ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ
ଭୁବନେଶ୍ୱର,୭ା୮: ଓଡ଼ିଶାର ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଗୁରୁବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବତନ ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଭୂତି ଭୂଷଣ…
ଗଳାବାଟ ଦେଇ ଭକ୍ତଙ୍କୁ ଛାଡ଼ିବା ନେଇ ଅଭିଯୋଗ: କମଚାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ
ପୁରୀ,୭ା୮(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ଚାରିଦ୍ୱାର ଓ କିଛି ଗଳାବାଟରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଭକ୍ତଙ୍କ ଠାରୁ ଟଙ୍କା ନେଇ ଛାଡୁଥିବା ନେଇ ଅଭିଯୋଗ ହୋଇଆସୁଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ମିଲର୍ସ ସାଜିଛନ୍ତି ହର୍ତ୍ତାକର୍ତ୍ତା: ଧାନ ରଖିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଯଥେଷ୍ଟ ପଣ୍ୟାଗାର
ଭୁବନେଶ୍ୱର,୭ା୮(ରବିନାରାୟଣ ଜେନା): ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶରେ ଓଡ଼ିଶା ଏବେ ୪ର୍ଥତମ ବଳକା ରାଜ୍ୟ ରୂପେ ପରିଗଣତି ହେଉଛି। ରାଜ୍ୟରେ ପ୍ରତିବର୍ଷ ଧାନଫସଲ ଉତ୍ପାଦନ ବଢ଼ୁଛି, ଯେଉଁଥିପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ପ୍ରତିବର୍ଷ ଧାନ ସଂଗ୍ରହ ପରିମାଣ ବଢ଼ାଇ ଚାଲିଛନ୍ତି। ଖରିଫ୍ ଓ…
ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅମିତ ଶାହାଙ୍କ ନିକଟରେ କରିଦେଲେ ଏହି ଦାବି
ଭୁବନେଶ୍ୱର,୭ା୮(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବୁଧବାର ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ଏହି ଅବସରରେ…
ଓଡ଼ିଶାରେ ଶୁଟିଂ ହୋଇଥିବା ‘ଘାଟି’ର ଟ୍ରେଲର ରିଲିଜ, ଝଲସୁଛି କୋରାପୁଟ
କୋରାପୁଟ: ଅନୁଷ୍କା ଶେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଆକ୍ସନ-ଡ୍ରାମା ଫିଲ୍ମ ‘ଘାଟି’ ଆସନ୍ତା ସେପ୍ଟେମ୍ବର ୫ରେ ଥିଏଟରରେ ମୁକ୍ତିଲାଭ କରିବ। ଅଗଷ୍ଟ ୬ରେ ରିଲିଜ ହୋଇଥିବା ଟ୍ରେଲର ଘାଟିର ପର୍ବତମାଳାରେ ଘଟୁଥିବା ଏକ ରୋମାଞ୍ଚକର ଓ ଆବେଗପୂର୍ଣ୍ଣ କାହାଣୀର ଆଭାସ ଦେଇଛି। କୃଷ…
ଅନୁଗୋଳରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର
ଅନୁଗୋଳ,୬।୮: ଓଡ଼ିଶାରେ ମହିଳା ଓ ଝିଅମାନଙ୍କ ଉପରେ ଯୌନ ଆକ୍ରମଣର ଘଟଣା ଜାରି ରହିଥିବା ବେଳେ ଅନୁଗୋଳ ଜିଲାର ବାଗଡ଼ିଆ ଥାନା ଅଧୀନରେ ଜଣେ ଆଦିବାସୀ ମହିଳାଙ୍କୁ ତିନି ଅଜଣା ଯୁବକ ଦ୍ୱାରା ସାମୂହିକ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ…
ଓଡ଼ିଶାରେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଓଡ଼ିଆ ସାଇନବୋର୍ଡ ବାଧ୍ୟତାମୂଳକ
ଭୁବନେଶ୍ୱର,୬ା୮: ଓଡ଼ିଶାର ସାର୍ବଜନୀନ ସ୍ଥାନରେ ଓଡ଼ିଆ ଭାଷାର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ନଗରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଓଡ଼ିଆ ଲିପିରେ ସାଇନବୋର୍ଡ ଲଗାଇବାକୁ…
ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ୩ ଯୁବକ ଠକେଇର ଶିକାର
ପଟାଙ୍ଗି,୬ା୮(ଶରତ କୁମାର ଧଳ): ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନାମ ଲେଖା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଯୋଗ ଉଠାଇ ହ୍ୟାକର୍ମାନେ ଶିକ୍ଷିତ ଯୁବତୀଯୁବକଙ୍କୁ ଠକି ଚାଲିଛନ୍ତି। ଏହିପରି ଠକେଇର ଶିକାର ହୋଇ କିଛି ଯୁବକଙ୍କ ସହ ପରିବାରବର୍ଗ କଲେଜ ଏବଂ ପୋଲିସ…
ଦୀର୍ଘବର୍ଷ ପରେ ଖୋଲିଲା ବ୍ରିଟିଶ ଅମଳର ଫାଣ୍ଡି, କମିବ ଅସାମାଜିକ କାର୍ଯ୍ୟକଳାପ
ଦାରିଙ୍ଗବାଡ଼ି,୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଫାଣ୍ଡିକୁ ଖୋଲିବା ପାଇଁ କଥା ଦେଇ କଥା ରଖିଲେ କନ୍ଧମାଳ ଏସ୍ପି ହରିଶ ବିଶି। ଗାଁରେ ପୁଣି ଫେରିଛି ଶାନ୍ତି ଆଉ ବଢ଼ିଛି ପୋଲିସ ପ୍ରତି ଆତ୍ମବିଶ୍ୱାସ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି…
ଦିଲ୍ଲୀରେ ଭେଟଘାଟ, ଓଡ଼ିଶାରେ ଚର୍ଚ୍ଚା!
ଭୁବନେଶ୍ୱର, ୬।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ପାର୍ଲାମେଣ୍ଟ ପରିସରରେ ରାଜ୍ୟର ଭାଜପା ଏମପିମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତରେ ଏମପି ଅନନ୍ତ ନାଏକ, ସମ୍ବିତ ପାତ୍ର ଏବଂ ନବଚରଣ ମାଝୀ ଉପସ୍ଥିତ ଥିଲେ…
ପେନ୍ସନ୍, ଚାକିରି ସର୍ତ୍ତାବଳୀ ଦାବିରେ ଗର୍ଜିଲା ୬୬୨ ବର୍ଗ କଲେଜ ସଂଘ
ବରଗଡ଼,୬ା୮(ପ୍ରେମାନନ୍ଦ ଖମାରୀ): ପେନ୍ସନ୍ ଓ ଚାକିରି ସର୍ତ୍ତାବଳୀ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୬୬୨ ବର୍ଗ କଲେଜ ସଂଘ। ବରଗଡ଼ ଜିଲା ୬୬୨ ବର୍ଗ ଅନ୍ତର୍ଗତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକ ଓ କର୍ମଚାରୀମାନେ ବୁଧବାର ସ୍ଥାନୀୟ ବରଗଡ଼ ଗାନ୍ଧୀଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି…
ପୋଲିସ ଗାଡ଼ିକୁ ଅଟକ ରଖିଲେ ଶତାଧିକ ମହିଳା
ପାଟଣା,୬ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୂଷାପଡ଼ା ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ସାର୍ଟିଫିକେଟ ଜାଲ୍ ଓ ନିଯୁକ୍ତିରେ ଅନିୟମିତତା ପ୍ରତିବାଦରେ ବୁଧବାର ଗ୍ରାମର ଶତାଧିକ ମହିଳା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ…
Archives


