ ଓଡ଼ିଶାରେ ବାଣ ଫୁଟାଇଦେଲେ ଲୋକେ, କହିଲେ ପାକିସ୍ତାନକୁ ଧୋକାଦେଲା ଡୁପ୍ଲିକେଟ ଚାଇନା ମାଲ
ଭୁବନେଶ୍ୱର,୭।୫: ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଓଡ଼ିଶାରେ ଖୁସିର ଲହରୀ। କେତେକ ସ୍ଥାନରେ ଲୋକେ ବାହାରକୁ ଆସି ଆନନ୍ଦ ଉତ୍ସବ ପାଳୁଛନ୍ତି। ରାତିରେ ବ୍ରହ୍ମପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଧଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ…
ସିନ୍ଦୁରର ପ୍ରତିଶୋଧ ନେଲେ ମୋଦି ସରକାର : ଆତଙ୍କୀଙ୍କୁ ଏମିତି ଆକ୍ରମଣ କରନ୍ତୁ ଯେମିତି ଆଉଥରେ ଆକ୍ରମଣ କରିବାକୁ ପାଞ୍ଚ ଥର ଭାବିବେ
ଭୁବନେଶ୍ୱର,୭।୫: ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ…
ଅପରେଶନ ‘ସିନ୍ଦୂର’: ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭।୫: ଅପରେଶନ ‘ସିନ୍ଦୂର’ ନେଇ ଟୁଇଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଏକ୍ସ ଯୋଗେ ସେ ଲେଖିଛନ୍ତି,ଭାରତ ଏକତାର ସହ ଛିଡ଼ା ହୋଇଛି । ଆମ ସାହସୀ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ॥ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଆକ୍ରମଣ ଏକ…
୧୩ ଘଣ୍ଟା ଅନ୍ଧାର ରହିଲା ଭଞ୍ଜନଗର: ବଢ଼ୁଛି ଅସନ୍ତୋଷ
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ଏବଂ ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରୁ ମଙ୍ଗଳବାର ଅପରାହ୍ନ ୪ଟା ଯାଏ ୧୩ ଘଣ୍ଟା ବିଦ୍ୟୁତ୍ ସେବା ବନ୍ଦ ରହଥିଲା। ସୋମବାର ଅପରାହ୍ନ ୪ ଟାରୁ ରାତି ୧ଟା ପର୍ଯ୍ୟନ୍ତ ପ୍ରଥମେ…
ଆଜିଠୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା
ପୁରୁଷୋତ୍ତମପୁର,୬ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁରର ପ୍ରସିଦ୍ଧ ଐତିହାସିକ ମା କନଳା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ଆଦି ପଞ୍ଚ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ବୁଧବାରଠାରୁ ଆରମ୍ଭ ହେବ। ଏଥିଲାଗି ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି । ଜୁନ ୮…
କେସିଙ୍ଗା ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା ଦାବି
କେସିଙ୍ଗା,୬ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ସିଟିଜେନ ଫୋରମ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ଫୋରମର ସଭାପତି ଡା. ହେମସାଗର ସାହା ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଗୃହ ଓ ନଗର…
ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ: ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ
ଦାରିଙ୍ଗବାଡି,୬ା୫ (ଅରୁଣ ସାହୁ): ଏଣିକି ସର୍ବସାଧାରଣ ଜାଗାରେ ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବାକୁ ପଡିବ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତି କମରେ ୫ ହଜାର ଟଙ୍କା ଜରିମାନା…
Archives


