କେନ୍ଦୁପତ୍ର ତୋଳାଳି, କର୍ମଚାରୀଙ୍କୁ ୬୦ କୋଟିର ବୋନସ
ଭୁବନେଶ୍ୱର,୧୨।୧(ବ୍ୟୁରୋ): କେନ୍ଦୁପତ୍ର ତୋଳାଳି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ସେଥିରୁ କେବଳ ବୋନସ ପରିମାଣ ହେଉଛି ୫୯.୭୮ କୋଟି ଟଙ୍କା। ଏଥିସହିତ କେନ୍ଦୁପତ୍ର କର୍ମଚାରୀଙ୍କ…
୧୩ରେ ପେନ୍ସନ୍, ଜିପିଏଫ୍ ଅଭିଯୋଗ ଶୁଣାଣି ହେବ
ଭୁବନେଶ୍ୱର,୧୨।୧(ବ୍ୟୁରୋ): କରୋନା ସମୟରେ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ଯୋଗୁ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କର ପେନ୍ସନ୍ ଓ ଭବିଷ୍ୟନିଧି ପାଣ୍ଠି(ଜିପିଏଫ୍) ପ୍ରାପ୍ୟ ଠିକ୍ ସମୟରେ ପାଇପାରି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଧାନ ମହାଲେଖାକାର(ଏ.ଜି.)ଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା…
ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଉପରେ ପାରଦ
ଭୁବନେଶ୍ୱର,୧୨।୧(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ହଠାତ ଶୀତ ଗାଏବ ହୋଇଯାଇଛି। ଆଉ ଶୀତ ବସ୍ତ୍ରର ଆବଶ୍ୟକତା ପଡୁନାହିଁ। ଜାନୁୟାରୀ ପ୍ରଥମ ସପ୍ତାହରୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀକୁ ଛୁଇଁଲାଣି। ପାରଦ ସ୍ବାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ…
ଢେଙ୍କାନାଳରେ ୬,୩୫୫ ପକ୍ଷୀ
ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା ଜଣାପଡ଼ିଛି। ତନ୍ମଧ୍ୟରେ କେତେକ ଅତିଥି ପକ୍ଷୀ ମଧ୍ୟ ଅଛନ୍ତି। ମୋଟ ୨୮ ପ୍ରଜାତିର ପକ୍ଷୀ…
ପାଇକ କଳାକୁ ନାହିଁ ପ୍ରୋତ୍ସାହନ
ବନ୍ତଳା,୧୨ା୧ ଶତ୍ରୁ ଆକ୍ରମଣ ବେଳେ ରାଜାଙ୍କ ଗଡ଼କୁ ସୁରକ୍ଷା ଦେଉଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ରଧରି ଇଂରେଜମାନଙ୍କ ପଥରୋଧ କରିଥିଲେ। ସ୍ବତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ସେତେବେଳେ ନିଜ ସାହସ, ବୀରତ୍ୱ ପାଇଁ ବେଶ୍ ପ୍ରଶଂସା ପାଉଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ…
ବନାଞ୍ଚଳ ସ୍ତରୀୟ ମୋବାଇଲ ବ୍ୟାରାକ କୋଠା ଉଦଘାଟିତ
ଦେବଗଡ଼,୧୨ା୧(ଡି.ଏନ.ଏ):ବନ ବିଭାଗ ପକ୍ଷରୁ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ଦେବଗଡ ବନାଞ୍ଚଳସ୍ତରୀୟ ମୋବାଇଲ ବ୍ୟାରାକ କୋଠା ସୋମବାର ଉଦଘାଟିତ ହୋଇଯାଇଛି। ବନବିଭାଗରେ କାର୍ଯ୍ୟରତ ମୋବାଇଲ ସ୍କ୍ବାଡ୍ମାନଙ୍କ ନିମନ୍ତେ ମୋଟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…
ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୧ ବର୍ଷ ୧୧ ମାସର ଶିଶୁ
ବଲାଙ୍ଗୀର ଅଫିସ,୧୨ା୧- ଭାରତର ପ୍ରାଦଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେକର୍ଡ କରିଥିବା ଜଣାପଡିଛି ା ଶିଶୁପୁତ୍ର ହେଉଛନ୍ତି ବଲାଙ୍ଗୀର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକାଶିଳ୍ପୀ ଓମ୍ପ୍ରକାଶ…
୨୮ ହଜାର ଲାଞ୍ଚ ନେଇ ଗିରଫ ହେଲେ ତହସିଲ କିରାଣି
ବଲାଙ୍ଗୀର ଅଫିସ,୧୧ା୧: ଜଣେ ବ୍ୟକ୍ତିଙ୍କ ଜମି ରେକର୍ଡ ଅଫ୍ ରାଇଟ୍ (ଆର୍ଓଆର୍) କରାଇ ଦେବାକୁ କହି ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲା ମୁରିବାହାଲ ତହସିଲ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ କିପର ଅସିତ୍ କୁମାର…
ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ସମ୍ଭାଳିଲେ ଓଡ଼ିଆ ପୁଅ
ଭୁବନେଶ୍ୱର୍,୧୧।୧(ବ୍ୟୁରୋ): ୧୯୯୨ ବ୍ୟାଚର ଆଇଏଏସ୍ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଅଛନ୍ତି। ତେଣୁ ତାଙ୍କ ସ୍ଥାନରେ ସୁବ୍ରତଙ୍କୁ ନିଯୁକ୍ତି ନେଇ…
ସେଲ୍ଫି ନେଲାବେଳେ ନଦୀରେ ଯୁବତୀ ଖସିପଡ଼ିବା ଭିଡିଓ ଭାଇରାଲ
ବାଲିଶଙ୍କରା୧୧।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍ନଦୀର ଘୋଘର କନାକୁଣ୍ଡ ଘାଟରେ ଗତ ୩ ତାରିଖରେ ପିକ୍ନିକ୍ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍ଫି ନେବାବେଳେ ନଦୀ ଭିତରେ ଖସିପଡ଼ିଥିଲେ। ସେହି ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ…
ବିଜୁ ସେତୁ ଭୁଶୁଡିବା ଘଟଣା: ଯନ୍ତ୍ରୀ, ଠିକାଦାରଙ୍କ ନାମରେ ମାମଲା
ନବରଙ୍ଗପୁର/ଉମରକୋଟ,୧୧ା୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ(୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଉମରକୋଟ ଥାନାରେ ସହକାରୀ…
ଲୁଟି ନେଇଥିଲେ ୨.୩୫ ଲକ୍ଷ ଟଙ୍କା: ବେଶି ସମୟ ରଖି ପାରିଲେନି ପାଖରେ
ବରଗଡ଼ ଅଫିସ୍,୧୧।୧: ବରଗଡ଼ ସହରର ଏକ ହୋଟେଲ ପରିସରରୁ ରବିବାର ୨.୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ସ୍ଥାନୀୟ ଟାଉନ ଥାନା ପୋଲିସ ଲୁଟ୍ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ…
Archives


