ରାଜ୍ୟ

ଟଙ୍କା ପାଇଁ ୩୦ କି.ମି ଘୁଷୁରି ଘୁଷୁରି ଗଲେ ଭିନ୍ନକ୍ଷମ

କେନ୍ଦୁଝର,୨୧ା୬(ସ୍ବ.ପ୍ର.)-ଆଜିର ଡିଜିଟାଲ ଯୁଗରେ ଏବେ ମଧ୍ୟ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଟଙ୍କା ଉଠାଣ ଓ ଜମା କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଭିନ୍ନକ୍ଷମ…

ଆମମାନଙ୍କ ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ: ସମ୍ବିତ ପାତ୍ର

ଭୁବନେଶ୍ୱର,୨୧।୬: ଏବର୍ଷ ପୁରୀ ସମେତ ସାରା ଓଡିଆରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ଆସନ୍ତା ଜୁନ୍‌ ୨୩ରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ପୁରୀ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩ ,୭୨୦ରେ ପହଞ୍ଚିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୭୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ରବିବାର ସୁସ୍ଥ…

ଓଡ଼ିଶାରେ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବ ନିର୍ଦ୍ଧାରିତ ସମୟରେ ପରାଗ ସ୍ପର୍ଶ କରିଥିଲା। ରାଜ୍ୟରେ ଆଂଶିକ ଉପରାଗ ରହିଥିଲେ ହେଁ ଆକାଶ ମେଘାଚ୍ଛନ୍ନ ରହିଥିବା ଯୋଗୁ ଅନେକ ସ୍ଥାନରେ ଲୋକେ ଏହାକୁ ଦେଖିବାକୁ…

ବିନ୍ଦୁସାଗର ପାଣିରେ ଯୋଗ

ଭୁବନେଶ୍ୱର,୨୧।୬(ବ୍ୟୁରୋ): କିଛି ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ପାଣିରେ ରହିପାରନ୍ତି ସେ। ଏହା କେବଳ ଯୋଗ ପାଇଁ। ରବିବାର ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିନ୍ଦୁସାଗରରେ। ଖ୍ୟାତନାମା ଯୋଗ ସାଧକ ଅଶୋକ ବରାଳ…

ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବାହ୍ନ ୧୧ଟାରେ ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ଶୁଣାଣି ହେବ। ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ରଥଯାତ୍ରା ପୁନର୍ବିଚାର ନେଇ…

CORONAVIRUS UPDATE: ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍‌, ୧୮୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରବିବାର ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆକ୍ରାନ୍ତ ଜଣଙ୍କ ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ଅଞ୍ଚଳର ୭୩ ବର୍ଷୀୟ ବୃଦ୍ଧ। ସେ ଅନ୍ୟ ଜଣେ ଆକ୍ରାନ୍ତଙ୍କ…

ବିଶ୍ୱ ଯୋଗ ଦିବସରେ ଈଶ୍ୱରଙ୍କ କଳାକୃତି: ପେନ୍‌ସିଲ ମୁନ୍‌ରେ ୧ ସେଣ୍ଟିମିଟର ଉଚ୍ଚ ଯୋଗ ପ୍ରତିକୃତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲା ଜଟଣୀ ଗୋପିନାଥପୁରର ଶିଳ୍ପୀ ଏଲ୍‌.ଈଶ୍ୱର ରାଓ ପେନ୍‌ସିଲ ମୁନରେ ୧ ସେଣ୍ଟିମିଟର ଯୋଗ ପ୍ରତିକୃତି କରିଛନ୍ତି। ଏହାକୁ କରିବାକୁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ସମୟରେ…

କେନ୍ଦ୍ରାପଡ଼ା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୦୦ ଟପିଲା: ୨୦ ଦିନରେ ୧୦୦ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ,୨୧ା୬: କେନ୍ଦ୍ରାପଡା ଜିଲାରେ ରବିବାର ୫ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ଅପ୍ରେଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ୧୦୦ ଟପିବା ପାଇଁ…

କରୋନା ଭିନ୍ନ ଅନ୍ୟ ରୋଗରେ ୨ କୋଭିଡ-୧୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ୨ କୋଭିଡ-୧୯ ସଂକ୍ରମିତଙ୍କ ମୃତ୍ୟୁ କରୋନା ଭିନ୍ନ ଅନ୍ୟ ରୋଗରେ ପୀଡ଼ିତ ଥିବା ଯୋଗୁ ହୋଇଛି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲାର ଜଣେ ନାବାଳକ ଏବଂ ପୁରୀ ଜିଲାର ଜଣେ ବ୍ୟକ୍ତି ଅଛନ୍ତି। ନବରଙ୍ଗପୁର ଜିଲାର ୧୭ ବର୍ଷୀୟ…

ସୁପ୍ରିମକୋର୍ଟଙ୍କ ରାୟ ନେଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍‌ବେଗ: ‘ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା’

ପୁରୀ ଅଫିସ, ୨୧।୬: ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ…

ନୂଆ ୩୦୪ ଆକ୍ରାନ୍ତ ୨୧ ଜିଲାର: ଅଛନ୍ତି ପଶ୍ଚିମବଙ୍ଗରୁ ଫେରିଥିବା ୪୨ ଯବାନ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ୩୦୪ ଆକ୍ରାନ୍ତ ୨୧ ଜିଲାର। ଏଥିରେ ଅମ୍ଫନ ମୁକାବିଲା ସାରି ପଶ୍ଚିମବଙ୍ଗରୁ ଫେରିଥିବା ୨୨ଜଣ ଅଗ୍ନିଶମ ଏବଂ ଏନ୍‌ଡିଆର୍‌ଏଫ୍‌ ଯବାନ ମଧ୍ୟ ଅଛନ୍ତି। ତେବେ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାର ୫, ମାଲକାନଗିରିର ୨, କଟକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri