କାମ କରୁଥିବା ବ୍ୟକ୍ତିର ପଦପାଇଁ କୌଣସି ଆକାଂକ୍ଷା ନ ଥାଏ
୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ମଧୁସୂଦନ ପାଢ଼ୀ ରାଜ୍ୟ ପ୍ରଶାସନର ଏକ ଜଣାଶୁଣା ନଁା। ଦୀର୍ଘ ୨୮ବର୍ଷ ଧରି ସେ ବିଭିନ୍ନ ସରକାରୀ ସଂସ୍ଥା ଓ ବିଭାଗରେ କାର୍ଯ୍ୟକରି ଆସିଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସେ…
ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ତାଲା ଝୁଲିବ
କଟକ ଅଫିସ,୩୧ା୧୦: ଏସ୍ସିବି ମେଡିକାଲ୍ର ଗୋଟିକ ପରେ ଗୋଟିଏ ବିଭାଗ ଏବେ ବନ୍ଦ ହେବା ସ୍ଥିତିରେ। ଗୁରୁତ୍ୱପୂର୍ଣ୍ଣ ହୃଦ୍ବକ୍ଷଶଲ୍ୟ (ସିଟିଭିଏସ୍) ବିଭାଗ ଡାକ୍ତର ଅଭାବରୁ ଅଚଳାବସ୍ଥାକୁ ଆସି ଥିବାବେଳେ ତା’ଠୁ ଅଧିକ ସମସ୍ୟା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅନ୍ତଃସ୍ରାବୀ ବିଜ୍ଞାନ…
ଆଇଏଏସ୍ ଅଫିସରଙ୍କୁ ମେଡିକାଲ ଦାୟିତ୍ୱ
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ତଦନୁଯାୟୀ ଉନ୍ନୟନ…
ଟ୍ରେନ, ଷ୍ଟେଶନରେ କମିଛି ଫେରି ବିକ୍ରି
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଜିରୋ ଟଲରେନ୍ସ ନୀତିରେ ପୂର୍ବତଟ ରେଳପଥ ଷ୍ଟେଶନ ଓ ଟ୍ରେନରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲା ବିକ୍ରି ଉପରେ ଅଙ୍କୁଶ ଲଗାଯିବା ପରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ନେଇ ସଫଳତା ପାଇଛି। ପୂର୍ବ ଅପେକ୍ଷା ଏବେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲାଙ୍କ ବହୁମାତ୍ରାରେ ହ୍ରାସ ପାଇଛି…
ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼
କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି ପ୍ରମାଣ ନ ପାଇ ଶେଷରେ ସମ୍ପୃକ୍ତ ଅଟୋ ଚାଳକଙ୍କୁ ଛାଡି ଦେଇଛି। ସେ ହେଲେ…
ପାଠ୍ୟପୁସ୍ତକ ଜ୍ଞାନକୁ ଜୀବନରେ ବିନିଯୋଗ କର: ଓ୍ବାଙ୍ଗ୍ଚୁକ୍
ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ):ଶିକ୍ଷା କ୍ରାନ୍ତି ବା କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ‘ପଢ଼ିବା, ଲେଖିବା ଓ ଗଣିତ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନେ ସମାଜରେ ସକାରାତ୍ମକ ଚିନ୍ତନ ଆଣିବା ପାଇଁ ନିଜର ପାଠ୍ୟପୁସ୍ତକ ଜ୍ଞାନକୁ ବାସ୍ତବିକ ଜୀବନରେ ବିନିଯୋଗ କରି ନିଜକୁ ମଜଭୁତ୍…
ଡିସେମ୍ବର ୭ରୁ ଡଗ୍ ଶୋ’: ପ୍ରଥରଥର ପାଇଁ ହେବ ବିଗଲ ସ୍ପେଶିଆଲିଟି
ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ପ୍ରତିବର୍ଷ ହେଉଥିବା ଡଗ୍ ଶୋ’ ଆସନ୍ତା ଡିସେମ୍ବର ୭ରୁ ଆରମ୍ଭ ହେବ। ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏହା ଦୁଇଦିନ ଧରି ଚାଲିବ। ଶୋ’ ପାଇଁ କ୍ଲବ୍ ପକ୍ଷରୁ ପ୍ରସ୍ତୁତି ପ୍ରାୟତଃ…
ଷ୍ଟିଚ୍ ଖୋଲୁଖୋଲୁ ପେଟ ମେଲା ହୋଇଗଲା
କଟକ ଅଫିସ, ୩୧ା୧୦: ଷ୍ଟିଚ୍ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପାରାଲିଗାଲ ଭଲ୍ୟୁଣ୍ଟିୟର ବିଭୂତି ରାୟ ଏସ୍ସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି…
ଜର୍ମାନୀ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଯୋଗଦେବ ସି.ଭି. ରମଣ
ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଜର୍ମାନୀର ମୁନିଚ୍ଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଚାମ୍ପିୟନଶିପ୍ ପାଇଁ ସି.ଭି. ରମଣ ଇଞ୍ଜିନିୟରିଂ କଲେଜ ଯୋଗ୍ୟ ବିବେଚିତ ହୋଇଛି। ଚଳିତବର୍ଷ ମୁମ୍ବାଇର ଆଇଫାଟ୍-୧୯ ଆନୁକୂଲ୍ୟରେ ଅନୁଷ୍ଠିତ ଓ୍ବାଟର ରିସୋର୍ସ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସି.ଭି. ରମଣ କଲେଜର ଅଶ୍ୱଥା…
ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି
ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର। ମହାପାତ୍ର ଜଣାଇଛନ୍ତି ଯେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ…
ଡିସେମ୍ବର ୨୩ରୁ ସିଟି ଫେଷ୍ଟିଭାଲ
ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ପୁଣି ଆରମ୍ଭ ହେବ ସିଟି ଫେଷ୍ଟିଭାଲ। ଆସନ୍ତା ଡିସେମ୍ବର ୨୩ରୁ ଜାନୁୟାରୀ ୧ ଯାଏ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀଙ୍କୁ ଝୁମାଇବେ ଖ୍ୟାତନାମା ଷ୍ଟାର୍ କଳାକାର। ପୂର୍ବବର୍ଷ ଭୁବନେଶ୍ୱର ସିଟି ଫେଷ୍ଟିଭାଲ (ଡଟ୍ ଫେଷ୍ଟ)ର ସଫଳ…
ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ୍ ମୁକ୍ତ ପାଇଁ ପ୍ରୟାସ
ଖଣ୍ଡପଡା,୩୧ା୧୦(ସ୍ବ.ପ୍ର.): ଗୋକୁଳାନନ୍ଦ ଜୀଉ ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଧାମୂଳା ଗୋକୁଳାନନ୍ଦ ଜୀଉ ସ୍ପୋଟର୍ସ ଆସୋସିଏଶନ ପକ୍ଷରୁ ପ୍ରୟାସ ଜାରିରହିଛି । ଅସୋସିଏଶନର ସଦସ୍ୟମାନେ ସ୍ବଚ୍ଛଭାରତ କାର୍ଯ୍ୟକ୍ରମକୁ ଆପଣାଇ ପୀଠ ପରିସରରେ ସଫେଇ କାର୍ଯ୍ୟ କରୁଛନ୍ତି। ପ୍ରକାଶ ଯେ,…

