ରାଜ୍ୟ

Mettle Meet 2025: ଆଜି ଗ୍ରାଣ୍ଡ୍‌ ଫାଇନାଲ୍ସ

ଭୁବନେଶ୍ୱର,୧୦।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୫’ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ କୁଇଜ୍‌ର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର…

ଯିବା ଆସିବା ରେଳ ଟିକେଟ ଏକାଥରେ କିଣିଲେ ୨୦% ରିହାତି

ଭୁବନେଶ୍ୱର,୧୦ା୮(ଅନୁରାଧା ମହାରଣା): ପାର୍ବଣ ଋତୁରେ ଟ୍ରେନ୍‌ରେ ଓ ଟିକେଟ ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼ ହୋଇଥାଏ। ଏସବୁ ଭିଡ଼ଜନିତ ସମସ୍ୟା ଏଡାଇବା ପାଇଁ ଭାରତୀୟ ରେଳପଥ ଏକ ନୂତନ ଯୋଜନା ‘ରାଉଣ୍ଡ୍‌ ଟ୍ରିପ୍‌ ପ୍ୟାକେଜ ଫର୍‌ ଫେଷ୍ଟିଭାଲ ରଶ୍‌’ ଆରମ୍ଭ କରିଛି।…

ସରକାରଙ୍କ ବଡ଼ ଘୋଷଣା, ଉଚ୍ଚ ଶିକ୍ଷାନୁଷ୍ଠାନରେ ହେବ…

ଭୁବନେଶ୍ୱର,୧୦ା୮(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ ହେବ। ଏଥିସହ ‘ଶକ୍ତିଶ୍ରୀ ସାଥୀ’ ନିଯୁକ୍ତ ହେବେ। ସେହିପରି ଛାତ୍ରୀ ଓ ମହିଳା କର୍ମଚାରୀ ସୁରକ୍ଷା ପାଇଁ…

ଯିବା ଆସିବା ରେଳ ଟିକେଟ ଏକାଥରେ କିଣିଲେ ୨୦% ରିହାତି

ଭୁବନେଶ୍ୱର,୯ା୮(ଅନୁରାଧା ମହାରଣା) – ପାର୍ବଣ ଋତୁରେ ଟ୍ରେନ୍‌ରେ ଓ ଟିକେଟ ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼ ହୋଇଥାଏ। ଏସବୁ ଭିଡ଼ଜନିତ ସମସ୍ୟା ଏଡାଇବା ପାଇଁ ଭାରତୀୟ ରେଳପଥ ଏକ ନୂତନ ଯୋଜନା ‘ରାଉଣ୍ଡ୍‌ ଟ୍ରିପ୍‌ ପ୍ୟାକେଜ ଫର୍‌ ଫେଷ୍ଟିଭାଲ ରଶ୍‌’ ଆରମ୍ଭ…

କାର୍ଡବୋର୍ଡରେ ଚାଲିଛି ଚିକିତ୍ସା: ଜାଣିନାହାନ୍ତି ସିଡିଏମ୍‌ଓ, ମନ୍ତ୍ରୀ ବି ନୀରବ, ଫଟୋ-ଭିଡିଓ ଭାଇରାଲ ପରେ…

ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ ସମସ୍ୟା ଅସମାହିତ ହୋଇପଡ଼ିଥିବାବେଳେ ଏଠାରେ ରୋଗୀଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ମଧ୍ୟ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସ୍ଲାବ୍‌ କିମ୍ବା ପ୍ଲାଷ୍ଟର ଅଫ୍‌…

ଦଧିବାମନ ମନ୍ଦିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଅଗଷ୍ଟ ୨୮…

ଭବାନୀପାଟଣା,୯।୮ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗତ ସହର ସ୍ଥିତ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଶନିବାର ରାକ୍ଷୀ ପୂର୍ଣ୍ଣିମାରେ ଚଳିତ ବର୍ଷ ନୂଆଁଖାଇ ପାଇଁ ଏକ ପଣ୍ଡିତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆସନ୍ତା ଅଗଷ୍ଟ ୨୮ ତାରିଖ ଭାଦ୍ରବ ଶୁକ୍ଳ…

କ୍ଲିନିକ୍‌ ମାଲିକଙ୍କ ଧମକ: କେସ୍‌ ନ ଉଠାଇଲେ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ରାତି ପ୍ରାୟ ୧୦ ଟାରେ ସିଙ୍ଗପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ ରୋଜି…

ସାକ୍ଷୀଗୋପାଳରେ ନିଆରା ନଡ଼ିଆ ଲଢ଼େଇ

ସାକ୍ଷୀଗୋପାଳ,୯ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ପାଳିତ ହେଉଛି। ନଡ଼ିଆ ହୁଳ ଅଞ୍ଚଳ ସାକ୍ଷୀଗୋପାଳର ନଡ଼ିଆ ଲଢ଼େଇ ପରମ୍ପରା ଶହଶହ ବର୍ଷର ପୁରୁଣା। ଏହି ପ୍ରତିଯୋଗିତାରେ ଅଞ୍ଚଳର…

ରାଖୀ ବାନ୍ଧି ଫେରିବାବେଳେ ପିଟିଦେଲା ଗାଡ଼ି, ଚାଲିଗଲା ଝିଅଙ୍କ ଜୀବନ, ମା-ପୁଅ ଗୁରୁତର

ଭୁବନେଶ୍ୱର,୯ା୮: ରକ୍ଷାବନ୍ଧନରେ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଦୁଃଖଦ ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଓ ପୁଅ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ପାତ୍ରପଡ଼ା ପାଖରେ ରାସ୍ତା ପାର୍‌ ହେଉଥିବାବେଳେ ଏକ…

Mettle Meet 2025: ଫାଇନାଲ୍‌ରେ ହେବ କଡ଼ା ଟକ୍କର

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟେଲ୍‌ ମିଟ୍‌-୨୦୨୫’ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ କୁଇଜ୍‌ର ଏହି ମହାକୁମ୍ଭରେ ପ୍ରିଲିମ୍ସ ରାଉଣ୍ଡ୍‌ରେ ଜୁନିୟର ବର୍ଗରେ ୩୯ଟି ଟିମ୍‌…

ଚିକିତ୍ସାଧୀନ ଅବସ୍ଥାରେ ପିଇଓଙ୍କ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା ଉଠିଲା ପ୍ରଶ୍ନ

ଭବାନୀପାଟଣା,୯ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟ ଜାତୀୟ ରାଜପଥ ୨୬ ଉପରେ ଗତ ବୁଧବାର ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ…

Mettle Meet 2025: ଘୋଷଣା ହେଲା ସିନିୟର ଫାଇନାଲିଷ୍ଟ, ଫାଇନାଲକୁ ଗଲେ…

ଭୁବନେଶ୍ୱର,୯ା୮: ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍‌ ସିନିୟର ଗ୍ରୁପର ବିଜେତାଙ୍କ ନାମ ଘୋଷଣା ହୋଇଛି। ଯେଉଁମାନେ ଆସନ୍ତାକାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri