ରାଜ୍ୟ

ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ନିରାକାରପୁର,୬ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୩ଜଣ ଗୁରୁତର ହୋଇଥିଲେ। ଏହି ଗୁରୁତରଙ୍କ ମଧ୍ୟରୁ ପୁଣି ଜଣଙ୍କର ଜୀବନ ଯାଇଛି।…

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୪ ଜଳିଗଲେ, ୪ ଗୁରୁତର

ଖୋର୍ଦ୍ଧା ଅଫିସ,୬ା୩: ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଟାଙ୍ଗୀ ପରେ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର…

ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସେଣ୍ଟରଗୁଡ଼ିକୁ ସ୍କ୍ବାଡ ଅଚାନକ ଗସ୍ତ କରିବେ। ଏଥିସହ ସମସ୍ତ କେନ୍ଦ୍ରରେ…

୪ ଦିନ ଯାଏ ଖରାରେ ସିଝିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀ ଖରାରେ ସିଝିବେ। ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ। ୧୬ ସହରର ତାପମାତ୍ରା ରବିବାର ୩୭ ଡିଗ୍ରୀ ଉପରେ ଥିବା ବେଳେ ଟିଟିଲାଗଡ଼ରେ ୩୮.୮ ଡିଗ୍ରୀ ଥିଲା। ସେହିପରି ଭୁବନେଶ୍ୱରରେ ତାପମାତ୍ରା…

ଆଉଏକ ର଼୍ୟାକେଟ୍‌ର ୨ ଗିରଫ

ଭୁବନେଶ୍ୱର,୬।୩(ବ୍ୟୁରୋ):ରାଜଧାନୀରେ ଏକାଧିକ ଜମି ଠକେଇ ର଼୍ୟାକେଟ ସକ୍ରିୟ ରହିଛନ୍ତି। ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ଜମି ବିକ୍ରି କରି ବିପୁଳ ଟଙ୍କା ଠକି ନେଉଛନ୍ତି। ନିକଟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହିପରି ଏକ ର଼୍ୟାକେଟକୁ ଠାବ କରିବା…

‘ଚାପ ସତ୍ତ୍ୱେ କାର୍ଯ୍ୟ ପ୍ରଶଂସନୀୟ’

ଭୁବନେଶ୍ୱର,୬।୩ (ବ୍ୟୁରୋ):କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ଅଧିକାରୀ ସମ୍ମିଳନୀ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ଆରମ୍ଭ ହୋଇଛି। କଟକ-ଭୁବନେଶ୍ୱର ଦୈତ୍ୟନଗରୀରେ କାର୍ଯ୍ୟକରୁଥିବା ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କିପରି ବୃଦ୍ଧି ପାଇବ, ବିଭିନ୍ନ ଥାନାରେ ନିୟମିତ ଉପୁଜୁଥିବା ଅସୁବିଧା ଓ ପ୍ରତିବନ୍ଧକକୁ…

ଟିକା ପରିବହନ ପାଇଁ ୧୦ ତାପ ସଂରକ୍ଷିତ ଯାନ

ଭୁବନେଶ୍ୱର, ୬।୩(ବ୍ୟୁରୋ):ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ଟିକାର ନିରାପଦ ପରିବହନ ପାଇଁ ୧୦ଟି ତାପ ସଂରକ୍ଷିତ ଯାନ ଓ ଆଉ ୫ଟି ଭ୍ରାମ୍ୟମାଣ ଯାନ କିଣାଯାଇଛି। ଏ ନେଇ ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗୋଟିଏ…

ସହଯୋଗୀରୁ ସଫଳ ବ୍ୟବସାୟୀ

ପିଲାଟିଦିନରୁ ପାଠପଢ଼ା ସହ ଅନେକ କ୍ଷେତ୍ରରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷା ପରେ ହାତକୁ ଦୁଇହାତ ହୋଇଯାଆନ୍ତି। ବିଶେଷକରି ଛାତ୍ରୀଙ୍କ ମନରେ ରହିଥିବା ଅସୁମାରି ସ୍ବପ୍ନକୁ ସ୍ବାମୀ ଭଲ ଭାବେ ବୁଝି ପାରିଥାଆନ୍ତି। ପରବର୍ତ୍ତୀ…

ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବ ଜୈବପ୍ଲାଷ୍ଟିକ

ଭୁବନେଶ୍ୱର,୬ା୩ (ବ୍ୟୁରୋ):ଆଧୁନିକ ଜୀବନଶୈଳୀର ଦୈନନ୍ଦିନ କାର୍ଯ୍ୟରେ ପ୍ଲାଷ୍ଟିକ ପଦାର୍ଥର ବହୁଳ ବ୍ୟବହାର ହେଉଛି। ମାତ୍ର ଏସବୁ ପଦାର୍ଥର ନକାରାତ୍ମକ ଦିଗ ପ୍ରତି ସାଧାରଣ ଲୋକେ ବିଶେଷ ଅବଗତ ନ ଥିବାରୁ ସଚେତନତା ବୃଦ୍ଧିର ଯଥେଷ୍ଟ ଆବଶ୍ୟକତା ରହିଛି। ଅଶୋଧିତ ତୈଳ, ପ୍ରାକୃତିକ…

୩୮.୮ ଡିଗ୍ରୀରେ ତାଳଚେର

ଭୁବନେଶ୍ୱର, ୬ା୩(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ପାରଦ ୩୮ ଡିଗ୍ରୀ ଟପିଥିଲା। ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୮.୪, ଅନୁଗୋଳ ୩୮.୧, ଝାରସୁଗୁଡ଼ା ୩୮ ଓ ଭଦ୍ରକ…

ରେବତୀ ମହାନ୍ତି ‘ମିସ୍‌ ଗ୍ଲୋବାଲ ଏସିଆ ପାସିଫିକ୍‌’

ଭୁବନେଶ୍ୱର,୬ା୩ (ବ୍ୟୁରୋ):‘ମିସ୍‌ ଗ୍ଲୋବାଲ ଏସିଆ ପାସିଫିକ୍‌ ୨୦୨୩’ ମୁକୁଟ ପିନ୍ଧିଲେ ରେବତୀ ମହାନ୍ତି। ସେ ହେଉଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ଫ୍ୟାଶନ ଡିଜାଇନିଂ ବିଭାଗର ଛାତ୍ରୀ। ମାଲେସିଆର ମେଲ୍‌କାଠାରେ ଫେବୃୟାରୀ ୨୧ରୁ ୨୫ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଚାଲିଥିଲା। ଏଥିରେ ୮ଟି ଦେଶରୁ…

୯୩ ପ୍ରକଳ୍ପର ଉଦ୍‌ଘାଟନ, ୧୧୩ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା/ଗୋଲାମୁଣ୍ଡା/କୋକସରା,୫।୩(ସ୍ବପ୍ର/ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆପଡା ଜିଲା ଗସ୍ତ ସାରି କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ହାଇସ୍କୁଲ ଖେଳପଡ଼ିଆ ନିକଟରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ। ପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ୫୨୭.୪ କୋଟି ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri