ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ନବୀନ ଓଡ଼ିଶା, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ଭୁବନେଶ୍ବର,୪।୧୧: ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶନିବାର ଭୋରରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପରିକ୍ରମା ପ୍ରକଳ୍ପ କାମ ତ୍ୱରାନିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ…
ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ
ଭୁବନେଶ୍ୱର/ଡେରାବିଶ,୪।୧୧ (ସତ୍ୟଜିତ୍ ରାଉତ/ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଜିଲା ସାଲେପୁର ରୁରାଲ ଓ୍ବାର୍କ୍ସ ସବ୍ଡିଭିଜନ୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର…
ରାତିକରେ ୫୪ ମହିଳା ସମତେ ୫୭ ଗିରଫ
ଭୁବନେଶ୍ୱର,୪।୧୧ (ସୂର୍ଯ୍ୟକାନ୍ତ ବେହେରା): ଗାଁ ପୂରା ଜନଶୂନ୍ୟ। ଅଧିକାଂଶ ଘରେ ଝୁଲୁଛି ତାଲା। ଗୋଷ୍ଠୀ ସଂଘର୍ଷ ପରଠାରୁ ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଖୋଜି ଖୋଜି ଗିରଫ କରୁଥିବାରୁ ଭୟରେ ଲୋକେ…
କଳାହାଣ୍ଡିକୁ ୧୫୫ କୋଟି, ନବରଙ୍ଗପୁର ଜିଲାକୁ ୯୪.୫୦ କୋଟି
ଭୁବନେଶ୍ୱର,୪ା୧୧(ଅନିଲ ଦାସ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ନବମ ଦିବସରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ଜିଲାର ଜୁନାଗଡ଼, ଲାଞ୍ଜିଗଡ଼, ନର୍ଲା, ଧର୍ମଗଡ଼, ଭବାନୀପାଟଣା ନିର୍ବାଚନମଣ୍ଡଳୀକୁ ୧୫୫ କୋଟି…
ପ୍ରମୋଦଙ୍କୁ ୨ କୋଟି, ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ସହାୟତା
ଭୁବନେଶ୍ୱର,୪ା୧୧,(ଅନିଲ ଦାସ): ନିକଟରେ ଶେଷ ହୋଇଥିବା ପାରା ଏସିଆନ ଗେମ୍ସରେ ୨ ପଦକ ବିଜେତା ପ୍ରମୋଦ ଭଗତ ଏବଂ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ଅର୍ଥରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୨ କୋଟି…
କାର୍ତ୍ତିକରେ ବଢୁଛି ତାତି
ଭୁବନେଶ୍ୱର,୪ା୧୧,(ଅନିଲ ଦାସ): କାର୍ତ୍ତିକ ମାସ ହେଲା। ରାଜ୍ୟରେ ଶୀତ ବଦଳରେ ତାତି ବିରାଜମାନ କରୁଛି। ସକାଳ ୮ଟା ହେବା ମାତ୍ରେ ମାଡ଼ିଆସୁଛି ଟାଇଁ ଟାଇଁ ଖରା। ପାରଦ ୩୫ ଡିଗ୍ରୀକୁ ଟପିଯାଉଛି। ରାଜ୍ୟରେ ସ୍ବାଭାବିକ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦…
ସଙ୍ଗୀତରେ ଭୁବନେଶ୍ୱର…
ଭୁବନେଶ୍ୱର,୪ା୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମନ୍ଦିରମାଳିନୀ ସହରରୁ ଏବେ ସ୍ମାର୍ଟସିଟି ଭୁବନେଶ୍ୱର। ଆଶା, ବିଶ୍ୱାସ, ସମ୍ପର୍କ, ଆଉ ବିକାଶର ଏହି ମହାନଗର। ସମୟ ସ୍ରୋତରେ ଏଠି କେତେ ସମ୍ପର୍କ ଗଢ଼ି ଉଠିଛି। ସହର ଛାତିରେ କେତେ କାହାଣୀ, କେତେ ଇତିହାସ ଲେଖାହୋଇଛି। ନାନା ଜାତି, ସମ୍ପ୍ରଦାୟକୁ…
ଜାନୁୟାରୀ ୧୭ରେ ‘ପରିକ୍ରମା’ ଲୋକାର୍ପଣ
ପୁରୀ, ୪ା୧୧(ଅଜିତ୍ ମହାନ୍ତି): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଶ୍ରୀସେତୁ କାର୍ଯ୍ୟ ପ୍ରାୟ ଶେଷ…
୨ ଶିଶୁଙ୍କୁ ନେଉଥିଲେ ଦାଦନ ଖଟାଇବାକୁ
ଖପ୍ରାଖୋଲ,୩।୧୧(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସ ତେଲେଙ୍ଗାନା ରାଜ୍ୟକୁ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରି ୨ଶିଶୁ ସମେତ ୧୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ୧୦ ଶ୍ରମିକ…
ଚଳନ୍ତା ବସରୁ ଖୋଲିଗଲା ଚକ: ତା’ପରେ…
ମୋରଡା,୩।୧୧(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାଠାରେ ଏକ ଚଳନ୍ତା ବସରୁ ହଠାତ୍ ଚକ ଖୋଲି ଅଲଗା ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଜଳେଶ୍ୱରରୁ ବାରିପଦା ଯାଉଥିବା ବାସୁଦେବ ନାମକ ଏକ…
ସାମ୍ବାଦିକାଙ୍କ ଉପରକୁ ହାତ ଉଠାଇଲେ ପ୍ରଯୋଜକ ଟୁଟୁ ନାୟକ
ଭୁବନେଶ୍ୱର,୩।୧୧(ସତ୍ୟଜିତ ରାଉତ): ଗତ କିଛିଦିନ ଧରି ଲାଗି ରହିଥିବା ଓଲିଉଡ କଳି ଥମି ନ ଥିବାବେଳେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ପ୍ରଯୋଜକ ଟୁଟୁ ନାୟକ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ‘ପ୍ରଥା’ ଫିଲ୍ମର…
ତାମ୍ପରା ହ୍ରଦରେ ବୁଡ଼ିଲା ଡଙ୍ଗା : ଭାଉଜ ମୃତ, ନଣନ୍ଦ ଗୁରୁତର
ଛତ୍ରପୁର,୩।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଦେଶୀ ଡଙ୍ଗାରେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଡଙ୍ଗା ଓଲଟି ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦ ଗୁରୁତର ଅଛନ୍ତି।…
Archives


