ବାହାଘର ଭୋଜି ଖାଇ ବାଇକ୍ରେ ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ଅବକାରୀ କର୍ମଚାରୀଙ୍କ ସହ…
କୋକସରା,୨୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ସୁନାମାଲ ଗାଁ ଭାଲୁପଡା ନିକଟରେ ଘଟିଥିବା ବାଇକ ଦୁର୍ଘଟଣାରେ ଜଣେ ଅବକାରୀ କର୍ମଚାରୀ ସହିତ ଅନ୍ୟ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମର ଅବକାରୀ…
ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ: ମନମୋହନ କହିଲେ…
ଭୁବନେଶ୍ୱର,୨୪।୧: ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ…
ଗାଁ ମୁହାଁ ଭାଲୁ, ଲୋକେ ଆତଙ୍କିତ
କୋରାପୁଟ,୨୪ା୧(ଅମିତାଭ ବେହେରା): କୋରାପୁଟର ବୋରିଗୁମ୍ମା ବ୍ଲକ ପୋଡ଼ାପଦର ଗାଁରେ ତିନୋଟି ଭାଲୁ ବେଫିକର ଚଲାବୁଲା କରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଡ଼ାପଦର ମୁଖ୍ୟ ରାସ୍ତା ଉପରେ ନିର୍ଭୟରେ ୩ଟି ଭାଲୁ ବୁଲୁଛନ୍ତି। ଦିନରେ…
ବିନା ନୋଟିସରେ ବିଦ୍ୟାଳୟ ଛୁଟି: ଶିକ୍ଷାଦାନ, ମଧ୍ୟାହ୍ନଭୋଜନରୁ ବଞ୍ଚିତ ଛାତ୍ରୀଛାତ୍ର
ଦାରିଙ୍ଗବାଡି,୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ନେଇ ଚିନ୍ତା ବଢିଛି ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା…
ହାଟ ସାରି ବାଇକ୍ରେ ଫେରୁଥିଲେ ପୂର୍ବତନ ସରପଞ୍ଚ, ସାମ୍ନାପଟୁ ପିଟିଦେଲା କାର୍, ଆଉ ତା’ ପରେ…
ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତର ଧୂଳିଗୁଡ଼ା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ରେ ଥିବା…
ଡ୍ରେନ୍ ଦେଇ ଫଟା ପାଇପ୍ରେ ଯାଉଛି ପାଣି, ବ୍ୟାପୁଛି ରୋଗ
ଭଞ୍ଜନଗର,୨୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କେତେକ ସ୍ଥାନରେ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାଣିର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି। କିନ୍ତୁ ଏଥିପ୍ରତି ପଞ୍ଚାୟତ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକାରୀମାନେ ବିଶେଷ ଗୁରୁତ୍ୱ ଦେଉ…
ନବୀନଙ୍କୁ ନେଇ ଏମିତି କହିଲେ ଅରବିନ୍ଦ, ମୋ’ ନାଁରେ ଯାହା କହିଛନ୍ତି…
ଭୁବନେଶ୍ୱର,୨୪ା୧: ପାଟକୁରା ଡେରାବିଶ ବ୍ଲକରେ ଶନିବାର ଶକ୍ତି ପ୍ରଦର୍ଶନ କରିଛନ୍ତି ନିକଟରେ ବିଜେଡିରୁ ବିଦା ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଏକ ମୋଟରସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଯାଇ ଅରବିନ୍ଦ ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁରରେ…
ଚାଲିଗଲେ ପାଟଣା ଅଞ୍ଚଳର ଦକ୍ଷ ସଂଗଠକ ଗଦାଧର ମହାନ୍ତ, ସ୍ମୃତିକୁ ମନେ ପକାଇ…
ପାଟଣା,୨୪ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ଗ୍ରାମର ଜଣାଶୁଣା ଧର୍ମପରାୟଣ, ସାମାଜିକ କର୍ମୀ, ସୁଲେଖକ, ସଂଗଠକ ଗଦାଧର ମହାନ୍ତଙ୍କ ଶୁକ୍ରବାର ରାତିରେ ୮୭ବର୍ଷ ବୟସରେ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ଅମାୟିକ, ବନ୍ଧୁ ବତ୍ସଳ ବ୍ୟକ୍ତି…
ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲଙ୍କ ପରଲୋକ
ବଲାଙ୍ଗୀର,୨୪।୧:ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲ (୭୯)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଘରେ ଥିଲେ। ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ରାମ କୁମାର ୭୦ ଦଶକ ଆରମ୍ଭରୁ ସାମ୍ବାଦିକତା କ୍ଷେତ୍ରରେ…
ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର: ସାମୁହିକ ପରେଡ୍ରେ ବିଡିଓ, ଆଇଆଇସି ସାମିଲ
ଦାରିଙ୍ଗବାଡି, ୨୪ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ସୋମବାର ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏ ନେଇ ବ୍ଲକ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗତ କିଛି…
କଂଗ୍ରେସରେ ବଡ଼ ହଇଚଇ: ଇସ୍ତଫା ଦେଲେ ମୋକିମ୍ଙ୍କ ସମୂହ ସମର୍ଥକ
ଭୁବନେଶ୍ୱର,୨୪।୧:କଂଗ୍ରେସରୁ ମହମ୍ମଦ ମୋକିମ୍ ସମର୍ଥକ ସମୂହ ଇସ୍ତଫା ଦେଇଛନ୍ତି। ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତିଙ୍କ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, କିଛି…
ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ
ଭୁବନେଶ୍ୱର,୨୪।୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ଜଣା ପଡ଼ିଛି।ଦିଲ୍ଲୀପଙ୍କ ସହ ପାରିବାରିକ ସମ୍ପର୍କ ରହଥିବା ଆଇନ ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ, ତାଙ୍କ ବାାପା ବିଶ୍ବଭୂଷଣଙ୍କୁ ମଧ୍ୟ ଦିଲ୍ଲୀପ…

