ଚଳିତବର୍ଷ ହେବ ନାହିଁ ବୋଲ୍ବମ୍ ଯାତ୍ରା
ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରିଚାଲିଛନ୍ତି। ବିଶେଷକରି ଭିଡ଼ ରୋକିବା ପାଇଁ…
କଟକ ସହର ଶଟ୍ଡାଉନ୍ ଘୋଷଣା
କଟକ ଅଫିସ, ୪।୭: କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ପରେ କଟକ ସହରକୁ ଶନିବାର ଶଟ୍ଡାଉନ୍ ଘୋଷଣା କରାଯାଇଛି। ୮ ତାରିଖ ମଧ୍ୟରାତ୍ର ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ କୁହାଯାଇଛି। ଏହା…
କରୋନା ପରିଚାଳନା ଲାଗି ୬ ଓଏଏସ୍ ଗଞ୍ଜାମ ପାଇଁ ନିଯୁକ୍ତ
ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ପରିଚାଳନା ଲାଗି ୨ ଆଇଏଏସ୍ଙ୍କ ସହ ୬ ଓଏଏସ୍ ଗଞ୍ଜାମ ଜିଲା ପାଇଁ ନିଯୁକ୍ତି ହୋଇଛନ୍ତି। ସେମାନେ ଜିଲା ପ୍ରଶାସନ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ୬…
ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ: ୨ ଆଇଏଏସ୍ ପରେ ଗଲେ ୬ ଓଏଏସ୍
ଭୁବନେଶ୍ୱର,୪।୭(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ ଜିଲା। ଗୋଟିଏ ପଟେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଥିବା ବେଳେ ସେଥିରୁ ୨୦୬୬ଜଣ ଗଞ୍ଜାମର। ଏପରିକି ଦିନକୁ ଦିନ ଗଞ୍ଜାମରେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ସର୍ବାଧିକ ଆକ୍ରାନ୍ତ ଏହି…
କରୋନା ଜାଲରେ କଟକ ସହର: ଚିହ୍ନଟ ହେଲେ ଆଉ ୧୧ ଆକ୍ରାନ୍ତ
କଟକ ଅଫିସ, ୪।୭: କଟକରେ ଶନିବାର ଆଉ ୧୧ ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୬ ହୋଇଛି। ସେଥିରୁ ୨୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ଜଣଙ୍କ ମୃତ୍ୟୁ…
ଗଞ୍ଜାମ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍ ନିଯୁକ୍ତ
ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ୨ ଆଇଏଏସ୍ ଅଫିସର କରୋନା ପରିଚାଳନା ପାଇଁ ଜିଲାକୁ ଯିବେ। ସରକାର ଉକ୍ତ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍ଙ୍କୁ ନିଯୁକ୍ତି କରିଛନ୍ତି। ସେମାନେ…
ଅପରାହ୍ନ ସାଢ଼େ ୨ଟାରେ ରାଜ୍ୟ ସରକାରଙ୍କ ଜରୁରୀ ପ୍ରେସ୍ମିଟ୍
ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଜନିତ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥଳେ ପରିସ୍ଥିତିକୁ କିଭଳି ସାମ୍ନା କରିହେବ ତାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ତେବେ ଶନିବାର ଅପରାହ୍ନ ସାଢ଼େ ୨ଟାରେ ଜରୁରୀ ପ୍ରେସ୍ମିଟ୍ ହେବ।…
କଟକ ସହର ମାଳିସାହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କଟକ ଅଫିସ,୪।୭: କଟକ ସହର ରାଣୀହାଟସ୍ଥିତ ମାଳିସାହି ବସ୍ତିରୁ ଶୁକ୍ରବାର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ଉକ୍ତ ବସ୍ତିକୁ ଶନିବାର କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମାଳିସାହି ଅଞ୍ଚଳକୁ ବାହାର…
ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ
ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଜୁଲାଇ ପହିଲାରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା…
୬ରୁ ଖୋଲିବ ଏହିସବୁ ଦର୍ଶନୀୟ ସ୍ଥାନ
ଭୁବନେଶ୍ୱର, ୪।୭(ବ୍ୟୁରୋ): କରୋନା ପାଇଁ ଓଡ଼ିଶାରେ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ ବୋଲି ଏଏସ୍ଆଇ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ସ୍ଥାନଗୁଡିକ ମଧ୍ୟରେ ରହିଛି ଖଣ୍ଡଗିରି, ଉଦୟଗିରି,…
ବରଗଡ଼ରୁ ପୁଣି ୨କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା
ବରଗଡ଼ ଅଫିସ,୪।୭: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଶନିବାର ଜିଲାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ହୋଇଥିବାବେଳେ…
CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ; ଅଛନ୍ତି ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୨
ଭୁବନେଶ୍ୱର, ଛତ୍ରପୁର, ୪।୭(ବ୍ୟୁରୋ/ଡି.ଏନ୍.ଏ.): ଶନିବାର ରାଜ୍ୟରେ କରୋନା ଆକ୍ରାନ୍ତରେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି। ତେବେ ଗଞ୍ଜାମ ଜିଲାର ୩ ଆକ୍ରାନ୍ତ ପୁରୁଷ ହୋଇଥିବା…
Archives


