ରାଜ୍ୟ

ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ପାଇଁ ବଡ଼ କ୍ଷତି

ଭୁବନେଶ୍ୱର,୭।୧୧: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋରରେ ପରଲୋକ ଘଟିଛି। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହାସହ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରିବା ସହିତ...

୩ ଦିନ ହେବ ଘରୁ ପଳାଇ ଆସିଥିଲେ ଯୁବତୀ, ପ୍ରେମିକଙ୍କ ଭଡାଘରୁ ମିଳିଲା ମୃତଦେହ

ଭୁବନେଶ୍ୱର,୭।୧୧(ସୂର୍ଯ୍ୟକାନ୍ତ ବେହେରା ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ କ୍ଷେତ୍ରପାଳୀନଗର ଅଞ୍ଚଳର ଏକ ଭଡା ଘରୁ ଜଣେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ମୃତା ଯୁବତୀ ହେଲେ ଖୋର୍ଦ୍ଧା ଅଞ୍ଚଳର ଅଞ୍ଜଳି ବେହେରା (୨୭) । ତେବେ ଯୁବତୀ...

ଖାକିରେ ବଢ଼ୁଛି କଳାଦାଗ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ରହ୍ମପୁର ପୋଲିସର ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ଦିନକୁ ଦିନ ମଳିନ ହେବାକୁ ଲାଗିଛି। ବିଭିନ୍ନ କାରଣ ଯୋଗୁ ପୋଲିସ ଏବେ ସାଧାରଣରେ ସମାଲୋଚନାର ଶିକାର ହେଉଛି।...

ଉତ୍ପାତ କରୁଛନ୍ତି ୪୦ ହାତୀ

ଚମ୍ପୁଆ,୭ା୧୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନର ପତଳା ଜଙ୍ଗଲରେ ୪୦ ଟିକିଆ ହାତୀପଲ ତିନି ଦିନ ଧରି ଉତ୍ପାତ କରୁଛନ୍ତି। ବ୍ୟାପକ ପାଚିଲା ଧାନ ନଷ୍ଟ କରିସାରିଲେଣି। ଫଳରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖାଯାଇଛି। ବନ...

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୭।୧୧: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋର ୩.୨୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ନିକଟରେ ଅସୁସ୍ଥ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୬/୧୧: ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ୍‌‌ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଜ୍ୟପାଳ, ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଅବସରରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସେହିପରି ସେ...

ବିଶ୍ୱାସରେ ବିଷ ଦେଲେ କେୟାର ଟେକର: ମାଲିକାଣୀଙ୍କ ଘରୁ ଚୋରି କରି…

ଭୁବନେଶ୍ୱର,୬।୧୧(ସୂର୍ଯ୍ୟକାନ୍ତ ବେହେରା): ବିଶ୍ୱାସରେ ବିଷ ଦେଲେ କେୟାର ଟେକର । ମାଲିକଙ୍କ ସେବା କରୁ କରୁ ଘରୁ ଭିତରୁ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣେ କେୟାର ଟେକରଙ୍କୁ ଖଣ୍ଡଗିରି ଥାନା ପୋଲିସ ୫ ମାସର ଲୁଚାକାଳି...

୩୬ ସାଙ୍ଗଠନିକ ଜିଲା ସଭାପତିଙ୍କ ତାଲିକା ଘୋଷଣା କଲା ଭାଜପା

ଭୁବନେଶ୍ୱର, ୬।୧୧(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ୩୬ ସାଙ୍ଗଠନିକ ଜିଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛିା ତେବେ ଏହି ଜିଲା ସଭାପତି ଚୟନ ଲାଗି ଦୀର୍ଘଦିନ ବିଳମ୍ବ ହେବାକୁ ନେଇ...

ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୬ା୧୧: ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୨୦ ନଭେମ୍ବର ଶେଷ ହେବ। ରାଜ୍ୟର ୩୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି...

ବ୍ୟାଙ୍କରୁ ଋଣ ଟଙ୍କା ଉଠାଇ ଫେରୁଥିଲେ: ବାଟରୁ ଛଡାଇ ନେଲେ…

ପାଇକମାଲ,୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ମା’ ଦୁର୍ଗା ସ୍ବୟଂ ସହାୟିକା ମହିଳା ଗ୍ରୁପ୍‌ର ସଦସ୍ୟାମାନେ ପାଇକମାଲ ଷ୍ଟେଟ ବ୍ୟାଙ୍କରୁ ସୋମବାର ୯୯ ହଜାର ଋଣ ବାବଦ ଟଙ୍କା ଉଠାଇ ଗାଁକୁ ଆସୁଥିଲେ। ହେଲେ ବ୍ୟାଙ୍କଠାରୁ...

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର,୬ା୧୧: ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।   ଆଗାମୀ #୨୪ଘଣ୍ଟା ରେ ରାଜ୍ୟରେ ରାତ୍ରି ତାପମାତ୍ରାରେ...

ଜୟପୁରରେ ପହଞ୍ଚିଲା ବିମାନ

ଭୁବନେଶ୍ୱର,୬ା୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍‌ ଏୟାର ବିମାନ  ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ ଜୟପୁରରୁ ସକାଳ ୯ଟାରେ ଛାଡ଼ି ଭୁବନେଶ୍ୱରରେ ୧୦.୧୫ରେ ପହଞ୍ଚିବ ବୋଲି ବିମାନବନ୍ଦର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri