ଉପଜିଲାପାଳଙ୍କୁ ଆକ୍ରମଣ ଘଟଣା: ୩ ମହିଳାଙ୍କ ସମେତ ୧୧ ଗିରଫ
ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳରେ ଶୁକ୍ରବାର ଉପଜିଲାପାଳ କୁନାଲ ମୋତିରାମ ଚଭନ ଓ ତାଙ୍କ ଡ୍ରାଇଭର ଗଗନ ବିହାରୀ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ମହିଳାଙ୍କ ସମେତ ୧୧ ଜଣଙ୍କୁ…
ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା
ଭୁବନେଶ୍ୱର,୪ା୨(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୨୨ ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର, ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି। ଏହି…
ଦୁର୍ଘଟଣା ଗାଡ଼ିରୁ ଟଙ୍କା ଚୋରି ମାମଲା: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ
ବୌଦ୍ଧ,୪ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ବହିରା ହାଇସ୍କୁଲ ଛକଠାରେ ସାଧାରଣତନ୍ତ୍ର ଦିବସ ଦିନ ଏକ ସ୍କର୍ପିଓ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଉ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ…
କାମକୁ ଯାଇ ଘରକୁ ଫେରି ନ ଥିଲେ ଦୁଇ ଯୁବକ: ପରିତ୍ୟକ୍ତ ବାଡ଼ିରୁ ମିଳିଲା ରକ୍ତାକ୍ତ ମୃତଦେହ
ରାଉରକେଲା ଅଫିସ,୪ା୨: ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ କନଷ୍ଟ୍ରକ୍ସନ କଲୋନୀରେ ରକ୍ତାକ୍ତ ଅବସ୍ଥାରେ ପୋଲିସ ଦୁଇ ଯୁବକଙ୍କ ମୃତଦେହକୁ ଶନିବାର ସନ୍ଧ୍ୟାରେ ଜବତ କରିଛି। ମୃତ ଯୁବକଙ୍କ ନାମ ଇନ୍ଦ୍ରଜିତ ସ୍ବାଇଁ(୨୭) ଓ ସଞ୍ଜୟ କୁମାର ଦାଶ (୩୯)। ସୂଚନାଯୋଗ୍ୟ,…
କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ଲାଇନ୍ ପାଇପ୍: ୨ ଶ୍ରମିକ ମୃତ, ୩ ଆହତ
ନୟାଗଡ଼ ଅଫିସ,୪।୨: ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍ ପାଇପ୍ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି l ସମସ୍ତ…
ଗୋପାଳଙ୍କ ରିମାଣ୍ଡ ଅବଧି ବଢ଼ିଲା
ଝାରସୁଗୁଡ଼ା ଅଫିସ,୪ା୨: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା…
ଖ୍ୟାତନାମା ଗାୟିକା ବାଣୀ ଜୟରାମଙ୍କ ପରଲୋକ
ଚେନ୍ନାଇ: ସଙ୍ଗୀତଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଚେନ୍ନାଇସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି। ଏହି ଖବର ସମସ୍ତଙ୍କୁ ଚକିତ କରିଥିବା…
ମହୁମାଛି ଆକ୍ରମଣରେ ବିଧାୟକ ଆହତ
ଆନନ୍ଦପୁର,୪।୨(ଡି.ଏନ୍.ଏ): ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଧାୟକ ଶନିବାର ଏକା ମର୍ନିଂ ଓ୍ବାକ୍ କରୁଥିବା ବେଳେ ଆନନ୍ଦପୁର ବ୍ଲକ ଛକଠାରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛିଙ୍କ କବଳରୁ କୌଣସିମତେ ରକ୍ଷା…
ମିଳିଲା ମହାବଳ ବାଘର ସନ୍ଧାନ
ପାଟଣା,୪।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଝରଣା ମଧ୍ୟରୁ ଗୁରୁବାର ଏକ ବାର୍ହାର ମୃତଦେହ ବନ ବିଭାଗ ଠାବ କରିଥିଲା। ଏପରିକି ମୃତଦେହ ନିକଟରେ ଜଙ୍ଗଲୀ ଜନ୍ତୁର ପାଦଚିହ୍ନ ସ୍ପଷ୍ଟ ହେବା ପରେ…
ସଡ଼କ ଦୁର୍ଘଟଣାରେ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ପରଲୋକ
ଯାଜପୁର ଅଫିସ,୪।୨: ସଡ଼କ ଦୁର୍ଘଟଣାରେ ପୂର୍ବତନ ଯାଜପୁର ଏମ୍ପି ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶନିବାର ପରଲୋକ ଘଟିଛି। ବାଇକ୍ରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ହାଇଓ୍ବା ମାଡିଯାଇଥିଲା। ଫଳରେ…
୫-ଟି ସଚିବଙ୍କ ଦେଓମାଳି ଗସ୍ତ: ବାଟରେ ଅଟକିଲେ ପର୍ଯ୍ୟଟକ
ପଟ୍ଟାଙ୍ଗି,୪।୨(ଡି.ଏନ୍.ଏ.): କୋରାପୁଟ ଜିଲାକୁ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ଫେରିଯାଇଥିବା ବେଳେ ତାଙ୍କ ସହ ଆସିଥିବା ୫-ଟି ସଚିବ ଜିଲାରେ ରହି ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି। ଏହି ଅବସରରେ ଶନିବାର ୫-ଟି…
ପିଏମ୍ଜିକେଏୱାଇ ଚାଉଳ ଦେଉ କେନ୍ଦ୍ର: ବିଜେଡି
ଭୁବନେଶ୍ବର,୪।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍ଜିକେଏୱାଇ)ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା। ଏହାକୁ କେନ୍ଦ୍ର ସରକାର ବନ୍ଦ କରିବା ଦ୍ୱାରା ଗରିବ ଏବଂ…
Archives


