ବାଇକ୍ରେ ମା-ବାପାଙ୍କ ସହ ଆସୁଥିଲେ ଝିଅ, କଣ୍ଟେନର ଧକ୍କା ଦେବାରୁ ରାସ୍ତା ଉପରେ ଛିଟିକି ପଡ଼ିଲେ, ଆଉ ତା’ ପରେ…
କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସକାଳେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ବାଇକ୍ରେ କେନ୍ଦୁଝର ଆଡ଼କୁ ଆସୁଥିବା…
ଶୋଇଥିବାବେଳେ ଶିଶୁକୁ ଦଂଶନ କଲା ବିଷାକ୍ତ ସାପ, ଚାଲିଗଲା ଜୀବନ
ଖଡ଼ିଆଳ,୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ବୋଡ଼େନ ବ୍ଲକ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ, ମା ଗିନତି ମାଝୀଙ୍କ ସାଢ଼େ ୪ ବର୍ଷର ପୁଅ ଦେବାଶିଷକୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ଘଟିଛି। ମା’ ଗିନତିଙ୍କ ସହ ତଳେ ଶୋଇଥିବା…
ବୈଜ୍ଞାନିକଙ୍କ ଭୟଙ୍କର ଆକଳନ! ଓଡ଼ିଶାକୁ ସୁନାମି ଭୟ…
ନୂଆଦିଲ୍ଲୀ,୫।୮: ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ। ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସିଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ। ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ…
କେନ୍ଦୁଝରରେ ଲଜ୍ଜା, ଯୁବତୀଙ୍କୁ ବଳାତ୍କାର
କେନ୍ଦୁଝର,୫।୮: କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ପଚରାଉଚରା…
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା
ଭୁବନେଶ୍ୱର,୫।୮:ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ରାଜ୍ୟ ସରକାର ୩ ବର୍ଷ ପାଇଁ ନିଯୁକ୍ତି କରିଛନ୍ତି।ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଲେ…
ମହିଳା କମିଶନ ଅଧ୍ୟକ୍ଷା ହେଲେ ସୋଭନା ମହାନ୍ତି, କହୁକହୁ କହିଦେଲେ…
ଭୁବନେଶ୍ୱର,୫।୮: ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା। ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ସୋଭନାଙ୍କୁ ଗୁରୁଦାୟିତ୍ୱ ମିଳିବା ପରେ ସେ କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ…
ରେଳ ଧାରଣାରୁ ମିଳିଲା ବୃଦ୍ଧଙ୍କ ମୃତଦେହ: ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ
ରାୟଗଡ଼ା/ଲାଞ୍ଜିଗଡ଼,୫।୮: ରାୟଗଡ଼ା ଜିଲା ଦହିଖାଲ ରେଳ ଧାରଣାରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ବୃଦ୍ଧ ଜଣକ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ।…
ନବରଙ୍ଗପୁରରେ ଚାଞ୍ଚଲ୍ୟ: ମିଳିଲା ଦମ୍ପତ୍ତିଙ୍କ ମୃତଦେହ
ଉମରକୋଟ,୫।୮: ନବରଙ୍ଗପୁର ଜିଲା ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗାଁରେ ଏକ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘରର ପଛପଟ ଏକ ଗଛରେ ସ୍ବାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା…
ପାଣି ନେବା ପରେ ଗଡଗଡିଆ ଘାଟରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା, ପଲିଥିନ: ମହାନଦୀରେ ପ୍ରଦୂଷଣ ବୃଦ୍ଧି
କଟକ,୫।୮: ରବିବାର କାଉଡିଆମାନେ ବିଭିନ୍ନ ଶୈବପୀଠକୁ ଜଳ ନେଇଯିବା ପରେ ସୋମବାର ଅପରାହ୍ନରେ କଟକର ଗଡଗଡିଆ ଘାଟ ତଥା ମହାନଦୀ ତୁଠରେ କୁଢ଼ କୁଢ଼ ଅଳିଆ, ଆବର୍ଜନା ଓ ପଲିଥିନ ପଡ଼ି ରହିଥିବା ଦେଖାଯାଇଛି। ଏହି ପରିସ୍ଥିତି ମହାନଦୀରେ ପ୍ରଦୂଷଣ ବୃଦ୍ଧି…
ଯାତ୍ରା ବିବାଦ, ଟଙ୍କା ଫେରାଇଲେ ନରି ପଣ୍ଡା
ଚଣ୍ଡିଖୋଲ,୫ା୮(ପ୍ରଦୀପ୍ତ କୁମାର ପୃଷ୍ଟି): ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ସହ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ବିବାଦର ଏକ ପ୍ରକାର ସମାଧାନ ହୋଇଛି। ନରି ନେଇଥିବା ୧୦ ଲକ୍ଷ ଟଙ୍କାକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ…
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ହେଲା ବଡ଼ ପର୍ଦ୍ଦାଫାଶ, ମୋବାଇଲରୁ ମିଳିଲା…
ଭୁବନେଶ୍ୱର,୫।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।…
ଆଉ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା: ୫ ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର,୫ା୮(ଅନୁରାଧା ମହାରଣା):ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ମଙ୍ଗଳବାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼,…
Archives


