ଗୋପାଳପୁର ବିଧାୟକ, ପାଠକ ବାପ-ପୁଅ କୋର୍ଟରେ ହାଜର
ବ୍ରହ୍ମପୁର ଅଫିସ,୪ା୫: ଗଞ୍ଜାମ ଜିଲା ଗୋପାଳପୁର ଟାଟା ମୋଟର୍ସରେ ଚାକିରି କରାଇ ଦେବା ପାଇଁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ…
ଓଡ଼ିଶାରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଅନୁପ୍ରବେଶ
ପଟ୍ଟାଙ୍ଗି, ୪।୫(ଡି.ଏନ୍.ଏ.): ଓଡ଼ିଶାର ସୀମାନ୍ତ ଗ୍ରାମରେ ପୁଣି ଆନ୍ଧ୍ର ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ଅନୁପ୍ରବେଶ। ସୋମବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନା ଦୋରା ଆସି ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ଫେରିଥିଲେ। ବୁଧବାର ଆନ୍ଧ୍ର ପାର୍ବତୀପୁରମ୍ ଜିଲାର ଆଇଟିଡିଏ…
ମାଳଦ୍ୱୀପରେ ଓଡ଼ିଆ ହୋଟେଲ ବ୍ୟବସାୟୀଙ୍କ ସଫଳତା
ଭୁବନେଶ୍ୱର,୪ା୫(ବ୍ୟୁରୋ): ବଡ଼ ସଫଳ କାହାଣୀଗୁଡ଼ିକ ପଛରେ ଅନେକ ସମୟରେ ବୃହତ୍ ସ୍ବପ୍ନ ଓ ଭାବାବେଗ ରହିଥାଏ। ଓଡ଼ିଶାରେ ଜନ୍ମିତ ସଲିଳ ପାଣିଗ୍ରାହୀ ମାଳଦ୍ୱୀପରେ ନିଜକୁ ସବୁଠୁ ସଫଳ ହୋଟେଲ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ୩ ଦଶନ୍ଧି ପୂର୍ବରୁ ସେ ଓବେରୋଇ…
ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ
ବାରିପଦା ଅଫିସ,୪ା୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାରଠାରୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସୁଛନ୍ତି। ଜନ୍ମମାଟିରେ ପହଞ୍ଚତ୍ବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶାଶୁଘର ଗଁା ପାହାଡ଼ପୁରଠାରୁ ଆରମ୍ଭକରି ରାଇରଙ୍ଗପୁର ବାସଭବନ, ଶିମିଳିପାଳ…
ସ୍ବାଭାବିକ ହୋଇନାହିଁ ବ୍ୟବସାୟ
ସମ୍ବଲପୁର,୪ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥର ମାଡ଼, ପୋଡ଼ାଜଳା, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟିଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲା। ନେଟ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ…
ବର୍ତ୍ତିଯାଇପାରେ ଓଡ଼ିଶା
ଭୁବନେଶ୍ୱର,୪ା୫(ବ୍ୟୁରୋ): ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଘନୀଭୂତ ହୋଇ ୮ ତାରିଖରେ ଲଘୁଚାପରେ ପରିଣତ ହେବ। ମେ ୯…
ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍
ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଜ୍ୟର ୩ ବରିଷ୍ଠ ଆଇପିଏସ୍ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ସୁଧାଂଶୁ ଷଡ଼ଙ୍ଗୀ ଏବଂ ଅରୁଣ ଷଡ଼ଙ୍ଗୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା…
ଅଗ୍ରିଆ ସମାଜ ପାଇଁ ଜମି, ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୫(ବ୍ୟୁରୋ): ଅଗ୍ରିଆ ସମାଜ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ। କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲାରେ ବସବାସ କରିଥାନ୍ତି। ନିକଟରେ ଏହି…
ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ ଅଫିସ,୩ା୫: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବୁଧବାର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମୁଦ୍ରର ୧୩ ନମ୍ବର ଜୋନ୍ ଅଞ୍ଚଳରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।…
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର!
ଭୁବନେଶ୍ୱର,୩।୫(ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କୁ ଭେଟି ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବାର ସମ୍ଭାବନା ରହିଛି।…
ମେ’ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ
ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ମେ’ ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡିବ। ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଚାଲିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସୂଚନାଯୋଗ୍ୟ, କରୋନା…
ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କିଛି କାର୍ଯ୍ୟକ୍ରମରେ ଯୋଗଦେବେ।…
Archives


