୧୦୧୨ ଟ୍ରେନ୍ରେ ପରିବହନ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ
ଭୁବନେଶ୍ୱର, ୩୦ା୩ (ବ୍ୟୁରୋ) – କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍ଡାଉନ୍। ଏଭଳିସ୍ଥଳେ ଦେଖାଦେଇଥିବା ଖାଦ୍ୟାଭାବ ସମସ୍ୟାକୁ ଦୂର କରିବା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାବେଳେ ପୂର୍ବତଟ ରେଳପଥ ପ୍ରମୁଖ...
ମହାନଗର କମିଶନର, ଇଓଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ: ୩ ଦିନରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶି ଦିଅ
ଭୁବନେଶ୍ୱର,୩୦।୩(ବ୍ୟୁରୋ)- ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ଥିବା ସମସ୍ତ ଚିହ୍ନଟ ଓ ପଞ୍ଜୀକୃତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ସହାୟତା ପ୍ରଦାନ କରାଯିବ। ଏ ନେଇ ସୋମବାର ସମସ୍ତ ପୌର...
ବିନା ପାରିଶ୍ରମିକରେ ମାସ୍କ ତିଆରି
ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍କୁ ନେଇ ଚିନ୍ତିତ। ଏହି ଭାଇରସ୍ ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ବର୍ତ୍ତମାନ ସମୟରେ ସମସ୍ତେ ନିଜେ ନିଜ ଘରେ...
ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ
ପାପଡାହାଣ୍ଡି,୩୦ା୩,(ଡି.ଏନ୍.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ପାଇଁ ସବୁଠି ପ୍ରଚାର କରାଯାଉଛି। ହେଲେ ସହରୀ...
କରୋନା ମୁକାବିଲା ନେଇ ଜିଲାପାଳଙ୍କ ସହ କଥାହେଲେ ରାଜ୍ୟପାଳ
ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା ମୁକାବିଲା ନେଇ କୋରାପୁଟ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାପାଳଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ସୋମବାର କଥା ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସେ ବୁଝାଇଥିବା ଜଣାପଡ଼ିଛି। ଅତି...
ଦର ବୃଦ୍ଧି ସ୍ବୀକାର କଲେ ମନ୍ତ୍ରୀ
ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା (କୋଭିନ୍-୧୯) ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶକୁ ୨୧ ଦିନ ଲକ୍ଡାଉନ୍ କରାଯାଇଛି। ତେବେ ଏହି ଲକ୍ଡାଉନ୍ ସମୟରେ ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ। କିଛି...
ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ
ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ବଲାଙ୍ଗୀରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିଭାଗକୁ...
ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ବଳକା ଟଙ୍କା
ପୁରୀ ଅଫିସ,୩୦।୩: ଘରୋଇ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖାଯାଇବା ବେଳେ ତାହା ଫେରିବାକୁ ନେଇ ସଙ୍କଟ ଦେଖାଦେଇଥିଲା। ଏବେ ତାହାର ପରିସମାପ୍ତି ଘଟିଛି। ସୁଧ ସହ ସବୁ ମୂଳ ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟକୁ...
ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ,୩୦।୩: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ତୃତୀୟ ପର୍ଯ୍ୟାୟ ରଥ କାଠ ସୋମବାର ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ଆସିଥିବା ଏହି...
ଗାଡ଼ି ପାସ୍ ନବୀକରଣ ଅନାବଶ୍ୟକ, ଖୋଲା ରହିବ ଟାୟାର ମରାମତି ଦୋକାନ: ପୋଲିସ କମିଶନର
ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଲକ୍ଡାଉନ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍ ନବୀକରଣର ଆବଶ୍ୟକତା ନାହିଁ। କରୋନା (କୋଭିଡ-୧୯) ସ୍ଥିତିର ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍ ବୈଧ ରହିବ। ଏ ନେଇ ସୋମବାର...
ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍; ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଅନୁମୋଦିତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା
ଭୁବନେଶ୍ୱର, ୩୦।୩(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ସୋମବାର ବିଧାନସଭାରେ ଅନୁମୋଦନ ହୋଇଛି। ସର୍ବ ସମ୍ମତି କ୍ରମେ ବାଚନିକ ମତଦାନରେ ଏହାକୁ ପାରିତ କରାଯାଇଛି। ଏଥିସହିତ ୩୮ଟି ବିଭାଗର ଖର୍ଚ୍ଚ...
ଜୀବନ ନେଇପାରେ ଦେଶୀ, ନକଲି ମଦ
ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ। ଏପରିସ୍ଥିତିରେ ଜୀବନମୃତ୍ୟୁର ଦୋଛକିରେ ପଡ଼ିଥିବା ମଣିଷ ଏବେ ନାନା ଗୁଜବ ଓ ଚର୍ଚ୍ଚାକୁ...
Archives


