ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ
ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗୀର ଜିଲା ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର…
ମଙ୍ଗଳବାରଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ
ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଆଦି ୩ଦିନ ଏହି ବିମାନ ଚଳାଚଳ କରିବ। ମଙ୍ଗଳବାର ପୂର୍ବାହ୍ନ…
କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ
ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବା…
ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ, ଆସନ୍ତା ୫ ଦିନ ଯାଏଁ ହେବ ନାହିଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ
ଭୁବନେଶ୍ୱର,୨୫।୧୨: ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଥିବାରୁ ତାପମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆସନ୍ତା ୪ରୁ ୫…
ଜାନୁୟାରୀରୁ ରାଶନ ବଣ୍ଟନ ବନ୍ଦ କରିବେ ଡିଲର
ସମ୍ବଲପୁର,୨୫।୧୨ (ଭବାନୀ ଶଙ୍କର ଭୋଇ): କରୋନା ଆରମ୍ଭରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରିଥିବା ରାଶନ ବାବଦରେ ସରକାରୀ ନିଯୁକ୍ତ ଡିଲରମାନଙ୍କୁ କମିଶନ ମିଳି ନ ଥିବା ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଜିଲା ସରକାରୀ ନିଯୁକ୍ତ…
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫।୧୨: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଛନ୍ତି। ଏହି ଟିମ୍ ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ପାଇଁ…
ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନଙ୍କ ମୃତଦେହ
କୁଆଁରମୁଣ୍ଡା,୨୫।୧୨(ମହେନ୍ଦ୍ର କୁମାର ସାହୁ): ବଡ଼ଦିନ ପାଇଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଚର୍ଚ୍ଚରେ ଉତ୍ସବର ମାହୋଲ ଥିବା ବେଳେ ଜଣେ ଯବାନଙ୍କ ପାର୍ଥିବ ଶରୀର ଜନ୍ମ ମାଟି କୁଆଁରମୁଣ୍ଡା ବ୍ଲକ ଅଧୀନ ଜୟଡେଗା ପଞ୍ଚାୟତ ଗିର୍ଜାଟୋଲି ଗାଁରେ ପହଞ୍ଚିଛି। ଏନେଇ ଅଞ୍ଚଳରେ ଶୋକର…
ସାନଭାଇଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ବଡ଼
ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ବଡ଼ ଭାଇ ସାନଭାଇଙ୍କୁ ହତ୍ୟା କରିଛନ୍ତି। ଭବାନୀପାଟଣା ସହର ବିବିସିପଡ଼ାର ବଡ଼ ଭାଇ ମହେନ୍ଦ୍ର ବାଗ ଓ ସାନଭାଇ ଗଣେଶ ବାଗଙ୍କ …
ପର୍ଯ୍ୟଟକଙ୍କ ନୂଆ ଠିକଣା ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍
ଭୋଗରାଇ, ୨୫ା୧୨(ପ୍ରଦୀପ ଦାସ): ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍ ଏବେ ପର୍ଯ୍ୟଟକଙ୍କ ଲାଗି ନୂଆ ଠିକଣା ପାଲଟିଛି। ସୁବର୍ଣ୍ଣରେଖା ସମୁଦ୍ର ମୁହାଣ ପୂର୍ବସୀମାନ୍ତ ତାଳସାରୀ ପର୍ଯ୍ୟନ୍ତ ୮ କି. ମି. ଲମ୍ବ ଓ…
କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ନବକିଶୋର ପାଇଲେଣି ୧୦୬ ପୁରସ୍କାର
କଟକ,୨୫ା୧୨ (କାର୍ତ୍ତିକ ସାହୁ): ପୋଲିସ ଚାକିରିରୁ ୨୦୧୯ରେ ଅବସର ନେବା ପରେ ନବକିଶୋର ଦାସଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣର ନିଶା ଜୋର ଘାରିଥିଲା। ଚାକିରିରେ ଥାଇ ୨୦୧୮ରେ ନିର୍ମାଣ କରିଥିବା ଆଉ ଏକ ସତ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ଜଣେ ସଫଳ…
‘ମାମୁନି ଚରିତ୍ରରୁ ମୋର ପରିଚୟ’
ଅଭିନେତ୍ରୀ ସମର୍ପିତା ଦାଶଙ୍କ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ନିକଟରେ ରିଲିଜ ହୋଇଯାଇଛି। ସ୍ଥିତି ପଟ୍ଟନାୟକ ଚରିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ସମର୍ପିତାଙ୍କୁ ନେଇ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଚାଲିଛି ଚର୍ଚ୍ଚା। ଏହି ନବାଗତା ନାୟିକାଙ୍କ ଅଭିନୟ ଯାତ୍ରା ଆରମ୍ଭରୁ…
ଆଜି ସାରା ବିଶ୍ୱରେ ପାଳନ ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ
ଭୁବନେଶ୍ୱର,୨୫ା୧୨: ଆଜି ହେଉଛି ଖ୍ରୀଷ୍ଟମାସ ବା ବଡ଼ଦିନ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏନେଇ ସାରା ବିଶ୍ୱରେ ଥିବା ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି। ଭୁବନେଶ୍ୱରରେ ଥିବା ଚର୍ଚ୍ଚ ପରିସରକୁ…
Archives


