ରାଜ୍ୟ

ଏମାର ମଠରେ ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୬।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା, ସିନ୍ଦୁକ, ଗାଦିଘର ସମେତ ଅନେକ ଗୁପ୍ତ କୋଠରୀକୁ...

ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ବଢିଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅବଧି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନାମଲେଖା ସମୟ ଆହୁରି ଦୁଇ ଦିନ ବୃଦ୍ଧି ହୋଇଛି। ପୂର୍ବରୁ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମ...

ହୀରାକୁଦ ଡ୍ୟାମ୍‌ ପ୍ରତି ବଢୁଛି ବିପଦ

ସମ୍ବଲପୁର,୧୬ା୯(ବ୍ୟୁରୋ): ଲପୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ପାଖରେ ପହଞ୍ଚତ୍ୟାଇଛି। ରିପୋର୍ଟ ଅନୁସାରେ ୭ଦିନ ଭିତରେ ଡ୍ୟାମ୍‌ରେ ପ୍ରାୟ ୮ଫୁଟ୍‌ ଜଳ ବୃଦ୍ଧି ପାଇଛି। ଗତ ୯ତାରିଖରେ ଜଳସ୍ତର ୬୨୦.୯୫ଫୁଟ୍‌...

ଭଉଣୀର ସୁନା ଚେନ୍‌ ଚୋରି କରି ଜେଲ ଗଲା ଭାଇ

ଗଞ୍ଜାମ,୧୬ା୯(ଡି.ଏନ.ଏ.): ଭଉଣୀର ସୁନାଚେନ ଚୋରି କରିବା ଅଭିଯୋଗରେ ଭାଇକୁ ଜେଲ ଯିବାକୁ ପଡିଛି। ଗଞ୍ଜାମ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଚୋରି ଅଭିଯୋଗରେ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ବାପ...

ଗୁପ୍ତ ତଥ୍ୟ ଲିକ୍‌ର ତଦନ୍ତ କରିବ ଏନ୍‌ଆଇଏ

ବାଲେଶ୍ୱର ଅଫିସ,୧୬।୯: ପାକିସ୍ତାନୀ ସୁନ୍ଦରୀଙ୍କ ହନୀଟ୍ରାପରେ ପଡି ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ୫ ଠିକା କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା...

ମିଛ ଷଡ଼ଯନ୍ତ୍ର କରି ଫସିଲେ ପତିତପାବନ: ଫିଟୁଛି ଗୁମର; ସ୍ବିଗିରେ କରୁ ନଥିଲେ ଚାକିରି

ଭୁବନେଶ୍ୱର,୧୬।୯(ବ୍ୟୁରୋ): ମିଛ ଷଡ଼ଯନ୍ତ୍ରରେ ନିଜେ ଫସିଲେ ପତିତବାବନ ପୃଷ୍ଟି। ଅପହରଣର ମିଛ ନାଟକ ରଚି ବନ୍ଧା ହେଲେ ପତିତପାବନ। ଗୁରୁବାର ଧଉଳି ପୋଲିସ ଥାନାରେ ପତିତପାବନ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ବାନ୍ଧବୀ ନିଜ ଇଚ୍ଛାରେ...

ସମ୍ଭାବ୍ୟ ବନ୍ୟା ନେଇ ଏସ୍‌ଆର୍‌ସିଙ୍କ ସୂଚନା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜ୍ୟରେ ଲଗାଣୁ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ...

ବାଛୁରି ଆଣିବାକୁ ଯାଇ ଭାସି ଯାଇଥିଲେ ବାପ, ପୁଅ: ମିଳିଲା ମୃତଦେହ

ବରୀ ,୧୬।୯(ଡି.ଏନ୍‌.ଏ.): ବାଛୁରି ଆଣିବାକୁ ଯାଇ ଭାସି ଯାଇଥିବା ବାପ ପୁଅଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁରେ। ମୃତକ ଦ୍ୱୟ...

ପୁଣି ବର୍ଷା: ୧୮ରେ ହାଲ୍‌କା ୧୯, ୨୦ରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର...

ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି ରହିଛି । ବୁଧବାର ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା...

ବନ୍ୟା ଘେରରେ ହିରୀମୂଳ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୧୬।୯: ମହାନଦୀ ବନ୍ୟା ଜଳ ମଳାଗୁଣି ଓ ରାଜୁଆ ନଦୀରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଳକ ଓରବରସିଙ୍ଗ ପଞ୍ଚାୟତର ହିରୀମୂଳ, ନରଣଗଡ ପଞ୍ଚାୟତର ମାନପୁର ଓ ଧବଳପୁର ଗ୍ରାମରେ ବନ୍ୟାଜଳ ପଶିଛି। ଗ୍ରାମରେ ଆଣ୍ଠୁଏ ଉଚ୍ଚର...

ଭଉଣୀଙ୍କ ସୁନା ଚୋରି କରି ଜେଲ ଗଲେ ଭାଇ, ବନ୍ଧା ରଖି ଆଣିଥିଲେ ଟଙ୍କା

ଗଞ୍ଜାମ,୧୬।୯(ଡି.ଏନ୍‌.ଏ.): ଭାଇ ସାଜିଲା ଭଉଣୀର ଭଗାରୀ । ନିଜ ଭଉଣୀର ସୁନା ନାନୁ ଓ ଚେନ ଚୋରି କରି ଧରା ପଡିବା ପରେ ଭାଇକୁ ଜେଲ୍‌ ଯିବାକୁ ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri