ରାଜ୍ୟ

ମେଳା ଦେଖିବାକୁ ଯାଇଥିଲେ ପରିବାର ଲୋକେ: ଏପଟେ ଜଳିଗଲା ଘର

ମୋରଡ଼ା,୨୯।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିକିଟାମାଟିଆ ପଞ୍ଚାୟତ ବାଘାଝରଣ ଗ୍ରାମର ଡାହିସାହିରେ ଏକ ଅଘଟଣ ଘଟିଛି। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି l ମିଳିଥିବା ସୂଚନା ମୁତାବକ, ଗତକାଲି ଉକ୍ତ ସାହିର ସ୍ବର୍ଗତ ଖେଚେଡା…

ମାଡ଼ିଚାଲିଛି ଚକଡ଼ା, ଗଣ୍ଠି ପୋକ: କୀଟନାଶକ ସିଞ୍ଚନ ପରେ ବି ହେଉନି ଫସଲ ନିୟନ୍ତ୍ରଣ

ଭେଡ଼େନ,୨୯।୧୦(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକର ଚାଷୀ ଓ ଚାଷକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନାହିଁ। କେତେବେଳେ ବର୍ଷା ଅଭାବ ତ’ ବିଦ୍ୟୁତ୍‌ ବିଭ୍ରାଟ ସାଙ୍ଗକୁ ରୋଗପୋକ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ ଜାରି ରଖିଛି ।…

‘ଘରକୁ ଆସ, ଏକାଠି ବସି ବିବାଦର ସମାଧାନ କରିବା’

ଭୁବନେଶ୍ୱର,୨୯ା୧୦: ଓଲିଉଡ୍‌ରେ ଚାଲିଥିବା ବିବାଦ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ସେ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଘର ଭିତରେ ଥିବା ବିବାଦର ସମାଧାନ ଘରେ କରିବା। ଆମ ଘର…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲା ପୁଣି ରାଜ୍ୟରେ ପ୍ରଥମ

ଛତ୍ରପୁର, ୨୯/୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ)- ଗଞ୍ଜାମ ଜିଲାକୁ ପୁଣିଥରେ ଜିଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ…

ବାପାଙ୍କ ଗୋଇଠା ମାଡ଼ରେ ଚାଲିଗଲା ଗର୍ଭବତୀ ଝିଅଙ୍କ ଜୀବନ 

ମୟୂରଭଞ୍ଜ,୨୯।୧୦: ବାପାଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଝିଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ । ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା କୁହାଯାଉଛି।  ସ୍ବାମୀଙ୍କ ମୃତ୍ୟୁପରେ ଝିଅ ଶାଶୁଘର ଛାଡ଼ି ବାପାଘରେ…

ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା, ପ୍ରତି ଘରୁ ବାହାରିବେ ଯୋଦ୍ଧା

ଭୁବନେଶ୍ୱର,୨୯ା୧୦: ବିପର୍ଯ୍ୟ ମୁକାବିଲାରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବେଳେ ବର୍ତ୍ତମାନ ଆଉ ଏ ଦିଗରେ ଆଉ ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ରବିବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

ଜାନୁୟାରୀ ପହିଲା ୨୦୨୪ ରେ ମେଟ୍ରୋ ରେଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୯/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ ୪.୩୦ ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନ କୁ ଯାଇ…

ମଧ୍ୟବିତ୍ତଙ୍କୁ ଅପହଞ୍ଚ ଆବାସ ପ୍ରକଳ୍ପ

ରାଉରକେଲା,୨୯।୧୦(ସଙ୍ଗୀତା ଜେନା)ସ୍ମାର୍ଟସିଟି ରାଉରକେଲା ଆଧୁନିକ କୌଶଳ ସମ୍ପନ୍ନ ସହର ଭାବେ ଖ୍ୟାତି ଲାଭ କରିଛି। ଏଠାରେ ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ରହିଛି। ତେବେ ସହରରେ ସରକାରଙ୍କ ସେଭଳି ଆବାସ ପ୍ରକଳ୍ପ ନ…

ଶହଶହ ବୋଦା ବଳିରେ ସୁନାଦେଇ ପୀଠ ରକ୍ତରଞ୍ଜିତ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ)ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଶ୍ୱିନ ଅମାବାସ୍ୟାଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ…

ସର୍ଭେରେ ସୀମିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ

ନବରଙ୍ଗପୁର,୨୯।୧୦(ସଦାଶିବ ପ୍ରହରାଜ)ନବରଙ୍ଗପୁର ଓ ରାୟଗଡ଼ା ଜିଲା ସହ ଗମନାଗମନର ସୁଗମ କରିବା ପାଇଁ ରାଜ୍ୟ ସରକାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ସେତୁ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଘୋଷଣାକୁ ୩ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ସେତୁ କାମ ସର୍ଭେ…

ଜଳଭଣ୍ଡାର ତଳେ ଜଳକଷ୍ଟ

କୋରାପୁଟ,୨୯ା୧୦(ଅମିତାଭ ବେହେରା)କୋରାପୁଟ ବ୍ଲକ ଅଧୀନରେ ରହିଛି ବଡ଼ କେରଙ୍ଗା ପଞ୍ଚାୟତର ପୁକି ଗ୍ରାମ। କୋଲାବ ଜଳଭଣ୍ଡାରଠାରୁ ମାତ୍ର ୨ କି.ମି. ଦୂରେ ଥିବା ପୁକି ଓ ନୁଆଁପୁକି ଗ୍ରାମରେ ଥିବା ୬୦ ପରିବାର ଭୋଗୁଛନ୍ତି ଜଳକଷ୍ଟ। ୩୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ…

ସମ୍ବଲପୁରରେ ରାମ୍‌ ଫିଲ୍ମକୁ ବିରୋଧ ପ୍ରସଙ୍ଗ: ରାଜନୈତିକ ମନ୍ତବ୍ୟକୁ ବିରୋଧ

ଭୁବନେଶ୍ୱର,୨୯ା୧୦(ଶର୍ମିଷ୍ଠା ପାଣିଗ୍ରାହୀ)କିଛି ଦିନଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପ୍ରଯୋଜକ-ପ୍ରଯୋଜକ ମଧ୍ୟରେ କଳି ପରେ ଏବେ ଅଭିନେତା ଏବଂ ଅଭିନେତା କଳି ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଏତେ ବଢିଛି ଯେ, ଏହା ଏବେ ରାଜନୀତିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri