ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର
ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ପରାବାହାଲି ଗାଁରେ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରୁ ବଞ୍ଚିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ଗାଁରେ ଆଦିବାସୀ ସମ୍ପ୍ରଦାୟର…
ଭାଇଚାରାର ବାର୍ତ୍ତା ବାଣ୍ଟିଲା ଆର୍ଏସ୍ଏସ୍, ନିଆରା ଢଙ୍ଗରେ ରାଖୀ ବାନ୍ଧି…
ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): ଭଉଣୀ-ଭାଇଙ୍କ ପବିତ୍ର ବନ୍ଧନର ସାକ୍ଷୀ ହେଉଛି ରାଖୀ। ଶନିବାର ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସବମୁଖର ହୋଇଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଦାରିଙ୍ଗବାଡ଼ି। ଏହି ଅଞ୍ଚଳରେ ଏହି ପବିତ୍ର ବନ୍ଧନ କାର୍ଯ୍ୟକ୍ରମକୁ ଧୂମ୍ଧାମରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଶିଶୁ…
Mettle Meet 2025: ସିନିୟରଙ୍କ ପ୍ରିଲିମ୍ ରାଉଣ୍ଡ୍ ଆରମ୍ଭ
ଭୁବନେଶ୍ୱର,୯।୮: ‘ମେଟଲ ମିଟ୍’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଅପରାହ୍ନରେ ସିନିୟର ଗ୍ରୁପ୍ର କୁଇଜ୍ ରାଉଣ୍ଡ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍ ଆରମ୍ଭ…
ଦିଲ୍ଲୀରୁ ଫେରି ମନମୋହନ କଲେ ବଡ଼ ଘୋଷଣା! ଦିଲ୍ଲୀରେ ତାଲିକା…
ଭୁବନେଶ୍ବର, ୯।୮: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା…
ମେଟଲ ମିଟ ୨୦୨୫: ଘୋଷଣା ହେଲା ଜୁନିୟର ଫାଇନାଲିଷ୍ଟ, ଫାଇନାଲରେ…
ଭୁବନେଶ୍ୱର,୯।୮: ‘ମେଟଲ ମିଟ’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ ଆରମ୍ଭ ହୋଇସାରିଛି। ତେବେ ପ୍ରିଲିମ୍ର ଜୁନିୟର ଗ୍ରୁପର ବିଜେତାଙ୍କ ନାମ…
ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ଜୟପୁରରୁ- ଭୁବନେଶ୍ବର…
ଭୁବନେଶ୍ୱର,୯।୮: କୋରାପୁଟ ଜିଲା ଜୟପୁରରେ ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜୟପୁରରୁ- ଭୁବନେଶ୍ବର ବନ୍ଦେ ଭାରତ ଚାଲିବ। ଜୟପୁରରୁ ଭୁବନେଶ୍ବର ‘ବନ୍ଦେ ଭାରତ’ ଚଳାଇବା ପାଇଁ…
‘ପିଲାମାନଙ୍କ ମଧ୍ୟରେ କୁଇଜିଂର ସ୍ପିରିଟ୍ ବଢିଛି’
ଭୁବନେଶ୍ୱର,୯।୮: ‘ମେଟଲ ମିଟ୍’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ।…
‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ମୁଖ୍ୟମନ୍ତ୍ରୀ କହିଲେ, ନାରୀକୁ ସ୍ବାବଲମ୍ବୀ କରିବା ପାଇଁ…
ଭୁବନେଶ୍ୱର,୯।୮: ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ କରିଛନ୍ତି। ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା। ଗୋଟିଏ ବଟନ୍ ଚିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପଠାଇଛୁ। ନାରୀକୁ ସ୍ବାବଲମ୍ବୀ କରିବା…
ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନିକୁନି ଛାତ୍ରୀ
ଭୁବନେଶ୍ୱର,୯।୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନିକୁନି ପିଲା। ଜୟପୁରର ସରସୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ବାନ୍ଧିଲେ ରାକ୍ଷୀ, ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ। ଜଣଙ୍କ ପରେ ଜଣେ ଛାତ୍ରୀ…
‘କୁଇଜିଂକୁ ନୂଆ ଜୀବନ ଦେଇଛି ମେଟଲ ମିଟ୍’
ଭୁବନେଶ୍ୱର,୯।୮: ଆରମ୍ଭ ହୋଇଯାଇଛି କୁଇଜ ମହାକୁମ୍ଭ ‘ମେଟଲ ମିଟ ୨୦୨୫’। ଦୈନିକ ଇଂରାଜି ଖବର କାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜ ମହାକୁମ୍ଭ ‘ମେଟଲ ମିଟ’ର ଏହା ହେଉଛି ସପ୍ତମ ସଂସ୍କରଣ। ଏହି ଅବସରରେ ଧରିତ୍ରୀ ଏବଂ…
ଜୟପୁରରେ ରୋଚକ ଦୃଶ୍ୟ: ତାରାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପ୍ରଭାତୀ
ଭୁବନେଶ୍ୱର,୯।୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଏମିତି କିଛିି ରୋଚକ ଦୃଶ୍ୟ ମିଳିଛି କୋରାପୁଟର ଜୟପୁରରେ। ଯେଉଁଠି ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା…
ମେଟଲ ମିଟ ୨୦୨୫: ପ୍ରିଲିମ ରାଉଣ୍ଡ ଆରମ୍ଭ
ଭୁବନେଶ୍ୱର,୯।୫: ଦୈନିକ ଇଂରାଜୀ ଖବର କାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜ ମହାକୁମ୍ଭ ‘ମେଟଲ ମିଟ ୨୦୨୫’ର ସପ୍ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ଏହି ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାର ଆଜି…
Archives


