ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ
ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍୍ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି। ଗତ ତିନିଦିନ ହେଲା ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। କଲେଜ...
୫୯ ବସ୍ତା ଗଞ୍ଜେଇ ବୋଝେଇ ଗାଡ଼ି ଜବତ : ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ, ମାଷ୍ଟର ମାଇଣ୍ଡ ଫେରାର
ଦିଗପହଣ୍ଡି,୪ା୨(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରବା ସହ ଜଣକୁ ଗିରଫ କରିଛି। ଗଜପତି ଜିଲାର ବିଭିନ୍ନ ଅଞ୍ଚଳରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ଗୋଇନ୍ଦା ସୂଚନାକୁ ଭିତ୍ତିକରି ଦିଗପହଣ୍ଡି ଆଇଆଇସି...
ଜନ ଆନ୍ଦୋଳନ ସଫଳ: କାର୍ଯ୍ୟକ୍ଷମ ହେଲା ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା
ବରଗଡ଼ ଅଫିସ,୩।୨: ବରଗଡ଼ ସହରବାସୀଙ୍କ ଜନ ଆନ୍ଦୋଳନ ସଫଳ ହୋଇଛି। ସହରବାସୀଙ୍କ ଆନ୍ଦୋଳନ ପରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ...
ଆଇଏଏସ୍ ବିଜୟ କେତନଙ୍କୁ ଜାମିନ
ଭୁବନେଶ୍ୱର,୩।୨(ବ୍ୟୁରୋ): ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ...
ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା
ପୁରୀ ଅଫିସ,୩।୨: ବମ୍ବେରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି ପରମ୍ପରାକୁ ବେଖାତିର କରୁଥିବାରୁ...
ଷ୍ଟେଶନ ରୋଡ୍ରୁ ୪ ଲକ୍ଷ ଟଙ୍କାର ମଦ ଜବତ: ଖସିଗଲେ ମା’ ପୁଅ
କଟକ ରୋଡ,୩।୨: ରାଜଧାନୀରେ ଚୋରା ବ୍ୟବସାୟ ବେଧଡକ ଚାଲିଛି। ବିଭିନ୍ନ ଜାଗାରେ ବ୍ରାଉନସୁଗାର, ଗଞ୍ଜେଇ ସାଙ୍ଗକୁ ବିଦେଶୀ ଓ ଦେଶୀ ମଦ କାୟା ମେଲାଇଛି। ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଧୀନ ୬ନଂ ପ୍ଲାଟଫର୍ମ ଷ୍ଟୋନ ରୋଡରେ ଲକ୍ଷ୍ମୀସାଗର ଏବଂ...
କଲ୍ୟାଣମଣ୍ଡପ ସିଲ୍ ଅଭିଯାନ ଆରମ୍ଭ
ଭୁବନେଶ୍ବର,୩।୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପକୁ ବିଏମସି କାରଣ ଦର୍ଶାଅ ନୋଟିସ କରିଥିଲା। ଜାନୁୟାରୀ ୩୧ ଏହାର...
ଆକର୍ଷିତ କରୁଛି ଆଦିବାସୀ ମେଳା
ଭୁବନେଶ୍ୱର,୩ା୨(ବ୍ୟୁରୋ): ଆଦିବାସୀ ମେଳାକୁ ଛୁଟିଛି ଲୋକଙ୍କ ସୁଅ। ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢ଼େ ତିନିକୋଟି ଟଙ୍କାକୁ ଟପିଗଲାଣି। ମେଳାର ୭ମ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ଦେଢ଼ ଲକ୍ଷ ଲୋକ ଆସିଥିବାବେଳେ...
୧୨ ବର୍ଷ ପରେ ନ୍ୟାୟ ପାଇଲେ ଓପିଟିସିଏଲ୍ କର୍ମଚାରୀ
ଭୁବନେଶ୍ୱର,୩ା୨(ବ୍ୟୁରୋ): ଦୀର୍ଘ ୧୨ ବର୍ଷ ତଳେ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଜଣେ ଓପିଟିସିଏଲ୍ କର୍ମଚାରୀଙ୍କ ପଦୋନ୍ନତି ହୋଇପାରୁ ନ ଥିଲା। ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି...
ଫେବୃୟାରୀ ୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା
ଭୁବନେଶ୍ୱର,୩ା୨(ବ୍ୟୁରୋ): ‘ଆଉଟ୍ରିଚ୍’ ପକ୍ଷରୁ ଆସନ୍ତା ୧୩ ଓ ୧୪ ତାରିଖରେ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେବ। ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଦେଶ ବିଦେଶର ବହୁ ରେଡିଓ...
ଜମି ଦେବାକୁ କହି ୫୫ଲକ୍ଷ ଠକେଇ: ବିଲ୍ଡର୍ ଗିରଫ
ଭୁବନେଶ୍ୱର,୩ା୨(ବ୍ୟୁରୋ): ଜମି ଦେବାକୁ କହି ୫୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ଗିରଫ ବିଲ୍ଡର ଜଣଙ୍କ ହେଲେ ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳରେ ରହୁଥିବା ସୁକାନ୍ତ କୁମାର ପ୍ରଧାନ। ରବିବାର ତାଙ୍କୁ...
ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ
ବରଗଡ଼ ଅଫିସ,୩।୨: ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି ଦାବି ନେଇ ସୋମବାର ସକାଳୁ ବରଗଡ଼ ସହରବାସୀ ଦୋକାନ, ବଜାରକୁ ସ୍ବତଃସ୍ଫୁର୍ତ୍ତ ଭାବେ...
Archives


