କରୋନାରେ ଏଏସ୍ଆଇଙ୍କ ମୃତ୍ୟୁ
ଭୁବନେଶ୍ୱର,୧୫।୯ (ବ୍ୟୁରୋ): କରୋନାରେ କମିଶନରେଟ୍ ପୋଲିସରେ କାର୍ଯ୍ୟରତ ଜଣେ ଏଏସ୍ଆଇ ଶିଶିର କୁମାର ସେଠୀ(୪୫)ଙ୍କ ଜୀବନ ଦୀପ ଲିଭିଯାଇଛି। ତାଙ୍କ ଘର କଟକ ସଦର ଥାନା ଅଧୀନ କନ୍ଦରପୁର ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟ…
ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିକୁ କଂଗ୍ରେସର ସମାଲୋଚନା
ଭୁବନେଶ୍ୱର୧୫।୯(ବ୍ୟୁରୋ): ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍ଡିଏକୁ ବିଜେଡି ସମର୍ଥନ ଘୋଷଣା ପରେ ସେମାନଙ୍କ ଅସଲ ରୂପ ଧରାପଡ଼ିଯାଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍ଡିଏ ପକ୍ଷରୁ ଜେଡି(ୟୁ) ଏମ୍ପି ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ…
ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା
ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ବି ଅଛି। କିନ୍ତୁ ପରିତାପର ବିଷୟ ହଜାର ହଜାର ଏକର ଜମି…
ବର୍ଷେ ବିତିଲା, ୩୨ ଏମ୍ସିସି କାମ ସରିଲାନି
ଭୁବନେଶ୍ୱର, ୧୫।୯(ବ୍ୟୁରୋ): ରାଜଧାନୀରେ ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧ ବର୍ଷ ମଧ୍ୟରେ ସମସ୍ତ ଏମ୍ସିସି କାମ ସମ୍ପୂର୍ଣ୍ଣ…
ମିଳିଲା କ୍ଷମତା: ଜବରଦଖଲ ଉଚ୍ଛେଦ କରିପାରିବେ ତହସିଲଦାର
ଭୁବନେଶ୍ୱର,୧୫।୯(ବ୍ୟୁରୋ): ସର୍ବସାଧାରଣ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ରାଜ୍ୟ ସରକାର ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଇଷ୍ଟେଟ ଅଫିସର କ୍ଷମତା ପ୍ରଦାନ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ…
ରାଜଧାନୀରେ ବଢ଼ୁଛି ଆରୋଗ୍ୟ ହାର
ଭୁବନେଶ୍ୱର,୧୫।୯ (ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ ୩ଦିନ ହେବ କ୍ରମାଗତ ଭାବେ ପଜିଟିଭ୍ ହାର କମୁଥିବା ଓ ସୁସ୍ଥ ହାର ବୃଦ୍ଧି ପାଉଥିବା ଦେଖିବାକୁ ମିିଳିଛି। ଗତ…
ଜେଲ୍ରୁ ବାହାରି ଶୋଭାଯାତ୍ରାରେ ଯିବା ମହଙ୍ଗା ପଡ଼ିଲା: ୪ ଗିରଫ
ଭୁବନେଶ୍ୱର,୧୫।୯ (ବ୍ୟୁରୋ)ଏୟାରଫିଲ୍ଡ ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଗତ ଗୁରୁବାର ଝାରପଡ଼ା ଜେଲରୁ ମୁକୁଳିଥିଲେ। ବିନା ପୋଲିସ ଅନୁମତି ତଥା କୋଭିଡ୍ ନିୟମକୁ ଉଲ୍ଲଂଘନ କରି ସେମାନେ ବାଇକ୍…
ପୋଲିସ ଚାକିରିରେ ଜାଲ୍ ଡକ୍ୟୁମେଣ୍ଟ ର଼୍ୟାକେଟ
ଭୁବନେଶ୍ୱର,୧୫।୯ (ବ୍ୟୁରୋ): ପୋଲିସ ଚାକିରିଟିଏ ପାଇବା ପାଇଁ ଅନେକଙ୍କ ପ୍ରାୟ ଇଚ୍ଛା ଥାଏ। ଏଥିପାଇଁ ଅନେକ ଯୁବକ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଏବେ କେତେଜଣ ଠକ ଏହି ଚାକିରି କରାଇ ଦେବା ପାଇଁ ଗଳାବାଟ ବାଛିଛନ୍ତି।…
ପୁଣି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ ଅଛନ୍ତି ଅଧିକ ସଂଖ୍ୟକ ମୃତକ
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୫ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୮…
CORONAVIRUS UPDATE: ରାଜ୍ୟରେ ୩୬୪୫ ନୂଆ ପଜିଟିଭ୍ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୬୪୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା୧୫୮୬୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୫୧ ଜଣ…
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍ ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପୃଥକ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି…
କରୋନା ପଜିଟିଭ ଜାଣି ସମୀରଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ୱର ୧୫।୯(ବ୍ୟୁରୋ):ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସମୀରଙ୍କ ଆରୋଗ୍ୟ କାମନା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ…
Archives


