ରାଜ୍ୟ

ଝାରପଡ଼ା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ଏସ୍‌ସିବି ସ୍ଥାନାନ୍ତର

ଭୁବନେଶ୍ୱର/କଟକରୋଡ,୨୨।୧(ବ୍ୟୁରୋ/ ଡି.ଏନ୍‌.ଏ.): ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ। ସେ ଶୌଚାଳୟରେ ଇନଭର୍ଟର ତାର ବେକରେ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କୁ...

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ...

ପୋଲିସକୁ ଚାପୁଡ଼ା ମାରିବାରୁ ଦଫା ୩୦୭

ଭୁବନେଶ୍ୱର,୨୨।୧(ବ୍ୟୁରୋ):ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। ପୋଲିସ ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବକ କ୍ରୋଧରରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଯୁବତୀଙ୍କ...

କନ୍ୟାଶକ୍ତିକୁ ଚିତ୍ରଣ କଲେ ୨୫ ଚିତ୍ରଶିଳ୍ପୀ

ପୁରୁଣା ଭୁବନେଶ୍ୱର, ୨୨।୧ (ଡି.ଏନ.ଏ.):ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୦ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପବିବାର କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଚିତ୍ରକଳା କର୍ମଶାଳା। ଉକ୍ତ କର୍ମଶାଳାରେ...

ଧରାପଡ଼ିଲା ବାଂଲାଦେଶୀ ସେକ୍ସ ର଼୍ୟାକେଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାରେ କାୟା ମେଲିଛି ବାଂଲାଦେଶୀ ସେକ୍ସ ର଼୍ୟାକେଟ। କିଛିଦିନ ତଳେ ଧରାପଡ଼ିଥିବା ଜଣେ ବାଂଲାଦେଶୀ ରୂପଜୀବୀଙ୍କଠାରୁ ସୁରାକ ମିଳିଥିଲା। ତାଙ୍କୁ କୋର୍ଟଚାଲାଣ କରିବା ପରେ ଚୁପ୍‌ ବସିଥିଲା କମିଶନରେଟ ପୋଲିସ। ହେଲେ ମଙ୍ଗଳବାର କିଙ୍ଗ୍‌ପିନ୍‌ କୁହାଯାଉଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି...

ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ ଜେଲ୍‌ ଯାଇଛନ୍ତି। ଜେଲରୁ ବାହାରିବା ପରେ ଅଞ୍ଜଳି ସେକ୍ସ ର଼୍ୟାକେଟ ଚଳାଉଥିଲା। ଅନ୍ୟପକ୍ଷରେ...

ଶେଷରେ କପିଳାସ ଗଲା ନରହନ୍ତା ହାତୀ

ବନ୍ତଳା/ତାଳଚେର,୨୨।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ଶେଷରେ କପିଳାସ ପଠାଯାଇଛି। ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ବି ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି।...

କଟକରେ ୫ଟି ସଚିବ: ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ

କଟକ ଅଫିସ,୨୨।୧: କଟକରେ ପହଞ୍ଚିଛନ୍ତି ୫ଟି ସଚିବ ଭି.ପାଣ୍ଡିଆନ। ବୁଧବାର ସକାଳ ୫ଟାରେ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ମୁଖ୍ୟତଃ ହାଡ଼ିଆପଡାଠାରେ ପ୍ରସ୍ତାବିତ ବରଫି ପ୍ରକଳ୍ପ କାର୍ଯ୍ୟ ଉପରେ ପାଣ୍ଡିଆନ ସମୀକ୍ଷା କରିବା ସହିତ...

ଶିକାଗୋ ବିଶ୍ୱବିଦ୍ୟାଳୟ ସହଭାଗିତାରେ ପ୍ରତିଷ୍ଠା ହେବ ଡିପିଆଇସି

ଭୁବନେଶ୍ୱର,୨୨ା୧(ବ୍ୟୁରୋ):ରାଜ୍ୟ ପ୍ରଶାସନକୁ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରାଯାଉଛି। ଗତବର୍ଷଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଏବଂ ୫-ଟି କାର୍ଯ୍ୟକ୍ରମ ଏହି ଚେଷ୍ଟାକୁ ସଫଳ କରୁଥିବାର ଲକ୍ଷ୍ୟ କରାଯାଉଛି। ପ୍ରାଥମିକ ଭାବେ ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ...

ବାଉନ୍ସର ଆସିବା ଘଟଣାରେ ହେଲାନି ଆଲୋଚନା: ପ୍ରଦୀପ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କଂଗ୍ରେସ କାର୍ଯ୍ୟାଳୟକୁ ବାଉନ୍ସର ଆସିବା ଘଟଣା ନୂଆ ମୋଡ଼ ନେଇଛି। ଏହାକୁ ନେଇ ବିବାଦ ତେଜିଥିବା ବେଳେ ବାଉନ୍ସର କୌଣସି ଦଳୀୟ ନେତା ନୁହେଁ, ବରଂ ବିରୋଧୀ ପଠାଇଥିବା କଂଗ୍ରେସ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣା...

୨୩ରେ ଇକୋ ରିଟ୍ରିଟ୍‌ରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କୋଣାର୍କ ନିକଟରେ ଚାଲିଥିବା ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ଉତ୍ସବସ୍ଥଳରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ସମ୍ମିଳନୀ ଅନୁଷ୍ଠିତ ହେବ। ଜାନୁୟାରୀ ୨୩ ଓ ୨୪ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ...

ସମଲେଇ ମନ୍ଦିର, ହୀରାକୁଦର ବିକାଶ ହେବ

ସମ୍ବଲପୁର,୨୨ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମା’ସମଲେଇଙ୍କ ଦର୍ଶନ କରିଛନ୍ତି। ନବବର୍ଷ ଉପଲକ୍ଷେ ସେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସମଲେଇ ମନ୍ଦିରର ଆବଶ୍ୟକ ଅନୁସାରେ ବିକାଶ କରାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri