ରାଜ୍ୟ

ବନ୍ଦ ହେଲା ଭୁବନେଶ୍ୱର ଆର୍‌ଟିଓ-୨

ଭୁବନେଶ୍ୱର, ୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଆର୍‌ଟିଓ-୧କୁ ବନ୍ଦ କରିବା ପରେ ଏବେ ଆର୍‌ଟିଓ-୨ ଅଫିସକୁ ବନ୍ଦ କରିଛି ବିଏମ୍‌ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିବ। ଆର୍‌ଟିଓ-୧ର ଜଣେ କର୍ମଚାରୀଙ୍କ ସହଯୋଗୀ କରୋନା ପଜିଟିଭ ହେବା ପରେ ଏପରି ପଦକ୍ଷେପ…

ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍‌, କିଶୋର ଇନ୍‌

ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ ଆଲୋଚନା ଜୋର ଧରିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ବ୍ରଜରାଜନଗର…

ବାପା-ଝିଅ ପବିତ୍ର ସମ୍ପର୍କରେ କଳଙ୍କ: ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରି ଗିରଫ ବାପା

ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ବାପା ୭ ବର୍ଷର ଶିଶୁ କନ୍ୟାକୁ ସୋମବାର ବଳାତ୍କାର କରିଛନ୍ତି। ଏ ନେଇ ତାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ଏହିଘଟଣାରେ…

ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍, କେହି ଯାଇ ପାରିବେନି ଭୁବନେଶ୍ୱର: ଜିଲାପାଳ

ଛତ୍ରପୁର,୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଥିସହ ଭୁବନେଶ୍ୱର ଯିବା ପାଇଁ କୋଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ ବୋଲି…

ରାୟଗଡ଼ା, କେନ୍ଦ୍ରାପଡ଼ାରେ କରୋନା ନେଲା ମୁଣ୍ଡ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୧ ଥିବାବେଳେ ଗଞ୍ଜାମ ଜିଲାରୁ ୩ ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଅତାବିରାରେ ଝିଅ ପରେ ମା’ କରୋନା ପଜିଟିଭ

ବରଗଡ଼ ଅଫିସ,୮।୭: ବରଗଡ଼ ଜିଲା ଅତାବିରା ବ୍ଲକରେ ବୁଧବାର ପୁଣି ଜଣେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଏହି ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ପୂର୍ବରୁ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ…

ସାଲେପୁର ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଧାୟକ କରୋନା…

ସମସ୍ୟା ନେଇ ଗଞ୍ଜାମ ଜିଲାପାଳଙ୍କ ମୋବାଇଲକୁ କରିପାରିବେ ମେସେଜ

ଗଞ୍ଜାମ, ୮।୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଦିନରେ ୭କୁ ବୃଦ୍ଧି ହୋଇଛି l ଏ ନେଇ ବୁଧବାର…

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ: ଅଛନ୍ତି ଗଞ୍ଜାମରୁ ୩ଜଣ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ୧ ଏବଂ କେନ୍ଦ୍ରାପଡ଼ାରୁ ୧ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ…

CORONAVIRUS UPDATE: ରାଜ୍ୟରେ ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

୨୦୨୦ ରଥଯାତ୍ରାର ହେବ ଡକ୍ୟୁମେଣ୍ଟେଶନ

ପୁରୀ ଅଫିସ,୮ା୭: ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଯାତ୍ରା। ରଥ ନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ନିଷ୍ପତ୍ତିରେ ସମ୍ଭବ ହେବା, ସମସ୍ତେ ଏକଜୁଟ ହୋଇ ସେବା କରିବା ତାହା ନିଶ୍ଚିତ ସମସ୍ତଙ୍କ ପାଇଁ ଅନୁକରଣୀୟ। ତେଣୁ ଏହାକୁ ସ୍ମରଣୀୟ କରିବା…

ଅଶ୍ଳୀଳ ଭିଡିଓ ପଠାଇବା ଘଟଣା: ପାଲଟା ଅଭିଯୋଗ ଆଣିଲେ ଓଏଏସ୍‌ ଅଫିସର

ଭୁବନେଶ୍ୱର, ୮ା୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଅଡୁଆରେ ପଡ଼ିଛନ୍ତି ଜଣେ ଓଏଏସ୍‌ ଅଫିସର। ସମ୍ପୃକ୍ତ ମହିଳା କର୍ମଚାରୀ ତାଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ. ୩୪/୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri