ମାସକ ଭିତରେ ଜିଏସ୍ଏସ୍ଓ୍ବାଇ ମେଧାବୃତ୍ତି ଆବେଦନ ପଠାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଗତ ଦୁଇବର୍ଷ ହେଲା ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା(ଜିଏସ୍ଏସ୍ଓ୍ବାଇ) ମେଧାବୃତ୍ତି ଆବେଦନ ଜିଲାସ୍ତରରେ ପଡ଼ିରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଉଦ୍ବେଗ ପ୍ରକାଶ କରିଛି। ଏକମାସ ଭିତରେ ୨୦୨୧-୨୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷର ଆବେଦନକୁ ବିଭାଗ ନିକଟକୁ…
ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରି ୧୦ ବର୍ଷ ଜେଲ
କେନ୍ଦ୍ରାପଡ଼ା,୩୦ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ୍ କୋର୍ଟ ଏକ ବଳାତ୍କାର ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ଅଭିଯୁକ୍ତ ଖୋର୍ଦ୍ଧା ଜିଲା ମଞ୍ଚେଶ୍ୱର ଥାନା ଓସ୍ତପଡ଼ା ଗ୍ରାମର ତପନ…
ପାଣି ପାଇଁ ରାସ୍ତାରେ ବସିଲେ ମହିଳା
ବାସୁଦେବପୁର,୩୦।୧୦(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଦେଇପୁର ଗ୍ରାମକୁ ପ୍ରାୟ ୧ ସପ୍ତାହ ଧରି ପାନୀୟ ଜଳ ଠିକ୍ ଭାବେ ମିଳୁ ନ ଥିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ସୋମବାର ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ ସମସ୍ୟା ଦୂର…
ଯୋଡ଼ା ପୌରପାଳିକା: ନଭେମ୍ବର ୨୯ରେ କାଉନ୍ସିଲର ଉପ ନିର୍ବାଚନ
ଯୋଡ଼ା,୩୦ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅଧୀନ ୮ ନଂ. ୱାର୍ଡରେ ଖାଲି ପଡ଼ିଥିବା କାଉନ୍ସିଲର ଆସନ ପାଇଁ ନଭେମ୍ବର ୨୯ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ନଭେମ୍ବର…
ସରିଲା ଉଦ୍ଧାର କାର୍ଯ୍ୟ, ଗଡ଼ିବ ଟ୍ରେନ୍
ଭୁବନେଶ୍ୱର,୩୦ା୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ସୋମବାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ମରାମତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛିଘଣ୍ଟା ମଧ୍ୟରେ ଏହି ଟ୍ରାକ୍ ଦେଇ ରେଳ ଚଳାଚଳ…
ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ଜୀବନ ଗଲା
ନୟାଗଡ଼,୩୦ା୧୦(ଲୋକନାଥ ମିଶ୍ର): ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ପଞ୍ଚାୟତ ଅଭିମାନପୁର ପୋଖରୀରେ ବୁଡ଼ି ସୋମବାର ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦାଦା ପୁଅ ଓ…
ବିଲ ଭିତରକୁ ପଶିଗଲା ବସ୍, ୧୪ ଆହତ
ଡୁଙ୍ଗୁରିପାଲି,୩୦ା୧୦: ସୋମବାର ସକାଳେ ଏକ ବସ୍ର ଚକା ଫାଟି ଯିବାରୁ ଏହା ବିଲ ଭିତରକୁ ପଶିଯାଇଛି। ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।…
‘ପ୍ରତୀକ୍ଷା ମୋ ଲାଇଫ୍ ଷ୍ଟୋରି’
ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି…
ଟ୍ରେନ୍ ଟ୍ରାଜେଡି: ୨୬ ଟ୍ରେନ୍ ବାତିଲ, ୨୨ ଟ୍ରେନ୍ର ରୁଟ୍ ପରିବର୍ତ୍ତନ
ଭୁବନେଶ୍ୱର,୩୦ା୧୦: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।…
ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୫୦ରୁ ଅଧିକ ଆହତ
ଭୁବନେଶ୍ୱର,୩୦ା୧୦: ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ମଧ୍ୟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ଗୋଟିଏ ରାୟଗଡ଼ା ଏବଂ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ…
ଥମୁନି ଓଲିଉଡ୍ ବିବାଦ: ବଢ଼ୁଛି ବୟାନବାଜି
ଭୁବନେଶ୍ୱର,୩୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଲିଉଡ୍ ବିବାଦ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣଙ୍କ ମନ୍ତବ୍ୟରୁ ବିବାଦ ଆହୁରି ତେଜିବାରେ ଲାଗିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି। ସିନେପ୍ରେମୀଙ୍କଠାରୁ ଆରମ୍ଭକରି କଳାକାର, ସିନେ ସମୀକ୍ଷକ ସମସ୍ତେ…
ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ୩୧ରେ ନେବେ ଶପଥ
ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଗାମୀ ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ନୂଆ ରାଜ୍ୟପାଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଜ୍ୟପାଳ ଭାବେ ଶପଥ ନେବେ।…
Archives


