ବାତ୍ୟା ଅମ୍ପନ ତାଣ୍ଡବ: ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ଅମ୍ପନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଅତିକ୍ରମ କରି ଯାଇଛି। ସ୍ଥଳଭାଗ ମୁହାଁ ହେବା ବେଳେ ଓଡିଶା ଉପକୂଳରେ କିଛି ସମୟ ପାଇଁ ତାଣ୍ଡବ ରଚାଇଛି। ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ଚାଳଘର, ଗଛ, ବିଦ୍ୟୁତ…
CORONAVIRUS UPDATE: କଳାହାଣ୍ଡିରେ ଆଉ ୧୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନରେ କଳାହାଣ୍ଡି ଜିଲାରେ ଆଉ ୧୧ କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାା ୧୦୬୩କୁ ପହଞ୍ଚିଛି। ନୂଆ ଚିହ୍ନଟ…
କରୋନାରେ ମୃତ୍ୟୁ ସନ୍ଦେହ: କୁଏତରୁ ପୁଅଙ୍କ ମୃତଦେହ ଆଣିବାକୁ ବାପାଙ୍କ ନିବେଦନ
ଛତ୍ରପୁର, ୨୦।୫(ଡି.ଏନ୍.ଏ.)- କୁଏତରେ ମଙ୍ଗଳବାର ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ କାଳୀପାଲି ପଞ୍ଚାୟତ ବଡପୁଟି ଗାଁର ଡି. ଗଣପତିଙ୍କ ପୁଅ ରମେଶ(୨୯)। ତାଙ୍କର ମୃତଦେହ ଭାରତକୁ ଆଣିବାର ବ୍ୟବସ୍ଥା କରିବା ସହ…
ସୁନ୍ଦରବନରେ ‘ଅମ୍ଫନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ପ୍ରବେଶ କରୁଛି ବାହ୍ୟ ଅଂଶ: ବିଶ୍ୱାସ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ୨ଟା ୩୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟାର ବାହ୍ୟ ଅଂଶ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହା ଚାଲିବ ବୋଲି ଆକଳନ କରାଯାଉଛି।…
ସୀମାରୁ ନେଇ ସୀମାରେ ଛାଡୁଛି ପୋଲିସ
କଟକ ଅଫିସ,୨୦।୫: ଓଡ଼ିଶା ଦେଇ ରାଜପଥଗୁଡ଼ିକରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛି ରାଜ୍ୟ ପୋଲିସ। ଗୋଟିଏ ପଟ ସୀମାରୁ ନେଇ ସେମାନଙ୍କୁ ରାଜ୍ୟ ସୀମାରେ ଛାଡୁଛି। ସୋମବାର ଅପରାହ୍ନ ୫ଟା ସୁଦ୍ଧା ଓଡ଼ିଶା ପୋଲିସ ବସ୍…
ସୃଜନଶୀଳତାର ଅନ୍ୟ ନାମ ଅରୁଣିମା
ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ ମଧ୍ୟରେ ରାଜ୍ୟର ୧୬ ଲକ୍ଷ ୧୩ହଜାର ୭୭୫ ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମରେ…
ଅନ୍ତରୀଣ କମିଟି ଗଠନକୁ ବିରୋଧ
କଟକ ଅଫିସ୍,୨୦।୫: ଲକ୍ଡାଉନ୍ ଯୋଗୁ ହାଇକୋର୍ଟ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ସ୍ଥଗିତ ରଖିଛନ୍ତି। ଏଣୁ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି ନିଷ୍ପତ୍ତି ନେଇଥିଲା। ସମସ୍ତ ଓକିଲ…
‘ଫନୀ’ ପରେ ‘ଅମ୍ଫନ’ ମାଡ଼: କ୍ଷତିଗ୍ରସ୍ତ ହେବ ପରିବେଶ ପର୍ଯ୍ୟଟନ
ଭୁବନେଶ୍ୱର,୨୦ା୫(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’କୁ ବର୍ଷେ ପୂରୁଣୁ ଏବେ ଆସିଛି ଆଉ ଏକ ମହାବାତ୍ୟା ‘ଅମ୍ଫନ’। ଫନୀ ଭଳି ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ୍ଫଲ୍ କରୁ ନଥିଲେ ମଧ୍ୟ ଏହାଦ୍ୱାରା ରାଜ୍ୟର ୪ଟି ଜିଲା ବିଶେଷଭାବେ ପ୍ରଭାବିତ ହେବ ବୋଲି ପାଣିପାଗ…
ଖୋଲିବ ସେଲୁନ୍, ବିଉଟି ପାର୍ଲର, ଜଳଖିଆ ଦୋକାନ
ଭୁବନେଶ୍ୱର, ୨୦।୫(ବ୍ୟୁରୋ) : ଭୁବନେଶ୍ୱରରେ ଏବେ ସେଲୁନ୍, ବିଉଟି ପାର୍ଲର ଓ ଜଳଖିଆ ଦୋକାନ ଖୋଲିବ। ହେଲେ ବିଉଟିପାର୍ଲର ଓ ସେଲୁନ୍ରେ ଦୋକାନୀ ସମସ୍ତ ସତର୍କତା ଅବଲମ୍ବନ କରିବେ। ଥଣ୍ଡା, କାଶ, ଜ୍ୱର ଥିବା କର୍ମଚାରୀ ଆସିବେ ନାହିଁ। ସମସ୍ତେ ମାସ୍କ…
ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ଗତି କରୁଛି ‘ଅମ୍ଫନ୍’; କିଛି ସମୟ ପାଇଁ ବାଲେଶ୍ୱରରେ ପବନ ବେଗ ବଢ଼ିବ: ଏସ୍ଆର୍ସି
ଭୁବନେଶ୍ୱର,୨୦।୫(ବ୍ୟୁରୋ): ବେଳକୁ ବେଳ ଦୀଘା ନିକଟତର ହେଉଛି ବାତ୍ୟା ‘ଅମ୍ଫନ୍’। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ସେହିଭଳି ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ବାତ୍ୟା ଗତି କରିଛି। ଅମ୍ଫନ୍ର ଅପ୍ଡେଟ୍ ନେଇ ଏସ୍ଆର୍ସି ପ୍ରଦୀପ…
CORONAVIRUS UPDATE: ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୩୪୩
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୨୩ଜଣ ରହିଥିବା ବେଳେ ଯାଜପୁରର ୫, ମୟୂରଭଞ୍ଜ ୩, ପୁରୀ ୨, ଭଦ୍ରକ ୨ ଏବଂ ରାଉରକେଲାରୁ ଜଣେ ରହିଛନ୍ତି।…
ଉତ୍ତର ଓଡ଼ିଶା ଅତିକ୍ରମ କରୁଛି ‘ଅମ୍ଫନ୍’: ଦୀଘାଠାରୁ ୯୫ କିମି ଦୂରରେ, ୪ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ପାରାଦୀପଠାରୁ ଦୂରଉଛି ‘ଅମ୍ଫନ୍’। ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ଗତି କରିଛି ବାତ୍ୟା। ବେଳକୁ ବେଳ ଏହା ଦୀଘା ନିକଟତର ହେଉଛି। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ଜଗତସିଂହପୁରରେ ପବନ କମିଥିବା ବେଳେ…
Archives


