ଯାଜପୁରରୋଡ ସିଏଚ୍ସିକୁ ଅବହେଳା
ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ଡିଏମ୍ଏଫ୍ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରେ ଲକ୍ଷାଧିକ ଟଙ୍କା ଜିଲା ବାହାରେ...
ଗୋଷ୍ଠୀ କେନ୍ଦ୍ରକେ ରାସ୍ତା ତିଆରି ଦାବି
ଲାଠୋର, ୨୨।୨ (ଡି.ଏନ୍.ଏ.)- ବଲାଙ୍ଗାରୀ ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁ। ରେ ୨୦୧୩-୧୪ ସାଲେ ଲକ୍ଷାଧିକ୍ ଟଁକା ଖରଚ୍ରେ ଗୁଟେ ଗୋଷ୍ଠୀ କେନ୍ଦ୍ର ତିଆର ହେଇଛେ। ହେଲେ କେନ୍ଦ୍ରକେ ଯିବାର ଲାଗି ଆଏଜ୍ତକ ରାସ୍ତା ଖଁଡ଼େ ନଁ। ଇଁନ।...
ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଭୋଗରାଇ,୨୧।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଛନ୍ତି। ବଡ଼ି ଭୋର୍ରୁ ଭକ୍ତମାନେ ଶିବ ଆରାଧନା ସହ ଜଳାଭିଷେକ...
ଅବଶିଷ୍ଟ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଅଣ୍ଟା ଭିଡିଲା ବୋର୍ଡ; ସିସିଟିଭି ଭାଙ୍ଗିଲେ ଦାୟୀ ହେବେ ଅଧୀକ୍ଷକ: ମନ୍ତ୍ରୀ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ନେଇ ଖବର ପ୍ରସାରିତ ହେଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର...
ମହାଶିବରାତ୍ରିରେ ଅଘଟଣ: ଜଟିଆ ବାବା ପାହାଡ଼ରୁ ଖସିଲା ପଥର, ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ
ରାଉରକେଲା ଅଫିସ/କୁଆଁରମୁଣ୍ଡା,୨୧।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟୁରିଖମଣ ପଞ୍ଚାୟତ ସୀମାନ୍ତବର୍ତ୍ତୀ ଜଟିଆବାବା ମନ୍ଦିରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ସମାଗମ ସମୟରେ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ପାହାଡ଼ ଉପରୁ ଏକ ପଥର...
ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ
ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରମାନେ ପୁରୀ ବେଳାଭୂମୀରେ ହୃଦୟସ୍ପର୍ଶୀ...
ବିଜେଡି ଜିଲା ସଭାପତି ତାଲିକା ଘୋଷଣା: ୧୪ ପୁରୁଣା, ୧୯ ନୂଆମୁହଁଙ୍କୁ ଦାୟିତ୍ୱ; ସବିଶେଷ ଜାଣନ୍ତୁ..
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଶୁକ୍ରବାର ବିଜେଡି ଜିଲା ସଭାପତି ତାଲିକା ଘୋଷଣା କରାଯାଇଛି। ମୋଟ ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ପୁରୁଣା ନେତା ଥିବା ବେଳେ ୧୯ଜଣ ନୂଆମୁହଁଙ୍କୁ ଦାୟିତ୍ୱ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲାର ଦାୟିତ୍ୱ: ଭୁବନେଶ୍ୱର-ଅନନ୍ତ ନାରାୟଣ...
ମହାଶିବରାତ୍ରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୨୧।୨(ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ପୃଷ୍ଠାରେ ପ୍ରଭୁ ଲିଙ୍ଗରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର କିଛି ଫଟୋକୁ ଶେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଏହି...
ଅନ୍ତର୍ଜାତୀୟ ମାତୃଭାଷା ଦିବସ: ସବୁ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା। ଆମ ମାତୃଭାଷା ଓଡ଼ିଆର ମାଧୁର୍ଯ୍ୟ ହେଉଛି ଆମର ସ୍ବତନ୍ତ୍ର ପରିଚୟ। ଏହାକୁ...
କଳ୍ପନା ଦାଶ, ବବ୍ଲି ହତ୍ୟା ଘଟଣା: ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ
ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ଝିଅ ବବ୍ଲି ହତ୍ୟା ଘଟଣାରେ ଏବେ ଛତିଶଗଡ଼ ପୋଲିସ ଅଡୁଆରେ ପଡିଛି। ଅଭିଯୁକ୍ତ ଅନୁପ ଏବଂ ଡ୍ରାଇଭର ବର୍ଦ୍ଧନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା...
କେନ୍ଦ୍ର ପଇସା ସୁଧରେ ଆଦର୍ଶ ବିଦ୍ୟାଳୟ: ବିରୋଧୀ ଦଳ ନେତାଙ୍କ ଅଭିଯୋଗ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୧ ବର୍ଷରେ ମାତ୍ର ୨୬ ହଜାର ବେକାରିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଖାଲି ପଦବୀରେ ମାତ୍ର ୧% ନିଯୁକ୍ତି ଦେଇଛନ୍ତି। ସ୍କୁଲ, ଡାକ୍ତରଖାନା ସବୁଠି ପଦବୀ ଖାଲି। ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୨ ଲକ୍ଷ ୫୭...
ମୋ ଭାଷା, ମୋ ପରିଚୟ
ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର ସମ୍ମାନ ଓ ସ୍ବାଭିମାନ, ସ୍ବପ୍ନ ଓ ଜୀବନ- ସବୁଠି ପ୍ରତିଧ୍ୱନିତ ହୁଏ ଯେଉଁ...
Archives


