ରାଜ୍ୟ

ସେତେବେଳେ କୋରେଇ, ଏବେ ଧର୍ମଶାଳା

ରସୁଲପୁର,୭ା୩(ରଞ୍ଜିତ ରାଉତ):ସାଧାରଣ ନିର୍ବାଚନ ପାଖେଇ ଆସିଲେ ବିଜେଡିର ନେତା ଓ କର୍ମୀଙ୍କ ମିଶାଣ ଫେଡ଼ାଣକୁ ନେଇ ଦଳ ବେଶୀ ଚର୍ଚ୍ଚାରେ ରହିଥାଏ। ଯାଜପୁର ଜିଲାରେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ଛାମୁଆ ନେତାଙ୍କୁ ଫେରାଇ ଆଣିବା ପାଇଁ ଦଳ ସମାନ ରଣନୀତି…

ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ବ୍ରାଣ୍ଡ୍‌ ଔଷଧ କାରବାର

ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି…

ଜାଗର ପାଇଁ ମାଟିଦୀପ

କଟକ,୭ା୩(ଶିଳ୍ପା ପ୍ରିୟଦର୍ଶିନୀ)ଶୁକ୍ରବାର ମହାଶିବରାତ୍ରି ବା ଜାଗର ଅମାବାସ୍ୟା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି କଟକ ସହର। ଦୀପ କାରିଗରଙ୍କୁ ଟିକେ ବି ଫୁରସତ୍‌ ନାହିଁ। ସରସ୍ବତୀ ପୂଜାଠାରୁ ଦୀପ ତିଆରି କାମ ଆରମ୍ଭ କରିଥାନ୍ତି କୁମ୍ଭକାର। ଫ୍ୟାନ୍ସି ବା କୋଲକାତା ଗଙ୍ଗା ମାଟିରେ…

ସାପକାମୁଡ଼ା ମୃତ୍ୟୁରେ ଭିସେରା ସାମ୍ପଲ ବାଧ୍ୟତାମୂଳକ

ଭୁବନେଶ୍ୱର, ୭।୩(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ମେଡିକୋ ଲିଗାଲ ଗାଇଡ୍‌ଲାଇନ୍‌ରେ ସାପ କାମୁଡ଼ା ମାମଲାରେ ପୋଷ୍ଟମର୍ଟମ କରୁଥିବା ମେଡିକାଲ ଅଫିସର ଭିସେରା ସାମ୍ପଲ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଭିସେରା ସାମ୍ପଲ ସଂଗ୍ରହରେ ବିଫଳ ହୋଇଥିଲେ ଆଇପିସିର ଧାରା ୨୦୧ ଅନୁଯାୟୀ…

ଇରାନୀ, ଲାଲା ଶଙ୍ଖ ଧରିବା ନେଇ ଚର୍ଚ୍ଚା

ନୟାଗଡ଼,୭।୩(ଲୋକନାଥ ମିଶ୍ର): ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ନୟାଗଡ଼ ଜିଲା ସଭାପତି ଲାଲା ମନୋଜ ରାୟ ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ନିର୍ବାଚନ ମଣ୍ଡଳୀସ୍ତରୀୟ ଓ ରାଜ୍ୟସ୍ତରରେ ପ୍ରସ୍ତୁତି…

ଅଭିଜ୍ଞତାରୁ ସଫଳ ଉଦ୍ୟୋଗୀ

ଯାଜପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ନିଜ ଉଦ୍ୟମ ଓ ଅଭିଜ୍ଞତାରୁ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଏପରିକି ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଏବଂ ଇଗ୍ନୁରୁ…

ଡେଇଁଲେ, ପଡ଼ିଲେ ଗାତରେ

ଭୁବନେଶ୍ୱର,୭ା୩(ଅନିଲ ଦାସ)ରାଜନୀତିରେ ଯାହାର ଅଧିକ ଧୈର୍ଯ୍ୟ ଥାଏ ସେ ତିଷ୍ଠି ରହିଥାଆନ୍ତି ବୋଲି କୁହାଯାଏ। ବିଗତ ଦିନରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରୁ ଜଣାଶୁଣା ବ୍ୟକ୍ତି ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିବାର ନଜିର ରହିଛି। ଆସନ୍ତା ନିର୍ବାଚନ ପୂର୍ବରୁ…

କଂଗ୍ରେସ ଛାଡ଼ିଲେ ରାଜନାରାୟଣ

ଚଣ୍ଡିଖୋଲ,୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସମ୍ପାଦକ କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ର ବୁଧବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ…

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର,୭।୩(ଅନୁରାଧା ମହାରଣା)ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପ୍ରତିଶ୍ରୁତି ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ୍‌ ଭାୟା…

ମୁଖପାତ୍ର ନିଯୁକ୍ତିକଲା ପିସିସି

ଭୁବନେଶ୍ୱର,୭।୩(ସୁନିତ୍‌ ମିଶ୍ର): ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ରିଚାର୍ଜ ୱିଙ୍ଗ୍‌ ଅଧ୍ୟକ୍ଷ ଭାବେ ରଜନୀ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଅଖିଳ ଭାରତ…

ନିର୍ବାଚନ ପୂର୍ବରୁ ପୁଣି ଜଣେ ଭାଜପା ନେତାଙ୍କୁ ମାଓବାଦୀଙ୍କ ହତ୍ୟା

ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ପୁଣି ଜଣେ ଭାଜପା ନେତାଙ୍କୁ ବୁଧବାର ଗୁଳି କରି ହତ୍ୟା କରିବା ସହ ତାଙ୍କ ଜେସିବିରେ ନିଅଁା ଲଗାଇ ଦେଇଛନ୍ତି। ଏହି ଘଟଣା ଜଙ୍ଗଲାର କୋଟାମେଟା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ,…

ପରିବାରବାଦ ରାଜନୀତିରୁ ବାହାରିପାରେ ଅନୁଗୋଳ

ଅନୁଗୋଳ, ୭।୩ (ଅମିତ କୁମାର ସାମଲ): ଦୀର୍ଘ ୨୪ ବର୍ଷର ବିଜେଡି ନେତୃତ୍ୱାଧୀନ ସରକାରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ପରିବାରବାଦ ରାଜନୀତି। ୨୦୦୦ ମସିହାରୁ ଏହି ଆସନ ରଜନୀକାନ୍ତ ସିଂହଙ୍କ ପରିବାର ଅକ୍ତିଆରରେ ରହିଆସିଛି। ୨୦୦୦ ନିର୍ବାଚନରେ ରଜନୀକାନ୍ତଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?