ରାଜ୍ୟ

ଲଗାତର ତୃତୀୟ ଦିନ ବଢ଼ିଲା ତେଲ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୫: ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନଁା ନେଉନାହିଁ। ଲଗାତର ତୃତୀୟ ଦିନ ଲାଗି ତେଲ ଦର ବୃଦ୍ଧି ପାଇଛି। ଫଳରେ ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ୨୫ ପଇସା ବଢ଼ି ୯୨.୭୫ ଟଙ୍କା ଏବଂ ଡିଜେଲ...

ସ୍କୁଲ ନାମଲେଖା ଅବଧି ମାସେ ବୃଦ୍ଧି

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଅବଧିକୁ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ମେ’ ୩୧ ସୁଦ୍ଧା ନାମଲେଖା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨ା୫: ଜନୈକା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ଅନନ୍ତେଇ ଗ୍ରାମର ବୋଲି ଜଣାପଡିଛି। ପୋଲିସ ଏକ ମାମଲା...

ଅନ୍ୟର ତ୍ରୁଟି ୨ଜଣଙ୍କୁ କାଳ ହେଲା

ବରଗଡ଼ ଅଫିସ୍‌/ବରପାଲି,୧୨।୫: ବରଗଡ଼ ଜିଲା ବରପାଲି ଥାନା ମହଦା କେନାଲ ଛକ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଆସୁଥିବା ବେଳେ ଗଛଡ଼ାଳ ଭାଙ୍ଗି ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରପାଲି ଥାନା ବିଶିପାଲି...

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁଯାୟୀ, କୋଭିଡ୍‌ କଟକଣା ତଦାରଖ ପାଇଁ ତହସିଲଦାର ଇନ୍ଦିରା...

ଗାଁରେ ବ୍ୟାପୁଛି ଜ୍ବର: ବିନା ଟେଷ୍ଟରେ ଖାଉଛନ୍ତି ଔଷଧ

ଖପ୍ରାଖୋଲ, ୧୨ା୫: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଗାଁ ଗାଁରେ ଲୋକଙ୍କୁ ଜ୍ବର ହେଉଛି। ସଚେତନ ଲୋକେ କରୋନା ଟେଷ୍ଟ କରୁଥିବା ବେଳେ ଅନେକ ବିନା ଟେଷ୍ଟରେ ଔଷଧ ଖାଇ...

କଟକଣା ସତ୍ତ୍ୱେ ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୨।୫: ଭୁବନେଶ୍ୱରରେ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ୱରେ ରହୁଛି। ବୁଧବାର ରାଜଧାନୀରୁ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୧୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩୧ ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ୱରରୁ ୮୦୩ ସୁସ୍ଥ...

ଅଞ୍ଜନା ଗଣବଳାତ୍କାର ମାମଲାର ଚାର୍ଜସିଟ ଦାଖଲ କଲା ସିବିଆଇ

ଭୁବନେଶ୍ୱର,୧୨।୫: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ସପ୍ଲିମେଣ୍ଟାରୀ ଚାର୍ଜସିଟ ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଛି। ତଦନ୍ତକାରୀ ଟିମ୍‌ ଏହି ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାମ ରହିଛି। ଅଞ୍ଜନା...

ଭୟଭୀତ ହେଲେ ହ୍ରାସ ପାଇବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର,୧୨।୫: କରୋନା ଆକ୍ରାନ୍ତ ବ୍ୟକ୍ତି ଭୟଭୀତ ହୁଅନ୍ତୁ ନାହିଁ। ଶରୀରରେ ଭୟ ରହିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏଣୁ ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ଖାଇବା ଜରୁରୀ। ଏପରିକି ବିଭିନ୍ନ କାମରେ ନିଜକୁ...

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଉପରେ ରହୁଛି। ତେଣୁ କରୋନା ସ୍ଥିତି ଏବଂ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ...

କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ସମୟ ବଦଳିଲା, ଜାଣନ୍ତୁ କେତେଦିନ ବ୍ୟବଧାନରେ ନେବେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦେଶରେ ଦ୍ବିତୀୟ ଡୋଜ୍‌ କୋଭିଶିଲ୍ଡ ଟିକା ପାଇଁ କୋ-ଓ୍ବିନ୍‌ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଥିବା ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାମାତ୍ର ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, କୋଭିଶିଲ୍ଡ ଟିକାର...

ପରିଚୟପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ପରିଚୟ ପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ। ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପରିଚୟପତ୍ର ନ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri