ରାଜ୍ୟ

ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି ଭାଲୁ କଲୋନୀ ଅଞ୍ଚଳରେ ଘୁରି ବୁଲୁଛନ୍ତି। ରାତି ହେଲେ ବନବିଭା କର୍ମଚାରୀ ପଇଁତରା ମାରୁଛନ୍ତି।…

ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌ କୁଟ୍ରୁ ଗଁ।ବାସୀ:ଏକା ଝରନ୍‌ ପାଏନ୍‌ ସାହାଭରସା

କୋକସରା,୨୭।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଁଚେତ୍‌ ଆଦିବାସୀ ବହୁଲ ହେଇଥିଲାବେଲେ ପଁଚେତ୍‌ର ଅନେକ ଗଁ। ଜଂଗଲ ଭିତରେ ରହିଛେ। ସେନ୍‌ତା ସାହାଜଖୋଳ ସଂରକ୍ଷିତ ଜଂଗଲ ଭିତରେ ପଁଚେତ୍‌ର ରାଜସ୍ବ ଗଁ। କୁଟ୍ରୁ ରହିଛେ। ହେଲେ ଇ ଗଁ।ରେ…

ସମସିଆ ଘେରରେ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟ:ବିପଦ୍‌ ଅବସ୍‌ତାରେ ୩ ପଢ଼ାକୁଠି, ବାରନ୍‌ଡ଼ାରେ ଛାତ୍ରୀଛାତ୍ର

  ମନମୁଣ୍ଡା, ୨୭।୭ (ଡି.ଏନ୍‌.ଏ) ବୌଦ୍ଧ ଜିଲା ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଧମିକ ବିଦ୍ୟାଲୟ ଏହେଦେ ୧୩୮ ବଛର୍‌ରେ ପୁହୁଁଚିଛେ। ଦିନ୍‌ ଥିଲା ଇ ସ୍କୁଲର ବହୁତ ନଁା ଥିଲା। ଦୂରିଆ ଗଁାଗଁଡ଼ାରୁ ଛାତ୍ରୀଛାତ୍ର ଇ ସ୍କୁଲକେ ପାଠ୍‌ ପଢ଼ବାର ଲାଗି…

ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ

କଣ୍ଟାମାଳ,୨୭।୭ (ଡି.ଏନ.ଏ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା ଦେଇଛନ୍ତି । ଜଣେ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍କୁଲରେ ତାଲା ପକାଇ ଶିକ୍ଷାଦାନ…

ଦିବ୍ୟାଙ୍ଗ ବୁରୁଧ୍‌କୁଁ ଉଧାର କଲେ ସ୍ବେଚ୍ଛାସେବୀ

ବିଜେପୁର, ୨୭।୭ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍‌ରେ ଦିବ୍ୟାଙ୍ଗ ବୁରୁଧ୍‌ ବିରଞ୍ଚତ୍ ତାଣ୍ଡି ଅସାହା ହେଇ ପଡ଼ିରହିଥିଲେ। ଇ ଖବରଟା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ବରଗଡ଼ ଜିଲାର ସ୍ବେଚ୍ଛାସେବୀ…

ସେବାଶ୍ରମରେ ଅବ୍ୟବସ୍ଥା, ଗ୍ରାମବାସୀଙ୍କ ପ୍ରତିବାଦ

ବରଗଡ଼ ଅଫିସ୍‌,୨୭।୭ ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲରେ ଖୋଦ୍‌ ପ୍ରଧାନସେବକ ସ୍କୁଲର ସେବିକା ତଥା ଅନ୍ତେବାସିନୀ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ସେବାଶ୍ରମ ସ୍କୁଲର କର୍ମଚାରୀମାନେ ଗତ ସୋମବାର ଜିଲା ମଙ୍ଗଳ…

ଛାତ୍ରୀଙ୍କୁ ଅସଦାଚରଣ ନେଇ ଉତ୍ତେଜନା: ଚାନ୍ଦପୁର ମହିଳା କଲେଜ ଅଶାନ୍ତ, ଫାଟକ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ରଣପୁର,୨୭ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ମହାବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କ ମାମୁ ଏ ନେଇ ରାଜ୍ୟ ବାଳିକା…

କଲେଜ ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷଙ୍କ ବିୟୋଗ

ଭଞ୍ଜନଗର,୨୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ (୫୯)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ପ୍ରତିଷ୍ଠା ଦିବସ ସରିବା ପରେ ସେ ଘରକୁ ଯିବାକୁ ବାହାରୁଥିବାବେଳେ ପଡିଯାଇ ମୃତ୍ୟୁ ଘଟିଛି। ଏହି…

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ୧୭ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯାଉ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯାଉ। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠିଲେଖି…

କଳାହାଣ୍ଡିରେ ନିର୍ମାଣ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଏଇ)କୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର କଳାହାଣ୍ଡିରେ ଏମ୍‌ଏସ୍‌ଏମ୍‌ଏଇ ପାର୍କ ନିର୍ମାଣ କରିବେ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ୧୧୬.୭୨ ଏକର ସରକାରୀ ଜମି ଓ ୩୦.୩୬ ଏକର ବେସରକାରୀ ଜମିରେ…

ଚଳିତ ବର୍ଷ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ କୌଣସି ଜିଲାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ ୪ଟି ସାଟେଲାଇଟ୍‌ ଷ୍ଟାଡିୟମ(ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନୂଆପଡ଼ା ଜିଲାରେ ଜିଲାସ୍ତରୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସ କରିବା ପାଇଁ ଜିଲାପାଳଙ୍କଠାରୁ ବିଧିବଦ୍ଧ…

ରାଜନଗର ବ୍ଲକର ସବୁ ଗ୍ରାମକୁ ବିଦ୍ୟୁତ୍‌ ମିଳୁଛି, ୨୦୨୦ରେ ଶେଷ ହେବ କୁନ୍ଦୁପୁର ଗ୍ରୀଡ୍‌ କାର୍ଯ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିଦ୍ୟୁତ୍‌ ଯୋଗାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ। କେବଳ ଫନୀ ଯୋଗୁ ଟିକିଏ ଅସୁବିଧା ହୋଇଥିଲା। ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri