ରାଜ୍ୟ

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ

ଟିଟିଲାଗଡ଼,୨୭।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅନ୍ତରଙ୍ଗ ସମୟରେ ଚିତ୍ର ଭାଇରାଲ କରିବାକୁ ଧମକ ଦେଉଥିବା ନେଇ ପୀଡିତାଙ୍କ ଅଭିଯୋଗ ପରେ…

ରାଜଧାନୀରେ ଧୂଳି ଝଡ଼ ସାଙ୍ଗକୁ ବର୍ଷା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶନିବାର ଅପରାହ୍ନରେ ହଠାତ୍‌ ଧୂଳି ଝଡ଼ ସାଙ୍ଗକୁ ବର୍ଷା ହୋଇଛି। ମଧ୍ୟାହ୍ନରେ ପ୍ରବଳ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ଝଡ଼ତୋଫାନ ସାଙ୍ଗକୁ ବର୍ଷା ହୋଇଛି। ଏହି ଝଡ଼ତୋଫାନ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଅନେକ…

କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କରୋନା ପଜିଟିଭ

ନୂଆପଡ଼ା: କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବରିଷ୍ଠ ନାଗରିକ ଭାବେ ସେ କୋଭିଡ-୧୯ର ପ୍ରଥମ ଡୋଜ ଟିକା ଗ୍ରହଣ କରିଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ କୋଭିଡ ପରୀକ୍ଷା କରାଇଥିଲେ। ତାଙ୍କର ନମୁନା…

ଇଞ୍ଜିନିୟରିଂ ସ୍କୁଲରୁ ୨୧ କରୋନା ପଜିଟିଭ୍‌

ଝାରସୁଗୁଡ଼ା,୨୭।୩: ଝାରସୁଗୁଡ଼ା ଜିଲା ବଢେଇମୁଣ୍ଡା ଇଞ୍ଜିନିୟରିଂ ସ୍କୁଲରୁ ଶନିବାର ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୩ ଶିକ୍ଷକ ଏବଂ ୮ଜଣ ଛାତ୍ର ଥିବା ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତହସିଲଦାର…

ବଢ଼ିଲା ବିଦ୍ୟୁତ ଦର: ଏଣିକି ୟୁନିଟ୍‌ ପିଛା ଦେବେ…

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇଛି ବିଦ୍ୟୁତ ଦର। ୨୦୨୧-୨୨ ପାଇଁ ଓଇଆର୍‌ସିଙ୍କ ପକ୍ଷରୁ ଦରଧାର୍ଯ୍ୟ କରାଯାଇଛି। ନୂଆଦର ଅନୁଯାୟୀ କିଲୋଓ୍ବାଟ୍‌ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ଓଇଆର୍‌ସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ପ୍ରଥମ ୫୦ ୟୁନିଟ୍‌ ପାଇଁ…

ଓଡ଼ିଶା ଲୋକ ଭୋଟ ଦେଲେ ପଶ୍ଚିମବଙ୍ଗରେ

ଭୋଗରାଇ,୨୭।୩(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଭୋଟ ଦେଇଛନ୍ତି। ଏଥିସହ ଜଳେଶ୍ୱର ଓ ଭୋଗରାଇ ବ୍ଲକ ସୀମାନ୍ତ…

ରାଜ୍ୟରେ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରେ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…

ନାଟକ ପାଇଁ ଶୁଭଦିନ ଆସୁଛି

ଭୁବନେଶ୍ୱର, ୨୭।୩ (ବ୍ୟୁରୋ): ଦିନ ଥିଲା ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ନାଟକ। ବ୍ୟସ୍ତବହୁଳ କର୍ମମୟ ଜୀବନରେ କ୍ଲାନ୍ତ ହୋଇପଡିଥିବା ମଣିଷଟିଏ ନାଟକ ଦେଖି ମନକୁ ହାଲ୍‌କା କରୁଥିଲା। କେବଳ ସେତିକି ନୁହେଁ, ସମାଜରେ ବହୁ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଏହି…

କ୍ରୁଟ୍‌ ଶ୍ରେଷ୍ଠ ଏସ୍‌ପିଭି

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ସିଟି ବସ୍‌ ସେବା ଯୋଗାଉଥିବା ‘ମୋ ବସ୍‌’କୁ ପୁଣିଥରେ ଶୀର୍ଷ ପୁରସ୍କାର ମିଳିଛି। ଏହାର ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦେଶରେ ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା (ଏସ୍‌ପିଭି) ଭାବେ ପୁରସ୍କୃତ…

ଅଞ୍ଜନାଙ୍କଠାରୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର କରିଥିଲା। ମାମଲାର ତଦନ୍ତ ଭାର ନେଇଥିବା ସିବିଆଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାକୁ ପ୍ରସ୍ତୁତି…

ପିପିଇ କିଟ୍‌ ଦୁର୍ନୀତି ମାମଲା ବନ୍ଦ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ବହୁ ଚର୍ଚ୍ଚିତ ପିପିଇ କିଟ୍‌ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ୩ଜଣିଆ ଖଣ୍ଡପୀଠ ଶୁକ୍ରବାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କ୍ଲିନ୍‌ ଚିଟ୍‌…

୩ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ। ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରେ ଅଧିକ ହିଟ୍‌ ଓ୍ବେଭ୍‌ ଅନୁଭୂତ ହେବ। ତେଣୁ ଏହି ତିନି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri