ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ
ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ସ୍ବରୂପ ଭୁବନେଶ୍ୱରରେ ‘ଓଡ଼ିଶା ବଞ୍ଚାଅ’ ସମାବେଶ କରୁଛି। ଏଆଇସିସି…
ଖୁସି ଖବର: ପୁଣି ବଢ଼ିଲା BSKY ନବୀନ କାର୍ଡ ଆବେଦନ ଅବଧି
ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) – ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନବୀନ କାର୍ଡ ପାଇଁ ଆବେଦନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚତ୍ତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟଥର…
ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ
ମାଲକାନଗିର,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗାଁ ଥାଇ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ…
ଖାକିରେ ଲାଗିଲା ଦାଗ: ବ୍ୟବସାୟୀଙ୍କଠାରୁ ୩୦ ଲକ୍ଷ ଲୁଟ୍ ଉଦ୍ୟମ, କନ୍ଷ୍ଟେବଲଙ୍କ ସମେତ ୨ ଗିରଫ
ପାରଳାଖେମୁଣ୍ଡି ୨୮ା୧ (ଗିରିଧାରୀ ପରିଛା): ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ୩୦ଲକ୍ଷ ଟଙ୍କା ଲୁଟ୍ ଉଦ୍ୟମ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣେ କନଷ୍ଟେବଲଙ୍କ ସହିତ ଆନ୍ଧ୍ରର ଜଣେ ଯୁବକଙ୍କୁ ଗିରଫ କରିଛି।…
ଜି.ଉଦୟଗିରିକୁ ପୁଣି ଫେରିଲା ଶୀତ, ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ
ଜି.ଉଦୟଗିରି,୨୮ା୧: କିଛି ଦିନ ହେବ ଲାଗିରହିଥିବା ମେଘୁଆ ପାଗ ହଟିଯିବା ପରେ ଜି.ଉଦୟଗିରିକୁ ପୁଣିଥରେ ଶୀତ ଫେରିଛି। ରବିବାର ସର୍ବନିମ୍ନ ତାପମାତ୍ରା ୬.୪ ରହିଥିବା ରେକର୍ଡ କରିଛି କୃଷି ଗବେଷଣା କେନ୍ଦ୍ର। ଯାହା ଫଳରେ ଶୀତର ପ୍ରକୋପ ବଢ଼ିଛି। ଦିନର ତାପମାତ୍ରା…
୩ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ଆଜି ଜଣେ ଏକ ଲକ୍ଷ ଟଙ୍କା ପୁରସ୍କାର ମହିଳା ମାଓବାଦୀଙ୍କ ସହ ଆଉ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଚିନ୍ତାଗୁଫା…
ଅନେକ ଜିଲାରେ ଘନ କୁହୁଡ଼ି ସମ୍ଭାବନା, ଫେବୃୟାରୀ ୧ ରେ ହୋଇପାରେ ବର୍ଷା
ଭୁବନେଶ୍ୱର, ୨୮।୧: ରାଜ୍ୟରେ ଥଣ୍ଡାର ପ୍ରଭାବ ବଢ଼ି ଚାଲିଥିବାବେଳେ ଅଧିକାଂଶ ଜିଲାରେ ପାରଦ ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ଆଗାମୀ ୨-୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ…
ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା
ଭୁବନେଶ୍ୱର, ୨୮।୧: ଭାରତୀୟ ହକି ଟିମ୍ର ଷ୍ଟାର ଦୀପଗ୍ରେସ ଏକ୍କା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ଟିମକୁ…
ଭାଜପା ରାଜ୍ୟ ପ୍ରଭାରୀ, ସହପ୍ରଭାରୀ ନିଯୁକ୍ତ
ଭୁବନେଶ୍ୱର,୨୮।୧(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶନିବାର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ତାଲିକା ଘୋଷଣା କରିଛନ୍ତି। ଓଡ଼ିଶା ପାଇଁ ବିଜୟ ପାଲ…
ଲେବର ରୁମ୍ରେ ପୁଅ ଜନ୍ମ, ଓ୍ବେଟିଂ ହଲ୍ରେ ବାପା ମୃତ
ଜଗତ୍ସିଂହପୁର, ୨୮ା୧(ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ସହରସ୍ଥିତ କିଓରୱେଲ ହସ୍ପିଟାଲ (ନର୍ସିଂହୋମ୍)ରେ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନା ବୋରିକିନା ବରଗୁଡ଼ିପଡ଼ାର କସ୍ତୁରୀ ବେହେରାଙ୍କ ନର୍ସିଂ ହୋମ୍ରେ ଏକ ପୁତ୍ର ସନ୍ତାନ ଜନ୍ମଦେବା ପରେ ଏହି ପରିସରରେ ତାଙ୍କ ସ୍ବାମୀ ଅରକ୍ଷିତ ବେହେରାଙ୍କ…
ମାଛ ଚାଷୀଙ୍କ କବ୍ଜାରେ ଭିତରକନିକା ସଂରକ୍ଷିତ ଜଙ୍ଗଲ
କେନ୍ଦ୍ରାପଡ଼ା,୨୮ା୧(ଜଗନ୍ନାଥ ଧଳ) ପାକୁ ବା ରୂପଚାନ୍ଦି ମାଛ ଖାଇବା ପାଇଁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ ହାଡରେ ଗଢ଼ା। ତେବେ ପିରାନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିଥାଏ। ଏହି ମାଛ ଚାଷ…
ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗନ୍ତ ଆଣିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦ୍ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀଙ୍କୁ ଅତି…

