ରାଜ୍ୟ

ତତଲା କଡ଼େଇରେ ରାଜଧାନୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିଛି। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିଚାଲିଛି। ଦିନ ୯ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ତେବେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ଥିଲା। ଫଳରେ...

ଝାରସୁଗୁଡା ଉପନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମେ’୧୦ରେ ଝାରସୁଗୁଡା ବିଧାନସଭା ଉପନିର୍ବାଚନ। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜିଠାରୁ ନାମାଙ୍କନପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ...

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର,୧୩।୪(ବ୍ୟୁରୋ) ସମ୍ବଲପୁର ଜିଲାରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ...

ଛେଳି ବେପାରୀଙ୍କୁ ହତ୍ୟା କରି ଲୁଟିନେଲେ ୯ ଲକ୍ଷ ଟଙ୍କା

ସୁନ୍ଦରଗଡ,୧୩।୪(ଡି.ଏନ.ଏ.): ଛେଳି ବେପାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଲୁଟିନେଲେ ୯ ଲକ୍ଷ ଟଙ୍କା। ଏମସିଏଲ ରାସ୍ତାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୁନ୍ଦରଗଡ ଭଷ୍ମା...

ସୁରକ୍ଷା ଖୋଜୁଛି ଐତିହ୍ୟ, ସଂସ୍କୃତି

ରାଜଧାନୀ ପୃଷ୍ଠାରେ ଘଟିଯାଉଛି କେତେ ଘଟଣା, ଲିପିବଦ୍ଧ ହେଉଛି କେତେ କାହାଣୀ। ମୁଁ, ତୁମେ ଭଳି ଲକ୍ଷ ଲକ୍ଷ ଲୋକଙ୍କ ସହ ଏହି ଐତିହ୍ୟ ସହର ଭୁବନେଶ୍ୱରର ସମ୍ପର୍କ। କାହାକୁ ଅସୁମାରୀ ସ୍ବପ୍ନ ଦେଖାଇ ନିଜର କରିଛି ତ କାହାକୁ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଜି ନାମଲେଖା ଲାଗି ୧୯ ଯାଏ ଆବେଦନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ଆସନ୍ତା ୧୯ ତାରିଖରେ ଶେଷ ହେବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି।...

ଜଗବନ୍ଧୁଙ୍କ ଜାମିନ ଆବେଦନ, ଜବାବ ଦାଖଲ ପାଇଁ ସମୟ ନେଲା ଇଡି

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ବୁଧବାର ଶୁଣାଣି ହୋଇଛି। କାହିଁକି ଜଗବନ୍ଧୁଙ୍କୁ ଜାମିନ ଦିଆ ନ ଯିବ ସେନେଇ...

ମଡେଲ ୟୁଜି ସିଲାବସ ଲାଗୁ କରିବାକୁ ଯୋଜନା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ +୩ ପାଠ୍ୟକ୍ରମ (କଳା, ବିଜ୍ଞାନ ଓ ବାଣିଜ୍ୟ) ବିଭାଗରେ ୧୦ଟି ନୂଆ ଇଲେକ୍ଟିଭ ଓ ୧୦ଟି ଦକ୍ଷତା ବିକାଶ ପାଠ୍ୟକ୍ରମ ଯୋଡାଯିବ। ଏହାକୁ ୨୦୨୨-୨୩ କିମ୍ବା ୨୩-୨୪...

ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତିଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ ଘଟଣାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ବାଉନ୍‌ସର ଗ୍ୟାଙ୍ଗର ୧୯ ଜଣଙ୍କୁ ଗିରଫ କରିଛି।...

ଅବସରପ୍ରାପ୍ତ ପିଅନଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଜାଲ ଦସ୍ତାବିଜ୍‌ ଜରିଆରେ ଚାକିରି ମାମଲାର ଦୀର୍ଘ ୧୧ବର୍ଷ ପରେ ବୁଧବାର ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ଝୋଲ...

ପୁରୀରେ ପହଞ୍ଚତ୍ଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୧୩ା୪: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପବିତ୍ର ଅକ୍ଷୟ ତୃତୀୟାଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେଣୁ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପୁରୀରେ ପହଞ୍ଚୁଛି।...

ରାଜ୍ୟରେ ତାତି ୪୩ ଡିଗ୍ରୀ ଟପିଲା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଗତ କିଛିଦିନ ହେବ ଓଡ଼ିଶା ହଟ୍‌ସ୍ପଟ୍‌ ପାଲଟିଛି। ପାରଦ ଉପରମୁହଁା ରହିଛି। ଦୈନିକ ୧ରୁ୨ ଡିଗ୍ରୀ ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri