ରାଜ୍ୟ

ବନ କର୍ମଚାରୀଙ୍କୁ ମିଳିଲା ବନ୍ଧୁକ ଚଳାଇବା କ୍ଷମତା

ଭୁବନେଶ୍ୱର,୫ା୭(ଅସମାପିକା): ଆଜିଠାରୁ ଅର୍ଥାତ୍‌ ୫ ଜୁଲାଇ ୨୦୨୩ରୁ ଓଡ଼ିଶାର ବନ କର୍ମଚାରୀମାନଙ୍କୁ ବହୁ ପ୍ରତିକ୍ଷୀତ ବନ୍ଧୁକ ଚଳାଇବା ପାଇଁ ଆଇନଗତ କ୍ଷମତା ପ୍ରଦାନ କରାଯାଇଛି। ସଂରକ୍ଷିତ ଜଙ୍ଗଲ ବା ଅଭୟାରଣ୍ୟ ଭିତରେ ଶିକାରୀମାନେ ଆଉ ବନ କର୍ମଚାରୀମାନଙ୍କୁ ବେଆଇନ ବନ୍ଧୁକ ଦେଖେଇ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସୱ ନିରୀକ୍ଷକ

ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର):  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ।  ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା…

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର,୫।୭(ଅନିଲ ଦାସ): ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି…

କାମ ପାଇଁ ଯନ୍ତ୍ରୀ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର, ୫।୭(ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ଜଳସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନରେ କଟକ ଜ଼ିଲା କଂଗ୍ରେସ ପକ୍ଷରୁ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜ଼ିଲାର କେତେଜଣ ଚାଷୀ ଏବଂ ଅନ୍ୟାନ୍ୟ ବର୍ଗର…

ପେନ୍‌ସନ ପ୍ରଦାନରେ ବିଳମ୍ବ ହେଲେ ଆଦାୟ ହେବ ୧୮% ସୁଧ

ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚାକିରିରୁ ଅବସର ଦିନ ହିଁ ପେନ୍‌ସନ ସୁବିଧା ପାଇବା ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ବହୁସଂଖ୍ୟକ କର୍ମଚାରୀ ଦୀର୍ଘଦିନ ଧରି ନିଜର ପେନ୍‌ସନ ପାଇବାକୁ ଅପେକ୍ଷା କରି ରହିଛନ୍ତି। ଏହାକୁ ନେଇ ମୁଖ୍ୟ ଶାସନ…

ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂଆ ସମ୍ପାଦକ

ଭୁବନେଶ୍ୱର, ୪।୭ (ଅନିଲ ଦାସ): ଡ. ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂତନ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳ ସମ୍ବିଧାନ ଧାରା-୬ ଅନୁଯାୟୀ ତାଙ୍କୁ ସଭାପତି ରାଜକୁମାର ମନୋନୀତ କରିଛନ୍ତି। ଏହା ପୂର୍ବରୁ ସେ କାର୍ଯ୍ୟନିର୍ବାହୀ ପରିଷଦର ଜଣେ…

‘ଶାରୀରିକ ସମ୍ପର୍କ ରଖୁଥିଲେ ଶ୍ରୀକାନ୍ତ ସାହୁ’

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲା ମଙ୍ଗଳବାର ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଉଥିଲେ ବୋଲି ସଞ୍ଜୁକ୍ତା ଗଣମାଧ୍ୟମରେ କହିଛନ୍ତି। ତେବେ ସଞ୍ଜୁକ୍ତାଙ୍କ…

ଡେଙ୍ଗୁ ପରେ ଘାରିଲାଣି ଝାଡ଼ାବାନ୍ତି ଚିନ୍ତା

ଭୁବନେଶ୍ୱର,(ଅଭିଜିତ ଦାସ)/ପଟ୍ଟାଙ୍ଗି, ୫।୭(ଶରତ ଧଳ): ବର୍ଷା ଋତୁ ଆରମ୍ଭରୁ ରାଜ୍ୟରେ ଜଳବାହିତ ରୋଗ ବ୍ୟାପିଲାଣି। ଡେଙ୍ଗୁ ପରେ ଏବେ ଝାଡାବାନ୍ତି, କାମଳ(ହେପାଟାଇଟିସ୍‌-ଏ ଓ ଇ) ରୋଗରେ ଅନେକେ ଆକ୍ରାନ୍ତ ହୋଇଥିବାବେଳେ କେତେଜଣ ରୋଗୀଙ୍କ ଜୀବନ ଗଲାଣି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍‌ରେ…

ବିଶ୍ୱସ୍ତରରେ ଭାରତ ଉପରେ ବିଶ୍ୱାସ ବଢ଼ିଛି: ଧର୍ମେନ୍ଦ୍ର

ଭୁବନେଶ୍ବର, ୫।୭(ସୁନିତ୍‌ ମିଶ୍ର): ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲେଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକ୍‌ହୋଲ୍‌ଡର ମାନଙ୍କୁ ଉଦ୍ୟମ କରିବା…

ଉଷୁନା ନୁହେଁ, ଅରୁଆ ନେବ ଏଫ୍‌ସିଆଇ

ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟର ବଳକା ଉଷୁନା ଚାଉଳକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଉଷୁନା ବଦଳରେ ଅରୁଆ ଚାଉଳ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି। ଏ ସମସ୍ତ ଚାଉଳ ଇଥାନଲ ପ୍ରସ୍ତୁତିରେ ବ୍ୟବହୃତ…

ଚବ୍ରି ନଦୀରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଦଶମନ୍ତପୁର,୫ା୭(ଅରବିନ୍ଦ ନାୟକ): କୋରାପୁଟ ଜିଲାରେ ଏପରି କେତେକ ଗ୍ରାମ ରହିଛି ଯେଉଁଠିକୁ ଏଯାଏ ପ୍ରଶାସନ ପହଞ୍ଚତ୍ପାରିନାହିଁ। ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଥିବା ଗ୍ରାମଗୁଡ଼ିକୁ ଏଯାଏ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ରାସ୍ତାଟିଏ କରିପାରିନାହିଁ। ଖରା ଓ ଶୀତିଦିନେ ଗ୍ରାମବାସୀ…

୧୮ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୫ା୭(ଅନିଲ ଦାସ): ରାଜ୍ୟରେ ବର୍ଷାଭାବ ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ବଢ଼ିଗଲାଣି। ଜୁନ୍‌ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ସାଙ୍ଗକୁ ୧୧ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୨୨ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri