ଦାବି ଶୁଣି ଆକ୍ସନ ମୋଡରେ ଜିଲାପାଳ: ବଦଳିଲେ ଏବିଡିଓ
ପୁରୁଷୋତ୍ତମପୁର,୧୦।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏବିଡିଓ ନିରାକାର ଯେନାଙ୍କ ବିରୋଧରେ ଦୀର୍ଘ ଦିନଧରି ଲାଗିରହିଥିବା ଜନ ଅସନ୍ତୋଷ ଓ ଅଭିଯୋଗ ପରେ ଶେଷରେ ଜିଲାପାଳ ତାଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ନୂତନ ଏବିଡିଓ ଭାବରେ ଜୟଶ୍ରୀ ନାୟକଙ୍କୁ…
ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ଶୂନ୍ୟ: ଅପହଞ୍ଚ ଡିଜିଟାଲ ସେବା, ହନ୍ତସନ୍ତ ହେଉଛନ୍ତି ହଜାର ହଜାର…
ଥୁଆମୂଳରାମପୁର,୧୦।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ନେଟ୍ୱର୍କ ସେବାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ ‘ଜିଓ’ ନେଟୱର୍କ ଉପଲବ୍ଧ ଥିବାରୁ ଅଞ୍ଚଳର ଶତକଡ଼ା ୮୦ ଭାଗ ଲୋକ ଏହି କମ୍ପାନୀର…
ସ୍ବାସ୍ଥ୍ୟକେନ୍ଦ୍ରରେ ଫଟୋ ଉଠାଉଥିବା ବେଳେ ରାଗିଗଲେ ଏଏନ୍ଏମ୍: ଖବରଦାତାଙ୍କୁ ନାଲିଆଖି ଦେଖାଇ…
ପୁରୁଷୋତ୍ତମପୁର,୧୦।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି l ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଖବରଦାତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନ୍ଏମ୍ ନାଲିଆଖି ଦେଖାଇ ଅସଦ୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡମାରିବା…
ଘୁମୁସର ବନଖଣ୍ଡରେ ବଢୁଛି ମଣିଷ ହାତୀ ଲଢେଇ: ଶିକାରୀ ସହ ୨ ବନ୍ଧୁକ ଜବତ
ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛିମାସ ହେବ ମଣିଷ ହାତୀ ଲଢ଼େଇ ବଢୁଛି। କେଉଁଠି ଫସଲ ପାଇଁ ଏହି ଲଢ଼େଇ ହେଉଥିବା ବେଳେ ଆଉ କେଉଁଠି ହାତୀର ଦାନ୍ତ ପାଇଁ ଶିକାରୀ ଓ ହାତୀ…
ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…
ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏପରିକି ହତ୍ୟା କରିବା ପରେ ପୁତୁରା ଜଣକ…
ଅଭିଯୁକ୍ତଙ୍କୁ ଖସାଇ ନେବାକୁ ପୋଲିସକୁ କରିଥିଲେ ଢେଲା ମାଡ: ପରେ ଜଣଙ୍କ ପରେ ଜଣଙ୍କୁ…
ବାଲେଶ୍ୱର,୧୦।୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଅରଡବଜାର ଗଉଡ଼ସାହି ନିକଟରେ ଚଢ଼ାଉ କରାଯାଇ ଦମ୍ପତି ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୬୮ ଗ୍ରାମ ବ୍ରାଉନସୁଗର, ବୁଲେଟ ମୋଟରସାଇକେଲ, ମୋବାଇଲ ଜବତ ହୋଇଥିଲା l…
ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…
ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ…
ଖୁଲମଖୋଲା କରୁଥିଲେ ମଦ ବିକ୍ରି: ଭିଡିଓ ହେଉଥିଲା ଭାଇରାଲ, ପରେ…
ପରଜଙ୍ଗ୧୦।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡିଠାରୁ ଅଳ୍ପଦୂର ରୋଡ଼ ଗାଁମାରୁ ଜଣେ ମଦ ବେପାରୀଙ୍କୁ ଧରିଛି ଅବକାରୀ ଟିମ୍। ଏଥିସହିତ ତାଙ୍କଠାରୁ ବିଫୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ…
ସାମ୍ନାକୁ ଆସିଲା ଭୁବନେଶ୍ୱର-ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ, ଆହତଙ୍କ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର/ରାଉରକେଲା,୧୦ା୧: ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିମାନଟି ରାଉରକେଲାର ରଘୁନାଥପାଲି ଅଞ୍ଚଳରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍
ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଅତ୍ୟାଧୁନିକ ବସ୍ ଟର୍ମିନାଲ…
ଜମୁଛି ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଭାଷା-ସାହିତ୍ୟ ସମାରୋହରେ ଯୋଗ ଦେଇ ଜ୍ଞାନ ହୋତା କହିଲେ ପ୍ରୀତି ବଢ଼ିବା ପାଇଁ…
ଦାରିଙ୍ଗବାଡ଼ି,୧୦ା୧(ଅରୁଣ ସାହୁ): ଏକାଦଶ ତମ ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ତୃତୀୟ ଦିବସରେ ଭାଷା ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତି୍ୟକ, କବି, ଲେଖକ, ଗବେଷକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ବ୍ୟଙ୍ଗକବି ଜ୍ଞାନ ହୋତା,…
ଓଡ଼ିଶା ଆସିବେ ନୀତିନ ନବୀନ
ଭୁବନେଶ୍ୱର,୧୦ା୧: ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲ।…
Archives


