ମାଲାବାରରେ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’
ଭୁବନେଶ୍ୱର,୧୭।୧୨ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ସ୍ବତନ୍ତ୍ର ପ୍ରଦଶନୀ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଲାବାରର ସବ୍ବ୍ରାଣ୍ଡ୍ ‘ମାଇନ ଡାଇମଣ୍ଡ୍ସ’ର ସବୁଠାରୁ ଅଧିକ ସୂକ୍ଷ୍ମ ହୀରା କାରୁକାର୍ଯ୍ୟର ଏକ ଅତି ସୁନ୍ଦର…
କଶ୍ମୀରୀ ଓ୍ବାଣ୍ଟେଡ୍ ଯାଜପୁରରୁ ଗିରଫ
ନିଜକୁ ଡାକ୍ତର ଦର୍ଶାଇ ଯାଜପୁର ଜିଲାରେ ପ୍ରାୟ ୭ବର୍ଷ ଧରି ରହିଥିଲେ କଶ୍ମୀର ପୋଲିସର ଜଣେ ଓ୍ବାଣ୍ଟେଡ୍ ଅଭିଯୁକ୍ତ ତଥା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ(୩୭)। ଅନେକ ଠକେଇ, ପ୍ରତାରଣା ଅଭିଯୋଗ ତାଙ୍କ ବିରୋଧରେ ରହିଥିବାବେଳେ ସେ ଏକାଧିକ ଯୁବତୀଙ୍କୁ…
ମଣ୍ଡି ଅପେକ୍ଷାରେ ଚାଷୀ
କେନ୍ଦ୍ରାପଡ଼ା,୧୭ା୧୨(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରିପାରିନାହାନ୍ତି। ଏଥିପାଇଁ ଅଭାବୀ ବିକ୍ରୀର ସୁଯୋଗ ବ୍ୟବସାୟୀ ଗୋଷ୍ଠି ନେଉଛନ୍ତି।…
ବନ ବିଭାଗର ତଥ୍ୟ ଖୋଲିଲା ଗୁମର
ନୟାଗଡ଼,୧୭।୧୨(ଲୋକନାଥ ମିଶ୍ର)ନୟାଗଡ଼ ଡିଏଫ୍ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନ ହୋଇ ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା ଚାଲିଛି। ତେବେ ବନବିଭାଗରୁ ଡିଏଫ୍ଓଙ୍କ କ୍ୱାର୍ଟର୍ସକୁ ନେଇ ମିଳିଥିବା ଆରଟିଆଇ…
ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ, କହିଲେ ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସି ମିଳିବ
ହିଞ୍ଜିଳିକାଟୁ,୧୬ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): କେବଳ ପାଠପଢ଼ା ନୁହେଁ, ଖେଳକୁଦ, ନାଚ ଗୀତ, ବକ୍ତୃତା ସହ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ନିଜକୁ ସ୍ବତନ୍ତ୍ର ଭାବେ ଗଢ଼ିବା ପାଇଁ ମନ୍ତ୍ର ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶନିବାର…
ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬ା୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା…
ଯାଜପୁରରୁ ବନ୍ଧାହେଲେ କଶ୍ମୀର ଆତଙ୍କବାଦୀ, ୫ ବର୍ଷ ଧରି ଲୁଚିରହିଥିଲେ
ଭୁବନେଶ୍ୱର,୧୬।୧୨: ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍ଟିଏଫ୍ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଘଟଣାରେ ଅଧିକ …
ଶ୍ରୀମୟୀ ମିଶ୍ର ହେବେ ଭୁବନେଶ୍ୱର ଏମ୍ପି ପ୍ରାର୍ଥୀ! ପାଟ୍ଟଶାଣୀ କହିଲେ- ‘ଦଳ ସେ ଭୁଲ୍ କରିବନି’
ଭୁବନେଶ୍ୱର,୧୬।୧୨: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡିରୁ ଶ୍ରୀମୟୀ ମିଶ୍ରଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମ୍ପି ପ୍ରାର୍ଥୀ ଭାବେ ବାଛିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେ କହିଥିଲେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି…
ଭୁବନେଶ୍ୱର ଲୋକ ସଭା ଆସନ କାହାର
ଭୁବନେଶ୍ବର,୧୬।୧୨: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୁବନେଶ୍ୱର ଲୋକ ସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଆସନ ପାଇଁ ଘମାଘୋଟ ଲଢ଼େଇ ହେବ । ବିଜେଡିରୁ ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ…
ପୁରୀ ଜିଲାର ଚାରିଟି ବ୍ଲକରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,୧୬।୧୨: ପୁରୀ ଜିଲାର ଚାରିଟି ବ୍ଲକର ୭ଟି ପଞ୍ଚାୟତରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର…
ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ
ସାକ୍ଷୀଗୋପାଳ,୧୬।୧୨(କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀ ଥାନା ଦାଶବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ଇନ୍ଦିପୁର ଗ୍ରାମର ଆଦିତ୍ୟ ପାଢ଼ୀ ଏବଂ…
ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍
ରାଇଘର,୧୬।୧୨(କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ସଦର ମହକୁମାର ଡିଏନ୍କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶ୍ୱଶୁର ବଳି ଜାନି ଏବଂ ଜ୍ୱାଇଁ…
Archives


