ରାଜ୍ୟ

ଡୋର୍‌ରେ ଦଉଡ଼ି ଭିଡ଼ି ଜରୁରୀ ସେବା

ବଇଣ୍ଡା,୩।୩ (ଡି.ଏନ.ଏ.) – ଜରୁରୀ ସ୍ବାସ୍ଥ୍ୟସେବାର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ଡୋର୍‌ରେ ଭିଡ଼ାଯାଉଛି ଦଉଡ଼ି। ଗାଡ଼ିର ସାଇଟ୍‌ ଓ ପଛ ଡୋର୍‌ ଭାଙ୍ଗି ଯାଇଥିବା ବେଳେ ଏସି କି ଅକ୍ସିଜେନ ସିଲିଣ୍ଡର ମଧ୍ୟ କାମ କରୁନି। ଏପରି…

ପଥର ଫଟା ଦେଉଛି ରୋଜଗାର

ପାପଡାହାଣ୍ଡି,୩।୩(ଡି.ଏନ.ଏ) ଯୁବାବସ୍ଥାରେ ଅଜଣା ରୋଗରେ ଆକ୍ରାନ୍ତ । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଅସୁସ୍ଥତା କାରଣରୁ କୌଣସି କାମ କରି ପାରୁ ନାହାନ୍ତି। ଏପରି ସ୍ଥଳେ ପଥର ଫଟାଇ ଯାହା ରୋଜଗାର କରୁଛନ୍ତି ସେଥିରେ ଚୁଲି ଜଳୁଛି ।…

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା:ସମ୍ବଲପୁରର ସୌରଭ କୁମାର ସାହୁ ଚାମ୍ପିୟନ

ଜୟପୁର, ୩।୩ (ନି.ପ୍ର) ଜୟପୁର ଲେକ ପ୍ଲେସିଡ ସଭାଗୃହଠାରେ କୋରାପୁଟ ସୁନ୍ଦର ସ୍ବାସ୍ଥ୍ୟ ଓ ସୁନ୍ଦର ଶରୀର ସଂଘ ତରଫରୁ ରାଜ୍ୟସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ା ସନ୍ତୋଷ କ୍ଲାସିକ ୨୦୨୦ ନାମରେ ଏହା ଆୟୋଜିତ ହୋଇଥିଲା ା ଏଥିରେ…

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ ଆଦିବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ବିଭିନ୍ନ ଭାବରେ ଠକୁଛନ୍ତି। ସେମାନଙ୍କ ନାମରେ ହୋଇଥିବା…

ମୁଡ଼ ଗୁଁଜ୍‌ବାକେ ଜାଗାଠାନ୍‌ ଅଭାବ: ଖାଏଦ୍‌ ସୁରକ୍ଷା ଯୋଜନାରୁ ବଁଚିତ୍‌ ବୁରୁଧ୍‌

ଉଲୁଣ୍ଡା, ୩।୩ (ଡି.ଏନ୍‌.ଏ.)- ବଏସର ଶେଷ ମୁଡ଼ସାରେ ନିଜର ପରିବାର ଲୁକ୍‌କୁ ହରାଲା ଉତାରୁ ଭାତ ମୁଠେ ଆର ମୁଡ଼ ଗୁଁଜ୍‌ବାକେ ଜାଗା ଖଁଡ଼େ ଲାଗି ବାରଗୁଲ୍‌ଗୁଲା ହେଉଛନ୍‌ ଝନେ ୮୦ ବଛ୍‌ରିଆ ବୁରୁଧ୍‌। ସତେ ଯେନ୍‌ତା ମାଲମାଲ ସରକାରୀ ଯୋଜନା…

ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.) ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୁବର୍ଣ୍ଣପୁର ଜିଲାରେ କାର୍ଯ୍ୟକାରୀ ହୋଇ ପାରୁନି।…

ଏପ୍ରିଲରୁ ମୂଲ ହେବା ମଡେଲ ସ୍କୁଲ: ଦରଖଁଡ଼ିଆ ହେଇ ପଡ଼ିଛେ ନୂତନ କୁଠା

ବିଜେପୁର, ୩।୩ (ଡି.ଏନ୍‌.ଏ.)- ଗଁାଗଁଲିର ମେଧାବୀ ପିଲାକୁଁ ଉଚ ଧରନ୍‌ର ଶିକ୍ଷା ଦେବାକେ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଥାପନା କରବାକେ ରାଏଜ୍‌ ସରକାର୍‌ ଯୋଜନା କରିଛନ୍‌। ଇଥିରଲାଗି ସରକାର ରାଜ୍‌କୋଷନୁ ପାଏନ୍‌ ମିତାର ଟଁକା ଖରଚ୍‌ କରୁଛନ୍‌। ହେଲେ ବିଭାଗୀୟ…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନାଁରେ ଜନସାଧାରଣଙ୍କୁ ଅତ୍ୟାଚାର: ସୁରେଶ ରାଉତରାୟ

ଭୁବନେଶ୍ୱର,୨।୩(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟରଯାନ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ରାଜ୍ୟର ସବୁ ସ୍ଥାନରେ ଧରପଗଡ଼ ଆରମ୍ଭ ହୋଇଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜରିମାନା କରାଯାଉଛି। ତେବେ ଏଭଳି ପରିସ୍ଥିତିରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନାମରେ ସାଧାରଣ…

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକା ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ (୨୦୧୯) ପୁରସ୍କାରରେ ସମ୍ମାନିତ କରାଯିବ। ଏହା ସହ ବୟୋଜ୍ୟେଷ୍ଠ ସାହିତି୍ୟକ ଓ ସାହିତି୍ୟକାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ସୋମବାର ଓଡ଼ିଶା…

ଶ୍ରମିକଙ୍କ ହକ୍‌ ପାଇଁ କାମ କରୁଛି, କରିଚାଲିବି :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ସୋମବାର ଶ୍ରମିକ ଏସ୍‌ଆଇ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସପ୍ତାହ ପାଳନ ଉଦ୍‌ଘାଟିତ ହୋଇଯାଇଛି। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ହକ୍‌ ପାଇଁ ମୁଁ…

ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍‌ କରିଛନ୍ତି। ଟ୍ରାଫିକ ନିୟମ ପାଇଁ କଡ଼ା ଜରିମାନା ଆଦାୟକୁ ଦୃଢ଼ ବିରୋଧକରି କଂଗ୍ରେସ ନେତା…

ସରିଲା ମାଟ୍ରିକ ପରୀକ୍ଷା, ୧୮ରୁ ଆରମ୍ଭ ଖାତାଦେଖା

ଭୁବନେଶ୍ୱର,୨।୩(ବ୍ୟୁରୋ): ଚଳିତମାସ ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମୋଟ ୬୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷୟିତ୍ରୀ/ଶିକ୍ଷକ ଏହି ଖାତା ମୂଲ୍ୟାୟନ କରିବେ। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନରେ ସମୟ ଲାଗିବା ସହ ମୂଲ୍ୟାୟନକୁ ନିର୍ଭୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri