ସଞ୍ଜ ନଇଁଲେ ଅଞ୍ଚଳବାସୀଙ୍କୁ ଦନ୍ତା ଭୟ: ଘର ଭିତରେ ଶୁଣ୍ଢ ପୂରାଇବା ଭିଡିଓ ଭାଇରାଲ
ସମ୍ବଲପୁର,୩୦ା୧(ବ୍ୟୁରୋ): ସମ୍ବଲପୁର ସଦର ରେଞ୍ଜ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ସଞ୍ଜ ନଇଁଲେ ଲୋକଙ୍କୁ ଦନ୍ତା ଭୟ ଘାରିଛି। ତେଣୁ ଯିଏ ଯୁଆଡେ ଯାଉଛନ୍ତି ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ବନ ବିଭାଗ ଓ ଗ୍ରାମବାସୀ…
ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ
କେନ୍ଦୁଝର, ୩୦।୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଳରେ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି l ଖବର ପାଇ ଜିଆର୍ପି, ଆରପିଏଫ୍ ଓ ରେଳ…
ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ
ପୁରୀ ଅଫିସ,୩୦।୧: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶୁକ୍ରବାର ୭ଜଣ ପର୍ଯ୍ୟଟକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ସ୍ଥାନୀୟ ନୋଳିଆ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳି ନ ଥିଲା। ଶନିବାର ଚର୍କତୀର୍ଥ…
ହାଉସ୍ ସର୍ଜନଙ୍କ ବଢ଼ିଲା ଷ୍ଟାଇପେଣ୍ଡ, ୩ ବର୍ଷ ପାଇଁ ଲାଗୁ
ଭୁବନେଶ୍ୱର,୩୦।୧: କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶେଷରେ ମାନିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ନେଇ ଶନିବାର ସୂଚନା ମିଳିଛି। ସର୍ଜନମାନେ ମାସିକ ୨୦ହଜାର ଷ୍ଟାଇପେଣ୍ଡ ପାଉଥିବା ବେଳେ ଏବେ ଏହାକୁ…
ଫେବୃଆରୀ ମାସ ପାଇଁ ଗାଇଡ୍ଲାଇନ୍ ଜାରି: ୧ରୁ ଖୋଲିବ ଅଙ୍ଗନଓ୍ବାଡି
ଭୁବନେଶ୍ୱର, ୩୦।୧(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ମାସରେ ଗାଇଡ୍ଲାଇନ ଜାରି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ସରକାର ଫେବୃଆରୀ ମାସ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ନୂଆ ଗାଇଡ୍ଲାଇନ ଫେବୃଆରୀ ୨୮ ପର୍ଯ୍ୟନ୍ତ…
ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୫ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’
ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ ଖୋଜାଖୋଜି କରିବ ବୋଲି କହିଲେ। ୫ଦିନ ପରେ ମାମଲା ରୁଜୁ କରି ତଦନ୍ତ ନାଁରେ…
‘ମୋ ଜଙ୍ଗଲ’ ଆପ୍ ଲୋକାର୍ପିତ
ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ କରିବାକୁ କାର୍ଯ୍ୟକାରୀ ହୋଇଛି ‘ମୋ ଜଙ୍ଗଲ’ (Mo Jungle: My Odisha Forest) ଏବଂ ‘ନୋ ଇୟୋର ଫରେଷ୍ଟ ଲ୍ୟାଣ୍ଡ୍’(KYFL@Odisha) ମୋବାଇଲ୍ ଆପ୍। ଶୁକ୍ରବାର ଲୋକସେବା ଭବନରେ ଜଙ୍ଗଲ…
ଟିକା ନେଉନାହାନ୍ତି ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ଗତ ୧୬ ତାରିଖରୁ କରୋନା ଟିକାକରଣ ଜାରି ରହିଛି। ବର୍ତ୍ତମାନ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି। କେତେକ ଜିଲାରେ ଟିକାକରଣର ହାର ଖୁବ୍ କମ୍ ରହିଥିବାରୁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ କାହିଁକି ଟିକା…
୨ରୁ ଖୋଲିବ ପ୍ଲାନେଟାରିୟମ୍
ଭୁବନେଶ୍ୱର, ୩୦।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨ରୁ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ। କୋଭିଡ୍-୧୯ ନିୟମକୁ ପାଳନ କରି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିସହିତ…
ନ୍ୟାୟ ପ୍ରଦାନରେ ଓଡ଼ିଶା ର଼୍ୟାଙ୍କ ଖସିଲା
ଭୁବନେଶ୍ୱର,୩୦।୧(ବ୍ୟୁରୋ): ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା ଓଡିଶା ର଼୍ୟାଙ୍କ ତଳକୁ ଖସିଛି। ୨୦୧୯ରେ ଓଡିଶାର ସ୍ଥାନ ୭ ନମ୍ବର ଥିବା ବେଳେ ଏବେ ୧୧ ନମ୍ବରକୁ ଖସିଛି। ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ମହାରାଷ୍ଟ୍ର ପୂର୍ବଭଳି ୧…
ଓଡ଼ିଶାକୁ ବନ୍ୟା ସହାୟତା ୩୨୦.୯୪ କୋଟି
ଭୁବନେଶ୍ୱର,୩୦।୧(ବ୍ୟୁରୋ): ବନ୍ୟା କ୍ଷତି ଭରଣା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ୩୨୦.୯୪ କୋଟି ମଞ୍ଜୁର କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନ୍ଡିଆରଏଫ୍)ରୁ ଅତିରିକ୍ତ କେନ୍ଦ୍ରୀୟ…
Archives


