‘ମହିଳାଙ୍କ ଆଦର୍ଶ ନନ୍ଦିନୀ’
ଭୁବନେଶ୍ୱର,୫।୮(ବ୍ୟୁରୋ): ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୫ତମ ଶ୍ରାଦ୍ଧ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର...
ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୧ବର୍ଷ ପରେ ହକିରେ ଭାରତର ଏହି ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ଫୋନ ମାଧ୍ୟମରେ ଭାରତୀୟ ହକି ଦଳ ସହ କଥା...
‘ସ୍ପୋର୍ଟସ୍ ହବ୍’ ସ୍ବପ୍ନ ଅଧୁରା
ଢେଙ୍କାନାଳ ଅଫିସ, ୫।୮: ତୀରନ୍ଦାଜୀଠାରୁ ଟେନିସ୍। କ୍ରିକେଟରୁ ଆରମ୍ଭ କରି ଫୁଟବଲ୍। କ୍ରୀଡ଼ାକ୍ଷେତ୍ରକୁ ନେଇ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟାପ୍ତ ସମ୍ଭାବନା। ପ୍ରତିଭା କି ଭିତ୍ତିଭୂମିର ଅଭାବ ନାହିଁ। ଅଜସ୍ର ଟଙ୍କା ମଧ୍ୟ ମଞ୍ଜୁର ହେଉଛି। ହେଲେ ଦୂରଦୃଷ୍ଟି ଏବଂ ସମନ୍ବୟ...
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ
ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧିି ପାଇବାରେ ଲାଗିଛି। ଏଥିସହ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ...
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୩୪୨ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୫।୮(ବ୍ୟୁରୋ): ଗତ ଦୁଇ ତିନି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍ ପୁଣି ଥରେ ଉପରମୁହାଁ ହୋଇଛି। ଯାହାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରେ ଯଦି ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଏ ତେବେ ଖୁବ୍ଶୀଘ୍ର ତୃତୀୟ...
୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର,୫।୮(ବ୍ୟୁରୋ): କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଧରି ବନ୍ଦ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲିବ। ରାଜ୍ୟରେ ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।...
ପ୍ରଶ୍ନପତ୍ର ଅଦଳବଦଳର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର,୫।୮(ବ୍ୟୁରୋ): ମାଟ୍ରିକ୍ ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିବା ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ବିଦ୍ୟାଳୟ ଓ...
ସ୍ବାମୀଙ୍କ ଆତ୍ମହତ୍ୟା: ବନ୍ଧାହେଲେ ସ୍ତ୍ରୀ, ପ୍ରେମିକ
ବଡବିଲ, ୪।୮: ଗତ ୨ ତାରିଖରେ ଆତ୍ମହତ୍ୟା କରିଥିଲେ କେନ୍ଦୁଝର ଜିଲା ବଡ଼ବିଲ ଥାନା ଧୋବି ହଟିଂ ଅଞ୍ଚଳରେ ରହୁଥିବା ସୁଶାନ୍ତ ମହାକୁଡ଼। ତେବେ ଏହା ପଛରେ ଥିଲା ସ୍ତ୍ରୀ ସିମରାନୀଙ୍କ ହାତ। ପୋଲିସ ତଦନ୍ତରୁ ଏହା ପର୍ଦ୍ଦାଫାଶ ହୋଇଛି।...
ଅନ୍ଧାରୁଆରେ ହେବ କୋଭିଡ୍ ଟିକା ଉତ୍ପାଦନ
ଭୁବନେଶ୍ୱର,୪ା୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍) ଦ୍ୱାରା ନିର୍ମିତ ଟିକା ଉତ୍ପାଦନ କେନ୍ଦ୍ରରୁ ୨୦୨୨ ଜୁନ୍ରୁ କୋଭିଡ୍-୧୯ ଟିକା ଉତ୍ପାଦନ ଆରମ୍ଭ ହେବ। ଓଡ଼ିଶା ଗସ୍ତରେ ଆସିଥିବା ବିବିଆଇଏଲ୍ ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା ଏନେଇ...
ଗ୍ରାହକ ସାଜି ଧରିଲା ସ୍ପେଶାଲ ସ୍କ୍ବାଡ୍
ଦେବଗଡ଼,୪।୮(ଡି.ଏନ୍.ଏ.): ଦେବଗଡ଼ ଓ ସମ୍ବଲପୁର ଜିଲାରେ ଚାଲିଛି ହନୁମାନ ପଇସା କାରବାର। ବେଆଇନ ହନୁମାନ ପଇସା କାରବାର କରୁଥିବା ୩ଜଣ ବ୍ୟକ୍ତିଙ୍କୁ ଦେବଗଡ଼ ଜିଲା ସ୍ପେଶାଲ ସ୍କ୍ବାଡ୍ ପୋଲିସ ଧରିଛି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ...
ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ଯନ୍ତ୍ରୀ
ଯାଜପୁର ଟାଉନ,(ଡି.ଏନ୍.ଏ.)/କଟକ ଅଫିସ,୪ା୮: ଭିଜିଲାନ ହାତରେ ଧରାପଡିଛନ୍ତି ଯାଜପୁର ଟାଉନସ୍ଥିତ ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ସଦର ବ୍ଲକ ଅଧୀନ ଅବଦଲପୁରର...
ସତର୍କ ନ ରହିଲେ ପୁଣି ଲକ୍ଡାଉନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୮(ବ୍ୟୁରୋ): କରୋନା ସ୍ଥିତି ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଶେଷ ହୋଇନାହିଁ। ଅନ୍ୟ ରାଜ୍ୟଗୁଡିକରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଓଡ଼ିଶାବାସୀଙ୍କୁ ସତର୍କ...
Archives


