ନୂଆବର୍ଷ ଆରମ୍ଭରୁ ହୋଇପାରେ ଟିକାକରଣ
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ନୂଆବର୍ଷ ଆରମ୍ଭରୁ ରାଜ୍ୟରେ କରୋନା ଟିକାକରଣ ହୋଇପାରେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଲେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିକା ଆସିବା…
ସୁସ୍ଥ ହେଲେ ୩୨୮କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୩୨, ଅନୁଗୋଳରୁ ୨୩, କଟକରୁ ୨୨, କେନ୍ଦୁଝରରୁ ୨୧, ବଲାଙ୍ଗୀରରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮,…
୩ବର୍ଷ ହେଲା ଜୀବନ ସହ ସଂଘର୍ଷ କରୁଛନ୍ତି ଚୈତନ୍ୟ, ମିଳୁନାହିଁ ସହାୟତା
ଗୁଡ଼ଭେଲା,୩୦ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଘୁନା ପଞ୍ଚାୟତ ଅନ୍ତର୍ଗତ ଗୁଡଙ୍ଗାମାଳ ଗ୍ରାମ ପୁଟାପଡାର ଚୈତନ୍ୟ ପୁଟା (୨୪) ତିନିବର୍ଷ ତଳେ ଗଛରୁ ପଡିଯାଇଥିଲେ। ତାଙ୍କର ଦୁଇ ଗୋଡ ଓ ଅଣ୍ଟା ଅଚଳ ହୋଇଯାଇଥିଲା। ବିଭନ୍ନ ସ୍ଥାନରେ ଚିକିତ୍ସା କରାଇଲେ ମଧ୍ୟ…
ଜରାଙ୍ଗରେ ହେବ ମୁକ୍ତ ପ୍ରାଣୀ ଉଦ୍ୟାନ
ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ଦେବଝରଣ ପର୍ଯ୍ୟଟନ ସ୍ଥଳ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଦେବଝରଣ ଜଳପ୍ରପାତ ନିକଟ ଜରାଙ୍ଗ ଜଙ୍ଗଲ ଅଞ୍ଚଳରେ ମୁକ୍ତ ପ୍ରାଣୀ ଉଦ୍ୟାନ କରିବାକୁ…
ସାରା ରାଜ୍ୟରେ ଜିରୋ ନାଇଟ ମନା
ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। କରୋନା ସକାଶେ ଜିରୋ ନାଇଟ ବାରଣ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସମସ୍ତ ଉତ୍ସବାନୁଷ୍ଠାନରେ ରୋକ ଲଗାଯାଇଛି। ଏ ନେଇ ବୁଧବାର…
୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣି
ଖଡିଆଳ,୩୦।୧୨(ଡି.ଏନ୍.ଏ.)- ଜମି ରେଜିଷ୍ଟ୍ରି କରିବା ନେଇ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲା ଖଡିଆଳ ସବ୍ରେଜିଷ୍ଟାର ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି ସଞ୍ଜୟ କୁମାର ନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଯୋଗ୍ୟ ଖଡିଆଳ ତହସିଲ ଅନ୍ତର୍ଗତ…
ଆସିଲା ଜାନୁଆରୀ ଗାଇଡ୍ଲାଇନ୍: ଖୋଲିବ ସିନେମା ହଲ୍, ଥିଏଟର
ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-କୋଭିଡ୍-୧୯ କଟକଣା ଜାରି ହେବା ପରଠାରୁ ଦୀର୍ଘ ୧୦ ମାସ ହେବ ସିନେମା ହଲ୍, ଥିଏଟର ଆଦି ବନ୍ଦ ରହିଥିଲା। ତେବେ ୨୦୨୧ ଜାନୁୟାରୀ ପହିଲାରୁ ଏସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ବୁଧବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା…
ଟ୍ରକ୍ ଧକ୍କାରେ ଯୁବତୀଙ୍କ ଜୀବନଗଲା: ରାସ୍ତାରୋକୋ, ଉତ୍ତେଜନା
ବେଲପାହାଡ଼,୩୦।୧୦(ଡ଼ି.ଏନ୍.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍ ଟ୍ରକ୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟିଆର୍ଏଲ୍ କଲୋନୀରେ ରହୁଥିବା ଶ୍ରେୟା ଆଇଚ୍(୨୧)। ସୂଚନା ମୁତାବକ, ବାପା ଦେବାଶିଷ ଆଇଚ୍ ଏବଂ…
ଗ୍ରାହକ ସାଜି ଲୁଟିନେଲେ ୧୦ ଲକ୍ଷର ଅଳଙ୍କାର
ସମ୍ବଲପୁର,୩୦।୧୨(ବ୍ୟୁରୋ)- ଦିନ ଦ୍ୱିପହରରେ ଜଣେ ଯୁବକ ଗ୍ରାହକ ସାଜି ଏକ ସୁନା ଦୋକାନରୁ ୨୦୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ବୁର୍ଲା ଥାନା ମୁଖ୍ୟ ବଜାରରେ। ପୋଲିସ ସୂଚନା ମୁତାବକ, ବୁଧବାର…
ଭୁବନେଶ୍ୱରରୁ ୨୦ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ
ଜହ୍ନାପଙ୍କ,୩୦।୧୨(ଡି.ଏନ୍.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ ରହିଛି। ହେଲେ ଅର୍ଥାଭାବରୁ ତାହା ସମ୍ଭବ ହେଉ ନ ଥିବା ପରିବାର ଲୋକେ କହିଛନ୍ତି।…
ପରୀ ହତ୍ୟା ମାମଲା: ହାଇକୋର୍ଟରେ ଆଉ ଏକ ମିସ୍ କେସ୍
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ…
Archives


